"ସୀତାରାମଙ୍କ ବାହାଘର କଳିଯୁଗରେ" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
ଟିକେ ଆଧାର
ଟିକେNo edit summary
୨୭ କ ଧାଡ଼ି:
}}
 
'''ସୀତାରାମଙ୍କ ବାହାଘର କଳିଯୁଗରେ''' ୨୦୧୭ରେ ମୁକ୍ତିଲାଭ କରିଥିବା ଓଡ଼ିଆ<ref>{{cite news|title=୯ ମାସରେ କେତୋଟି ଓଡ଼ିଆ ସିନେମା ରିଲିଜ୍‌ ହେଲା ?|url=http://sambad.in/entertainment/odia-movies-in-9-months-3501/|accessdate=1 October 2017|newspaper=sambad.in|date=30 September 2017}}</ref><ref>{{cite news|title=୮ ମାସରେ କେତୋଟି ଓଡ଼ିଆ ସିନେମା ?|url=http://sambad.in/news/entertainment/odia-movies-in-8-months/74589.html|accessdate=8 September 2017|newspaper=Sambad.in|date=3 September 2017}}</ref> ଏବଂ ତେଲୁଗୁ କଥାଚିତ୍ର ।<ref name="ସବ୍ୟସାଚୀ-ଧରିତ୍ରୀ">{{cite news |title=ବିନା ରାଜନୀତିରେ ଭଲ କାମ କରିବାକୁ ଚାହେଁ |url=http://dharitriepaper.in/edition/1240/metro-mijaj/page/7 |accessdate=23 October 2018 |work=ଧରିତ୍ରୀ |date=18 October 2018 |archiveurl=http://www.webcitation.org/73O4vrTB7 |archivedate=23 October 2018 |location=ଓଡ଼ିଶା |page=8 |language=Odia}}</ref><ref>{{cite news|title=“୨୦୧୭ ଆରମ୍ଭରୁ ଆଜି ଯାଏ୧୭ଟି ଓଡ଼ିଆ ଛବି ପ୍ରେକ୍ଷାଳୟରେ ମୁକ୍ତିଲାଭ କରିଛି” is locked ୨୦୧୭ ଆରମ୍ଭରୁ ଆଜି ଯାଏ୧୭ଟି ଓଡ଼ିଆ ଛବି ପ୍ରେକ୍ଷାଳୟରେ ମୁକ୍ତିଲାଭ କରିଛି|url=https://enewsodiaofficial.blogspot.in/2017/07/is-locked.html|accessdate=8 August 2017|newspaper=E News ଓଡ଼ିଆ|date=6 July 2017}}</ref> [[ଓଡ଼ିଆ କଥାଚିତ୍ର ଜଗତ]] ଏବଂ ତେଲୁଗୁ କଥାଚିତ୍ର ଜଗତର କଳାକାରଙ୍କ ସମିଶ୍ରଣରେ ନିର୍ମିତ ଏହି ଚଳଚ୍ଚିତ୍ରଟି ପ୍ରଥମ ଓଡ଼ିଆ ଏବଂ ତେଲୁଗୁ ଭାଷାରେ ମୁକ୍ତିଲାଭ କରିଥିବା ଚଳଚ୍ଚିତ୍ର । ଏହି ଚଳଚ୍ଚିତ୍ରଟି ୩୧ ମାର୍ଚ୍ଚ ୨୦୧୭ରେ ମୁକ୍ତିଲାଭ କରିଥିଲା । ତେଲୁଗୁ ନିର୍ଦ୍ଦେଶକ ଜି.ଏନ୍.ଏସ୍. ପ୍ରସାଦଙ୍କ ନିର୍ଦ୍ଦେଶନାରେ ନିର୍ମିତ ହୋଇଥିଲା ଏହି ଚଳଚ୍ଚିତ୍ରଟି । ଚଳଚ୍ଚିତ୍ରଟିର ପ୍ରଯୋଜନା କରିଥିଲେ ଏଦୁପୁଗନ୍ତି ଶେଷଗିରି ଏବଂ ମରେଦୀ ପିଚ୍ଚି ରେଡ୍ଡି । ଓଡ଼ିଆ ଚଳଚ୍ଚିତ୍ର ପାଇଁ ସଂଳାପ ଲେଖିଥିଲେ ଡଃ ରଜନୀ ରଞ୍ଜନ । ଓଡ଼ିଆ ଗୀତ ପାଇଁ ଗୀତ ରଚନା କରିଥିଲେ ଅରୁଣ ମନ୍ତ୍ରୀ ଏବଂ ନିର୍ମଳ ନାୟକ ।
 
ଏହି ଚଳଚ୍ଚିତ୍ରରେ ଓଡ଼ିଆ କଳାକାର [[ସବ୍ୟସାଚୀ ମିଶ୍ର]], [[ବିଜୟ ମହାନ୍ତି]], [[ଅନିତା ଦାସ]], [[ପପୁ ପମ ପମ]], ଜୀବନ ପଣ୍ଡା, ମନୀଶା ଚାଟାର୍ଜୀ ଆଦି ଅଭିନୟ କରିଥିଲେ ।<ref>{{cite news|title=odia star sabyasachi mishra's tollywood debut|url=http://www.tollywood.net/topstories/odia-star-sabyasachi-mishras-tollywood-debut|accessdate=13 April 2017|newspaper=Tollywood.net|date=17 February 2017}}</ref> ତେଲୁଗୁ କଳାକାର ମନେଶା, ସୁମନ ତଲ‌ୱାର, ନେହା ଆଦି ଅଭିନୟ କରିଥିଲେ ।<ref>{{cite news|title=SITA RAMA NKA BAHAGHARA (KALI JUGARE) ODIA MOVIE OF SABYASACHI|url=http://incredibleorissa.com/sita-rama-nka-bahaghara-kali-jugare-odia-movie/|accessdate=13 April 2017|newspaper=IncredibleOrissa.com|date=11 November 2017}}</ref>