Content deleted Content added
ଖାତା ଖୋଲି ନଥିବା ସଭ୍ୟଙ୍କୁ ସୂଚନା
 
(କିଛି ବଦଳିନାହିଁ)

୧୯:୨୦, ୨୩ ଅକ୍ଟୋବର ୨୦୧୮ ହୋଇଥିବା ରିଭିଜନ

ପ୍ରିୟ ଉଇକିଆଳି, ଓଡ଼ିଆ ଉଇକିପିଡ଼ିଆରେ ଆପଣଙ୍କୁ ସ୍ଵାଗତ। ଉଇକିପିଡ଼ିଆରେ ଲେଖିବା ପୂର୍ବରୁ, ଖାତା (account) ଟିଏ ଖୋଲିବାକୁ ଅନୁରୋଧ । ଏହାଦ୍ଵାରା ଆପଣଙ୍କ ଅବଦାନ ସବୁ ସୁରକ୍ଷିତ ହୋଇ ରହିବ ଏବଂ ସମସ୍ତେ ମଧ୍ୟ ଦେଖିପାରିବେ । ଖାତା ଖୋଲିବା ପାଇଁ ଏଇ ଲିଙ୍କକୁ ଯାଆନ୍ତୁ Special:UserLogin/signup, ତାପରେ username, password ଆଉ email ID ଦେଇ ଖାତାଟିଏ ଖୋଲନ୍ତୁ । ପ୍ରତିଥର ସମ୍ପାଦନା ପୂର୍ବରୁ, ଆପଣ ଲଗ ଇନ ଅଛନ୍ତି କି ନା ଦେଖି ନିଅନ୍ତୁ । ଧନ୍ୟବାଦ :) --ଆଦିତ୍ୟ ମହାର (ଆଲୋଚନା) ୧୯:୨୦, ୨୩ ଅକ୍ଟୋବର ୨୦୧୮ (IST)Reply