"୫ମ ଲୋକ ସଭା" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
ଟିକେNo edit summary
୧ କ ଧାଡ଼ି:
{{ଛୋଟ|5th Lok Sabha}}
ଭାରତର ୫ମ ଲୋକ ସଭାକୁ [[୧୯୭୧ ସାଧାରଣ ନିର୍ବାଚନ|୧୯୭୧ ମସିହା ସାଧାରଣ ନିର୍ବାଚନ]]<nowiki>ରେ</nowiki> ନିର୍ବାଚିତ ସଭ୍ୟମାନେ ଯାଇଥିଲେ । ଏହି ଲୋକ ସଭାର ସମୟସୀମା ଥିଲା ୧୫ ମାର୍ଚ୍ଚ ୧୯୭୧ରୁ ୧୮ ଜାନୁଆରୀ ୧୯୭୭ । [[ଭାରତୀୟ ସଂସଦ]]<nowiki>ର</nowiki> ଦୁଇଟି ବିଭାଗ ମଧ୍ୟରୁ ଲୋକସଭା ହେଉଛି ସିଧାସଳଖ ଲୋକମାନଙ୍କ ଦ୍ୱାରା ନିର୍ବାଚିତ ସଭ୍ୟଙ୍କ ସଭାଗୃହ ବା ସଂସଦର ତଳ ସଦନ । ୧୯୭୧ ମସିହାର ସାଧାରଣ ନିର୍ବାଚନ ପରେ ସଂସଦର [[ରାଜ୍ୟ ସଭା]]<nowiki>ରେ</nowiki> ଥିବା ୪ ଜଣ ସାଂସଦ ଲୋସଭାକୁ ନିର୍ବାଚିତ ହୋଇଥିଲେ ।<ref name="rs">{{cite web|title=RAJYA SABHA STATISTICAL INFORMATION (1952-2013)|url= http://rajyasabha.nic.in/rsnew/publication_electronic/rsstatis_inf52-03.pdf |publisher=Rajya Sabha Secretariat, New Delhi|accessdate= 29 August 2017|page=12 |date=2014}}</ref>