"ସୁନାପିଲା- ଟିକେ ସ୍କୃ ଢିଲା" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
ଟିକେNo edit summary
୩୪ କ ଧାଡ଼ି:
 
==ଅଭିନୟ==
ଏହି ଚଳଚ୍ଚିତ୍ରରେ ଅଭିନେତ୍ରୀ '''[[ଶୀତଲ ପାତ୍ର]]''' ନାୟିକା ଭୂମିକାରେ ଅଭିନୟ କରିଥିଲେ । [[ଯିଏ ଯାହା କହୁ ମୋର ଢୋ]], [[ଭଲ ପାଏ ତୋତେ ୧୦୦ରୁ ୧୦୦]], [[ତୁ ଯେ ସେଇ]], [[ଦିଲ୍ ଦିୱାନା ହେଇଗଲା]] ଆଦି ଚଳଚ୍ଚିତ୍ରରେ ସେ ପୂର୍ବରୁ ବାବୁଶାନଙ୍କ ସ‌ହ ଅଭିନୟ କରିଥିଲେ ।<ref name="SPTSD-E">{{cite news|title="Suna Pila TIke Screw Dhila" Upcoming Odia Cinema of Babusan & Sheetal|url=http://enewsodia.com/suna-pila-tike-screw-dhila-upcoming-odia-cinema-babushan-sheetal/|accessdate=28 February 2017|newspaper=Enews ଓଡ଼ିଆ|date=15 February 2017}}</ref><ref>{{cite web|first=Rita|title=Sheetal in a small role in her upcoming movie|url=http://www.cinecritics.in/od/gossip/sheetal-in-a-small-role-in-her-upcoming-movie-641220/|publisher=ସିନେ କ୍ରିଟିକ୍ସ|accessdate=28 February 2017}}</ref> ଏହି ଚଳଚ୍ଚିତ୍ରରେ ବାବୁଶାନ୍ ଏକ ଭୁଲାମନ ପିଲା ଭୂମିକାରେ ଅଭିନୟ କରିଥିଲେ ।<ref>{{cite news|title=ଆଜିକାଲି ସବୁ କଥା ଭୁଲିଯାଉଛନ୍ତି ବାବୁସାନ୍‌ !|url=http://sambad.in/news/entertainment/babusan-forgets/35053.html|accessdate=2 August 2017|newspaper=ସମ୍ବାଦ|date=14 February 2014}}</ref> ଏହି ଚଳଚ୍ଚିତ୍ରଟି ୪ ଅଗଷ୍ଟ ୨୦୧୭ରେ ମୁକ୍ତିଲାଭ କରିଥିଲା ।
 
===କଳାକାର===