"ପଦ୍ମପୁର ( ରାଜବୋଡ଼ାସମ୍ବର)" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
ଟିକେ Regular Character Changes
ପୂର୍ବରୁ ଥିବା ପଦ୍ମପୁର ପ୍ରସଙ୍ଗକୁ ଘୁଞ୍ଚାଗଲା
ଟ୍ୟାଗ: New redirect

୧ କ ଧାଡ଼ି:
{{merge|#ଲେଉଟାଣି [[ପଦ୍ମପୁର}}]]
ପଦ୍ମପୁର ବା ପଦମପୁର ନାମରେ ପରିଚିତ ସହର ଭାରତର ଓଡ଼ିଶା ରାଜ୍ୟର ବରଗଡ ଜିଲ୍ଲାରେ ଥିବା ଏକ NAC । ଏହାର ପୂର୍ବତନ ନାମ ରାଜବୋଡ଼ାସମ୍ବର ଏବଂ ଏହା ପ୍ରାକ ସ୍ଵାଧୀନତା  କାଳରେ ଏକ ଜମିଦାରୀ ଥିଲା । ଏହାକୁ ' ବରିହା" ସଂପ୍ରଦାଯର ଜମିଦାର ଶାସନ କରୁଥିଲେ ।

== ଭୌଗୋଳିକ ସ୍ଥିତି ==
ପଦ୍ମପୁର ସହରର ଅବସ୍ଥିତି ହେଲା  {{Coord|21.0|N|83.07|E|}}.<ref>[http://www.fallingrain.com/world/IN/21/Padmapur.html Falling Rain Genomics, Inc - Padampur]</ref> ସମୁଦ୍ରପତ୍ତନ ଠାରୁ ୬୭୩ ଫୁଟ ଉଚ୍ଛତାରେ ଥିବା ଏହାର ଦୁରତ୍ଵ ରାଜ୍ୟର ରାଜଧାନୀ ଭୁବନେଶ୍ବର ଠାରୁ ପ୍ରାୟ ୪୪୦ କିଲୋମିଟର ଏବଂ ଜିଲା ସଦର ମହକୁମା ବରଗଡ ଠାରୁ ୮୦ କିଲୋମିଟର । ନିକଟସ୍ଥ ବଲାଙ୍ଗିର ଜିଲ୍ଲା ସଦର ମହକୁମା ଠାରୁ ମଧ୍ୟ ଏହା ୮୦ କିଲୋମିଟର ଦୂରତାରେ ରହିଛି । ପଦ୍ମପୁରର ନିକଟସ୍ଥ ରେଳ ଷ୍ଟେସନ ଗୁଡିକ ହେଲା ଖରିଆର ( ୭୬ କିଲୋମିଟର ) ଓ ବରଗଡ (୮୦ କିଲୋମିଟର )
[[ଫାଇଲ:RBHS_2015.jpg|thumb|ଅଞ୍ଚଳର ଏକ ସର୍ବପୁରତନ ବିଦ୍ୟାଳୟ ' ରାଜ ବୋରସମ୍ବର ହାଇ ସ୍କୁଲ ' ]]
ମୁଖ୍ୟତ ବର୍ଷାଜଳ ଉପରେ ନିର୍ଭର ଶୀଳ ପଦ୍ମପୁର ଉପଖଣ୍ଡ ଚିର ମରୁଡି ଗ୍ରସ୍ତ ଆଞ୍ଚଲ ଭାବେ ପରିଚିତ । 'ଅଙ୍ଗ' ନଦୀ , ଯାହା ମହାନଦୀର ଏକ ଉପନଦୀ , ପଦ୍ମପୁର ସହରର ପୂର୍ବକୁ ୨ କିଲୋମିଟର ଦୂରରେ ପ୍ରବାହିତ ହାଉଥିଲେ ମଧ୍ୟ ଏହା ବର୍ଷର ଅନେକ ସମୟରେ ଶୁଖିଲା ହେଇଯାଏ । ପଦ୍ମପୁରର ଦକ୍ଷିଣ ପୂର୍ବରେ ୪୦ କିଲୋମିଟର ଦୂରରେ ସୁନ୍ଦର ଗନ୍ଧମାର୍ଦନ ପର୍ବତ ଅନବସ୍ଥିତ । ଅଙ୍ଗ ନଦୀରେ ପ୍ରସ୍ତାବିତ ପୂଜାରିପାଳି ବନ୍ଧ ନିର୍ମାଣ ହେଲେ ଏହି ଅଞ୍ଚଳର ମରୁଡି ସମସ୍ଯାର ସମାଧାନ ହୁଅନ୍ତା ।

== ଆବାଦି ==
୨୦୧୧ ଜାତୀୟ ଜନଗଣନା ଅନୁସାରେ ପଦ୍ମପୁରର ଜନସଂଖ୍ୟା ୧୭,୬୨୫ । ପୁରୁଷ ଓ ମହିଳାଙ୍କ ଅନୁପାତ ୧୦୦୦:୯୬୧ ଥିବା ବେଳେ ସାକ୍ଷ୍ୟରତା ପରିମାଣ ୬୯% , ଯାହା କି ଜାତୀୟ ହାର ୭୪.୦୪% ଠାରୁ କମ ।୭୮% ପୁରୁଷ ସାକ୍ଷ୍ୟର ହେଇଥିବା ବେଳେ ମହିଳାଙ୍କ ହାର ୬୦% । ପଦ୍ମପୁର ଉପଖଣ୍ଡ ( Sub-Division)କୁ ହିସାବ କାଲେ ଜନସଂଖ୍ୟା ୮୧,୨୫୯ । ଉପଖଣ୍ଡରେ ୭୧ଟି ଗ୍ରାମ ରହିଛି ।

== ଶିକ୍ଷ୍ୟା ବ୍ୟବସ୍ଥା ==
[[ଫାଇଲ:Anchal_college_padampur.jpg|alt=Anchal College Entrance Arch|thumb|ଅଞ୍ଚଲ କଲେଜ , ପଦ୍ମପୁର ]]
ପଦ୍ମପୁରରେ ଥିବା ଅଞ୍ଚଲ କଲେଜ ୧୯୬୫ରେ ସ୍ଥାପିତ ହେଇଥିଲା ଆଉ ଏହା ପଶ୍ଚିମ ଓଡ଼ିଶାର ଗୋଟିଏ ସର୍ବପୁରାତନ ସରକାରୀ ଅନୁଦାନପ୍ରପ୍ତ କଲେଜ । ଏହି କଲେଜରେ କଳା , ବିଜ୍ଞାନ ଓ ବାଣିଜ୍ୟ ସ୍ନାତକ ଶ୍ରେଣୀ ପର୍ଯ୍ୟନ୍ତ ରହିଛି । ଏହା ବ୍ୟତୀତ ପଦ୍ମପୁରରେ ୧୯୯୫ରୁ ଏକ ମହିଳା ମହାବିଦ୍ୟାଳୟ ମଧ୍ୟ ରହିଛି । ନିକଟବର୍ତୀ ଇଲାକାରେ କିଛି ଯୁକ୍ତ ୨ କଲେଜ ମାନ ମଧ୍ୟ ରହିଛି ।
[[ଫାଇଲ:GM_Statue_RBHS.jpg|alt=Alumni, RBHS, Padampur|thumb|ରାଜବୋଡ଼ାସମ୍ବର ହାଇ ସ୍କୁଲ ପ୍ରାଙ୍ଗଣରେ ଥିବା କବି ଗଙ୍ଗାଧରଙ୍କ ପ୍ରତିକୃତି ]]
ରାଜବୋଡ଼ାସମ୍ବର ହାଇ ସ୍କୁଲ ଓ ଅନ୍ୟ ସ୍କୁଲ ସବୁ
୧୯୪୪ରେ ସ୍ଥାପିତ ଏହି ହାଇ ସ୍କୁଲ ଜିଲ୍ଲାର ଅନ୍ଯତମ ପୁରାତନ ହାଇ ସ୍କୁଲ । ଏକ ଅତ୍ୟନ୍ତ ଉତ୍ତମ ବିଦ୍ୟାନୁଷ୍ଠାନ ଭାବରେ ଏହାର ସୁନାମ ଆଜିଯାଏ ରହିଛି । ଏହା ଛଡା ପଦ୍ମପୁରରେ ସରକାରୀ ବାଳିକା ଉତ୍ଛ ବିଦ୍ୟାଳୟ , ସରସ୍ଵତୀ ଶିଶୁମନ୍ଦିର , ଗୁରୁକୁଳ ପରି ବିଦ୍ୟାଳୟ ସବୁ ରହିଛି ।

== ରାଜନୀତି ==
ପଦ୍ମପୁର ବିଧାନ ସଭା ମଣ୍ଡଳୀ  ପୂର୍ବରୁ ସମ୍ବଲପୁର ଲୋକ ସଭା ଅଞ୍ଚଳ ଅଧୀନରେ ଥିବା ବେଳେ ବର୍ତମାନ ନୂତନ ବରଗଡ ଲୋକ ସଭା ମଣ୍ଡଳୀରେ ରହିଛି । ୨୦୧୪ ବିଧାନ ସଭା ନିର୍ବାଚନରେ BJP ଦଳ ପ୍ରାର୍ଥୀ ପ୍ରଦୀପ ପୁରୋହିତ ବିଜୟୀ ହେଇ ଏହି ଅଞ୍ଚଳର ପ୍ରତିନିଧି ଅଛନ୍ତି । ଏହା ପୂର୍ବରୁ BJD ଦଳର ଶ୍ରୀଯୁକ୍ତ ବିଜୟ ସିଂହ ବରିହା ( ପୂର୍ବତନ ପଦ୍ମପୁର ଜମିଦାରଙ୍କ ବଂଶଜ ) ଏହି ନିର୍ବାଚନ ମଣ୍ଡଳୀକୁ ୪ ଥର ପ୍ରତିନିଧିତ୍ଵ କରିଥିଲେ । ତତ ପୂର୍ବରୁ INCର ପ୍ରତିନିଧି ଏହି ଅଞ୍ଚଳର ସଦସ୍ୟ ଥିଲେ ।

== ସଂସ୍କୃତି ==
ପଦ୍ମପୁର ଅଞ୍ଚଳର ଲୋକ ସଂସ୍କୃତି ଖୁବ ଜନପ୍ରିଯ । ଏଠାରେ ନୂଆଖାଇ ପର୍ବ ଖୁବ ଜାକ୍ ଜମକ୍ରେ ପାଳିତ ହୁଏ ଏବଂ ଏହି ସମୟରେ ଏଠାକାର ଲୋକ ନୃତ୍ୟ ଓ ଗୀତାର ଆସର ଖୁବ ଜମେ । ପଦ୍ମପୁରରେ ABCD ଅନୁଷ୍ଠାନ ତରଫରୁ ପ୍ରତିବର୍ଷ ସଂସୃତିକ କାର୍ଯ୍ୟକ୍ରମ ସବୁ ହୁଏ । ଏଠାରେ ଅଞ୍ଚଳର ସର୍ବ ବୟୋଜେଷ୍ଠ ବ୍ୟକ୍ତିଙ୍କୁ ନୂଆଖାଇ ସମୟରେ ସମ୍ବର୍ଦ୍ଧନା ଦେବାର ଏକ ନିଆରା ପରମ୍ପରା ରହିଛି । (https://sites.google.com/site/abcdpadampur/home/nuakhai-bhetghat).

==ସଂସ୍କୃତିକ ଅନୁଷ୍ଠାନ==

ଲୂ , ରବୀନ୍ଦ୍ର କଳା ପରିଷଦ , ନଟରାଜ ନୃତ୍ୟ ପରିଷଦ ପରି ସଂସୃତିକ ଅନୁଷ୍ଠାନ ମାନ ସମ୍ବଲପୁରୀ ଭାଷାର ନାଟକ ପରିବେଷଣ କରି ସାରା ଭାରତର ବିଭିନ୍ନ ଅଞ୍ଚଳରେ ପୁରସ୍କୃତ ହେଇଛନ୍ତି ।

== ଦର୍ଶନୀୟ ପର୍ଯ୍ୟଟକ ସ୍ଥଳୀ ==
ପଦ୍ମପୁର ନିକଟରେ ନୃଶିଙ୍ଘନାଥ(୩୫ କିଲୋମିଟର ), ହରିଶଙ୍କର( ୪୫ କିଲୋମିଟର ), ପାଟରା ବନ୍ଧ( ୮୫ କିଲୋମିଟର) କିଙ୍କାରି ବନ୍ଧ(୭୮ କିଲୋମିଟର) ଦେବଦରାହ ( ୨୫ କିଲୋମିଟର )ଆଦି ପ୍ରକୃତିକ ସୌନ୍ଦଜ୍ୟ ଭାରା ପର୍ଯ୍ୟଟନ ସ୍ଥଳୀ ସବୁ ରହିଛି ।

==ଏଇତିହାସିକ ସ୍ଥାନ ସବୁ ==

''' Ganiapali<ref> (PDF) http://odisha.gov.in/e-magazine/Orissareview/may2005/engpdf/biddhist_remains_in_western_orissa.pdf.  </ref> - site for old (4th-5th century AD) ବୁଦ୍ଧ ସିଲାଲେଖ (40 km) (http://odisha.gov.in/e-magazine/Orissareview/may2005/engpdf/biddhist_remains_in_western_orissa.pdf),

== ଆଧାର ସବୁ ==

<references />

[[ଶ୍ରେଣୀ:ବରଗଡ଼ ଜିଲ୍ଲାର ଗାଆଁ ଓ ସହର]]