"ସ୍ତନ" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
ଟିକେ Regular Character Changes
ଟ୍ୟାଗସବୁ: ମୋବାଇଲ ସମ୍ପାଦନା ମୋବାଇଲ ୱେବ ବଦଳ
୨୭ କ ଧାଡ଼ି:
ସ୍ତନରେ ୧୫ରୁ ୨୦ଟି [[ଲୋବ]] ([[Lobe]]) ବା ଭାଗ ଥାଏ । ସ୍ତନ ଚର୍ମ ତଳେ [[ଚର୍ବି ତନ୍ତୁ]] ରହି ଲୋବମାନଙ୍କୁ ଘୋଡ଼େଇ ରଖି ତାହାରା ଆକାର ଓ ଆକୃତି ପ୍ରଦାନ କରେ । ପ୍ରତ୍ୟକ ଭାଗ ଅନେକ ଉପଭାଗରେ ବିଭକ୍ତ ହୋଇଥାଏ ଓ ଉପ ବିଭାଗରେ ସ୍ତନ ଗ୍ରନ୍ଥି ଥାଏ ଯାହା ଶେଷରେ କ୍ଷୁଦ୍ର ଥଳୀରେ ପରିଣତ ହୁଏ । ଗ୍ରନ୍ଥିରୁ ହରମୋନ ସଙ୍କେତ ପାଇ କ୍ଷୀର କ୍ଷରଣ ହୁଏ ଓ ଏହି କ୍ଷୁଦ୍ର ଥଳୀରେ ଜମା ହୋଇ ରହେ ।
== ଶବ୍ଦ ବ୍ୟୁତ୍ପତ୍ତି ==
ଲାଟିନ ଭାଷାରେ ସ୍ତନକୁ ମାମା କୁହାଯାଏ ଯେଉଁଥିରୁ ମାମାଲ (Mammal) ଶବ୍ଦ ଆସିଛି ଯାହାର ଅର୍ଥ ସ୍ତନ୍ୟପାୟୀ । ପୁରୁଣା ପ୍ରୋଟୋ-ଇଣ୍ଡୋ-ୟୁରୋପିଆନ ଶବ୍ଦ ଭ୍ରିଅସ (bhreus) ଶବ୍ଦର ଅର୍ଥ ଫୁଲା, ଏହି ଶବ୍ଦରୁ ପ୍ରୋଟୋ ଜର୍ମାନୀ ବ୍ରେଉସ୍ଟାମ ଆସିଛି ଓ ଏହି ଶବ୍ଦରୁ ପୁରୁଣା ଇଂରାଜୀ ଶବ୍ଦ ବ୍ରେଅସ୍ଟ ଆସିଛି । ଏଥିରୁ ଆଧୁନିକ ବ୍ରେସ୍ଟ (Breast) ଶବ୍ଦ ଆସିଛି, ଯାହାର ଓଡ଼ିଆ ଅର୍ଥ ସ୍ତନ ।

== ଶରୀର ଗଠନ ବିଜ୍ଞାନ (Anatomy) ==
[[File:Breast anatomy normal scheme.png|thumb|300px|The Breast: ମଧ୍ୟ ଭାଗ ଛେଦନ ହୋଇଥିବା [[ସ୍ତନ ଗ୍ରନ୍ଥି]]
୧. [[ଛାତି କାନ୍ଥ]]
୨. [[ପେକ୍ଟୋରାଲିସ୍ ମାଂସପେଶୀ]]s
୩. [[ଲୋବ୍ୟୁଲ]]
୪. [[ସ୍ତନାଗ୍ର ବା ନିପ୍ଲ]]
୫. [[ଏରିଓଲା]]
୬. [[Lactiferous duct|କ୍ଷୀର ବାହୀ ନାଳୀ]]
୭. [[Adipose tissue|ଚର୍ବି ତନ୍ତୁ]]
୮. [[Human skin|ଚର୍ମ]]]]
"https://or.wikipedia.org/wiki/ସ୍ତନ"ରୁ ଅଣାଯାଇଅଛି