"ମ୍ୟୁଚୁଆଲ ଫଣ୍ଡ" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
ଟିକେ →‎ଜାଣିବା କଥା: ଏକ ଗୁରୁତ୍ୱପୂର୍ଣ ଶବ୍ଦ ଛାଡ଼ିଯାଇଥିଲି ଲେଖିଲି ଆଉ କିଛି ବନାନ ଶୁଦ୍ଧି ହେଲା ଏବେ ସତରେ ଏହା ଏହି ପୃଷ୍ଠାରେ ମୋର ଶେଷ ସମ୍ପାଦନା ।
→‎ଇତିହାସ: ଫିକ୍ସଡ଼ ବନାନ, ବ୍ୟାକରଣ ସଜାଡ଼ିଲେ
ଟ୍ୟାଗସବୁ: ମୋବାଇଲ ସମ୍ପାଦନା ମୋବାଇଲ ୱେବ ବଦଳ Android app edit
୬ କ ଧାଡ଼ି:
 
== ଇତିହାସ ==
୧୭୭୨-୭୩ ମସିହାରେ ଏକ ଆର୍ଥିକ ସଙ୍କଟରୁ ବଞ୍ଚିବା ପାଇଁ ଏକ [[ଆମଷ୍ଟରଡ଼୍ୟାମ|ଆମଷ୍ଟରଡ଼ମ]]<nowiki/>ରେ ଥିବା ଏକ ବ୍ୟବସାୟୀ, ଆବ୍ରାହାମ ପ୍ରଥମ ଆଧୁନିକ ମ୍ୟୁଚୁଆଲ‌୍ ଫଣ୍ଡ୍ ଆରମ୍ଭ କରିଥିଲେ । ଯାହା ଫଣ୍ଡର ନିବେଶକାରୀଙ୍କୁ ତାଙ୍କର ସ୍ୱଳ୍ପ ସଞ୍ଚିତ ଧନକୁ ଭିନ୍ନ ଭିନ୍ନ ପୁଞ୍ଜିରେ ନିବେଶ କରିବାର ସୁଯୋଗ ପ୍ରଦାନ କରିଥିଲା ।<ref>https://papers.ssrn.com/sol3/papers.cfm?abstract_id=636146</ref>
<nowiki/>[[ଫାଇଲ:The Union Finance Minister, Shri P. Chidambaram delivering the key-note address at the Golden Jubilee celebration of UTI Mutual Fund in Mumbai on February 02, 2014.jpg|thumb|ୟୁଟିଆଇ [[ମ୍ୟୁଚୁଆଲ ଫଣ୍ଡ]]‎ର ସୁବର୍ଣ୍ଣ ଜୟନ୍ତୀ ଅବସରରେ ତତ୍କାଳୀନ ବିତ୍ତ ମନ୍ତ୍ରୀ ପି.ଚିଦାମ୍ବରମ ]]
ଭାରତରେ ୧୯୬୩ ମସିହାରୁ ମ୍ୟୁଚୁଆଲ‌୍ ଫଣ୍ଡର ଇତିହାସ ୟୁନିଟ ଟ୍ରଷ୍ଟ ଅଫ ଇଣ୍ଡିଆର ପ୍ରତିଷ୍ଠା ସହିତ ଆରମ୍ଭ ହୋଇଥିଲା ।<ref>https://timesofindia.indiatimes.com/articles/Conceptand-Evolution-of-Mutual-Funds-in-India/articleshowhsbc/22187765.cms</ref> ୧୯୮୬ ମସିହା ପର୍ଯ୍ୟନ୍ତ ୟୁଟିଆଇ ମ୍ୟୁଚୁଆଲ‌୍ ଫଣ୍ଡ୍ ନିବେଶର ଏକମାତ୍ର ବିକଳ୍ପ ଥିଲା । ୧୯୮୭ ମସିହାରେ ପବ୍ଲିକ ସେକ୍ଟର ବ୍ୟାଙ୍କ ଗୁଡ଼ିକର ମ୍ୟୁଚୁଆଲ‌୍ ଫଣ୍ଡ୍ ବଜାରରେ ପ୍ରବେଶ ହୋଇଥିଲା, ଯଥା ଲାଇଫ ଇନ୍ସୁରାନ୍ସ କର୍ପୋରେସନ (ଏଲଆଇସି), ଜେନେରାଲ ଇନ୍ସୁରାନ୍ସ କର୍ପୋରେସନ ଅଫ ଇଣ୍ଡିଆ (ଜିଆଇସି) ଇତ୍ୟାଦି । ୧୯୯୩ ମସିହାରେ ମ୍ୟୁଚୁଆଲ‌୍ ଫଣ୍ଡ୍ ବଜାରରେ ପ୍ରାଇଭେଟ ସେକ୍ଟର ଉଦ୍ୟୋଗଗୁଡି଼କର ପ୍ରବେଶ ସହ ଏକ ନୂଆ ଅଧ୍ୟାୟ ଆରମ୍ଭ ହୋଇଥିଲା ।<ref>https://www.amfiindia.com/research-information/mf-history</ref>