"ସାକ୍ଷୀ ଗୋପୀନାଥ" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
ଟିକେNo edit summary
୨୭ କ ଧାଡ଼ି:
 
'''ସାକ୍ଷୀ ଗୋପୀନାଥ''', ୧୯୭୮ ମସିହାରେ ମୁକ୍ତିଲାଭ କରିଥିବା ଏକ ଓଡ଼ିଆ କଥାଚିତ୍ର । ଏହି କଥାଚିତ୍ରଟିର ପ୍ରଯୋଜନା କରିଥିଲେ ପି. ସି. ଜେନା । ବସନ୍ତ ମହାପାତ୍ର ଏହି କଥାଚିତ୍ରଟିର କାହାଣୀ, ଚିତ୍ରନାଟ୍ୟ ଓ ସଂଳାପ ରଚନା କରିଥିଲେ । ଗଣେଶ ମହାପାତ୍ର ଏହି କଥାଚିତ୍ରଟିର କାହାଣୀ ରଚନା କରିଥିଲେ ଏବଂ ନିର୍ଦ୍ଦେଶନା ଦେଇଥିଲେ ।
 
ଦୁଃଖିରାମ ସ୍ୱାଇଁ, ମାଳା ବୋଷ, ଗ୍ଲୋରିଆ ମହାନ୍ତି, କେଦାର ଗୁରୁ, ଜର୍ଜ ତିଆଡ଼ି, ପଦ୍ମା ଖାନ୍ନା, ଭୋଳାନାଥ, ପ୍ରଦୀପ, ରୁକ୍ମଣୀ, ଗଦି ଆଦି କଳାକାରମାନେ ଏହି କଥାଚିତ୍ରଟିର ବିଭିନ୍ନ ଭୂମିକାରେ ଅଭିନୟ କରିଥିଲେ ।
 
==ଅଭିନୟ==
* ଦୁଃଖିରାମ ସ୍ୱାଇଁ
* ମାଳା ବୋଷ
* ଗ୍ଲୋରିଆ ମହାନ୍ତି
* କେଦାର ଗୁରୁ
* ଜର୍ଜ ତିଆଡ଼ି
* ପଦ୍ମା ଖାନ୍ନା
* ଭୋଳାନାଥ
* ପ୍ରଦୀପ
* ରୁକ୍ମଣୀ
* ଗଦି
 
==କାହାଣୀ==