"ଗର୍ଭପାତ" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
ଟିକେ Regular Character Changes
ଟିକେ headings added
୧୪ କ ଧାଡ଼ି:
| MeshID =
}}
<!-- ନାମକରଣ -->
'''ଗର୍ଭପାତ''' ଏକ ପଦ୍ଧତି ଯାହାଦ୍ୱାରା [[ବର୍ଭସ୍ଥ ଶିଶୁ]] ବା ([[ଫିଟସ୍]])କୁ ଓ [[ଭୃଣ]]କୁ ତାର ନିଜସ୍ୱ ଜୀବନ ନିର୍ବାହ ଶକ୍ତି ପାଇବା ପୂର୍ବରୁ ଗର୍ଭଚ୍ୟୁତ କରାଯାଏ । ସ୍ୱତଃ ଗର୍ଭପାତ ହେଲେ ତାହାକୁ ଇଂରାଜୀରେ ମିସ୍‌କ୍ୟାରେଜ (miscarriage) ନାମ ଦିଆଯାଏ । ଇଚ୍ଛାନୁଯାୟୀ କଲେ ଏହାକୁ ଇନ୍‌ଡ୍ୟୁସ୍‌ଡ୍ ଗର୍ଭପାତ (ଇଂରାଜୀରେ induced abortion) କୁହାଯାଏ । ସାଧାରଣ ଭାବେ ଇଚ୍ଛାକୃତ ଗର୍ଭାପାତକୁ ହିଁ ଗର୍ଭପାତ ବୋଲି ବୁଝାଯାଏ । ବଞ୍ଚିବା ଶକ୍ତି ଆସିବା ପରେ ଗର୍ଭାବସ୍ଥାକୁ ସମାପ୍ତ କଲେ ତାହାକୁ ବିଳମ୍ବିତ ଗର୍ଭାବସ୍ଥା ସମାପ୍ତି (ଇଂରାଜୀରେ late termination of pregnancy) କୁହାଯାଏ ।<ref>{{cite journal|last1=Grimes|first1=DA |last2=Stuart |first2=G |title=Abortion jabberwocky: the need for better terminology |journal=Contraception |year=2010 |volume=81 |issue=2 |pages=93–6 |pmid=20103443 |doi=10.1016/j.contraception.2009.09.005}}</ref>
 
<!--== ନାମକରଣ -->==
<!-- ପଦ୍ଧତି ଓ ସୁରକ୍ଷା -->
'''ଗର୍ଭପାତ''' ଏକ ପଦ୍ଧତି ଯାହାଦ୍ୱାରା [[ବର୍ଭସ୍ଥ ଶିଶୁ]] ବା ([[ଫିଟସ୍]])କୁ ଓ [[ଭୃଣ]]କୁ ତାର ନିଜସ୍ୱ ଜୀବନ ନିର୍ବାହ ଶକ୍ତି ପାଇବା ପୂର୍ବରୁ ଗର୍ଭଚ୍ୟୁତ କରାଯାଏ । ସ୍ୱତଃ ଗର୍ଭପାତ ହେଲେ ତାହାକୁ ଇଂରାଜୀରେ ମିସ୍‌କ୍ୟାରେଜ (miscarriage) ନାମ ଦିଆଯାଏ । ଇଚ୍ଛାନୁଯାୟୀ କଲେ ଏହାକୁ ଇନ୍‌ଡ୍ୟୁସ୍‌ଡ୍ ଗର୍ଭପାତ (ଇଂରାଜୀରେ induced abortion) କୁହାଯାଏ । ସାଧାରଣ ଭାବେ ଇଚ୍ଛାକୃତ ଗର୍ଭାପାତକୁ ହିଁ ଗର୍ଭପାତ ବୋଲି ବୁଝାଯାଏ । ବଞ୍ଚିବା ଶକ୍ତି ଆସିବା ପରେ ଗର୍ଭାବସ୍ଥାକୁ ସମାପ୍ତ କଲେ ତାହାକୁ ବିଳମ୍ବିତ ଗର୍ଭାବସ୍ଥା ସମାପ୍ତି (ଇଂରାଜୀରେ late termination of pregnancy) କୁହାଯାଏ ।<ref>{{cite journal|last1=Grimes|first1=DA |last2=Stuart |first2=G |title=Abortion jabberwocky: the need for better terminology |journal=Contraception |year=2010 |volume=81 |issue=2 |pages=93–6 |pmid=20103443 |doi=10.1016/j.contraception.2009.09.005}}</ref>
 
<!--== ପଦ୍ଧତି ଓ ସୁରକ୍ଷା -->==
ଆଧୁନିକ ଚିକିତ୍ସାଶାସ୍ତ୍ରରେ ଇଚ୍ଛାକୃତ ଗର୍ଭପାତ ନିମନ୍ତେ ଔଷଧ ବା ଅପରେଶନର ସାହାଯ୍ୟ ନିଆଯାଏ । ପ୍ରଥମ ତ୍ରୈମାସିକରେ ଅପରେଶନ ସଦୃଶ ଫଳପ୍ରଦ ହେଉଥିବା ଦୁଇଟି ଔଷଧ 'ମିଫେପ୍ରିସ୍ଟୋନ' ( mifepristone) ଓ 'ପ୍ରୋସ୍ଟାଗ୍ଲାନ୍‌ଡୋମ' (prostaglandin) ଉପଲବ୍‌ଧ ହେଉଛି ।<ref>{{cite journal|last1=Kulier|first1=R|last2=Kapp|first2=N|last3=Gülmezoglu|first3=AM|last4=Hofmeyr|first4=GJ|last5=Cheng|first5=L|last6=Campana|first6=A|title=Medical methods for first trimester abortion.|journal=The Cochrane database of systematic reviews|date=Nov 9, 2011|issue=11|pages=CD002855|pmid=22071804|doi=10.1002/14651858.CD002855.pub4}}</ref><ref name=Kapp2013/> ଦ୍ୱିତୀୟ ତ୍ରୈମାସିକରେ ଔଷଧ ଫଳପ୍ରଦ<ref>{{cite journal|last1=Wildschut|first1=H|last2=Both|first2=MI|last3=Medema|first3=S|last4=Thomee|first4=E|last5=Wildhagen|first5=MF|last6=Kapp|first6=N|title=Medical methods for mid-trimester termination of pregnancy.|journal=The Cochrane database of systematic reviews|date=Jan 19, 2011|issue=1|pages=CD005216|pmid=21249669|doi=10.1002/14651858.CD005216.pub2}}</ref> ହେଲେ ମଧ୍ୟ ଅପରେଶନ କଲେ ପାର୍ଶ୍ୱପ୍ରତିକ୍ରିୟା ସଙ୍କଟ କମ୍ ରହୁଛି ।<ref name=Kapp2013/> ଗର୍ଭପାତ ପରେ ସଙ୍ଗେ ସଙ୍ଗେ ଜନ୍ମ ନିରୋଧ ବଟିକା ବା ଇଣ୍ଟ୍ରାୟୁଟେରାଇନ ଡିଭାଇସ୍ ବ୍ୟବ‌ହାର କରିବାକୁ ଉପଦେଶ ଦିଆଯାଏ ।<ref name=Kapp2013>{{cite journal|last1=Kapp|first1=N|last2=Whyte|first2=P|last3=Tang|first3=J|last4=Jackson|first4=E|last5=Brahmi|first5=D|title=A review of evidence for safe abortion care.|journal=Contraception|date=Sep 2013|volume=88|issue=3|pages=350–63|pmid=23261233|doi=10.1016/j.contraception.2012.10.027}}</ref> ସ୍ଥାନୀୟ ନିୟମ ଅନୁକୂଳରେ ବିକଶିତ ଦେଶମାନଙ୍କରେ ଦୀର୍ଘକାଳୀନ ଇତିହାସରେ ଗର୍ଭପାତ ଏକ ନିରାପଦ ପ୍ରକ୍ରିୟା ଭାବେ ସ୍ୱକୃତି ପାଇଛି ।<ref name="lancet-grimes">{{Cite journal |last1=Grimes |first1=D. A. |last2=Benson |first2=J. |last3=Singh |first3=S. |last4=Romero |first4=M. |last5=Ganatra |first5=B. |last6=Okonofua |first6=F. E. |last7=Shah |first7=I. H. |doi=10.1016/S0140-6736(06)69481-6 |title=Unsafe abortion: The preventable pandemic |journal=The Lancet |volume=368 |issue=9550 |pages=1908–1919 |year=2006 |pmid=17126724 |url=http://www.who.int/reproductivehealth/publications/general/lancet_4.pdf |format=PDF}}</ref><ref name=Ray2014>{{cite journal|last1=Raymond|first1=EG|last2=Grossman|first2=D|last3=Weaver|first3=MA|last4=Toti|first4=S|last5=Winikoff|first5=B|title=Mortality of induced abortion, other outpatient surgical procedures and common activities in the United States.|journal=Contraception|date=Nov 2014|volume=90|issue=5|pages=476–479|pmid=25152259|doi=10.1016/j.contraception.2014.07.012}}</ref> ଅଣଜଟିଳ ଗର୍ଭପାତଦ୍ୱାରା ଦୀର୍ଘକାଳୀନ ମାନସିକ ଓ ଶାରୀରିକ ଅସୁବିଧା ହୁଏ ନାହିଁ ।<ref name=BMJ2014/> ପୃଥିବୀରେ ସମସ୍ତ ମହିଳାଙ୍କୁ ସମାନ ସ୍ତରର ନିରାପଦ ଓ କାନୁନୀ ଗର୍ଭପାତ କରେଇବାକୁ ବିଶ୍ୱସ୍ୱାସ୍ଥ୍ୟ ସଂଗଠନ ପରାମର୍ଶ ଦେଉଛି ।<ref name=WHOPolicy2012>{{cite book|last1=Organization|first1=World Health|title=Safe abortion: technical and policy guidance for health systems|date=2012|publisher=World Health Organization|location=Geneva|isbn=9789241548434|page=8|edition=2nd ed.|url=http://apps.who.int/iris/bitstream/10665/70914/1/9789241548434_eng.pdf?ua=1}}</ref> ପ୍ରତିବର୍ଷ ଅସୁରକ୍ଷିତ ବର୍ଭପାତ ଯୋଗୁ ପୃଥିବୀରେ ପ୍ରାୟ ୪୭.୦୦୦ ମାତୃ ମୃତ୍ୟୁ<ref name=BMJ2014>{{Cite journal | last1 = Lohr | first1 = P. A. | last2 = Fjerstad | first2 = M. | last3 = Desilva | first3 = U. | last4 = Lyus | first4 = R. | title = Abortion | journal = BMJ | volume = 348 | page = f7553 | year = 2014 | doi = 10.1136/bmj.f7553}}</ref> ଓ ୫ ନିୟୁତ ଡାକ୍ତରଖାନା ଆଡ୍‌ମିସନ୍ ହେଉଛି ।<ref name=OBGY09>{{Cite journal |last1=Shah |first1=I. |last2=Ahman |first2=E. |title=Unsafe abortion: global and regional incidence, trends, consequences, and challenges |journal=Journal of Obstetrics and Gynaecology Canada |volume=31 |issue=12 |pages=1149–58 |date=December 2009 |pmid=20085681 |url=http://www.sogc.org/jogc/abstracts/full/200912_WomensHealth_1.pdf |format=PDF}}</ref>
 
== ରୋଗନୁଶୀଳନ ==
<!-- ରୋଗାନୁଶୀଳନ -->
ପ୍ରତିବର୍ଷ ପୃଥିବୀରେ ପ୍ରାୟ ୪୪ ନିୟୁତ ଗର୍ଭପାତ କରାଯାଉଛି ଓ ତନ୍ମମଧ୍ୟରୁ ଅଧାରୁ କମ୍ ଅସୁରକ୍ଷିତ ଅଟେ ।<ref name="Sedgh 2012">{{Cite journal |last1=Sedgh |first1=G. |last2=Singh |first2=S. |last3=Shah |first3=I. H. |last4=Åhman |first4=E. |last5=Henshaw |first5=S. K. |last6=Bankole |first6=A. |doi=10.1016/S0140-6736(11)61786-8 |title=Induced abortion: Incidence and trends worldwide from 1995 to 2008 |journal=The Lancet |volume=379 |issue=9816 |pages=625–632 |year=2012 |pmid=22264435 |url=http://www.guttmacher.org/pubs/journals/Sedgh-Lancet-2012-01.pdf |format=PDF}}</ref> ଦଶବର୍ଷାଧିକର [[ପରିବାର ନିୟନ୍ତ୍ରଣ]] ଓ ଜନ୍ମ ନିୟନ୍ତ୍ରଣ ଶିକ୍ଷା ସତ୍ତ୍ୱେ ସନ ୨୦୦୩ରୁ ୨୦୦୮ ମଧ୍ୟରେ ଗର୍ଭପାତ ହାର କିଛି କମ୍ ହୋଇନି ।<ref name="worldtrends2007">{{Cite journal |author=Sedgh G, Henshaw SK, Singh S, Bankole A, Drescher J |title=Legal abortion worldwide: incidence and recent trends |journal=Int Fam Plan Perspect |volume=33 |issue=3 |pages=106–116 |date=September 2007 |pmid=17938093 |doi=10.1363/ifpp.33.106.07 |url=http://www.guttmacher.org/pubs/journals/3310607.html}}</ref> ସନ ୨୦୦୮ରେ ପୃଥିବୀର ମହିଳାମାନେ କୌଣସି ପ୍ରଶ୍ନ ବିନା କାନୁନୀ ଗର୍ଭପାତ କରାଇଛନ୍ତି, <ref name=IJGO10/> କିନ୍ତୁ କେତେ ପର୍ଯ୍ୟନ୍ତ କରିପାରିବେ, ତାହାର ଏକ ସୀମା ଅଛି ।<ref name=IJGO10>{{Cite journal|author=Culwell KR, Vekemans M, de Silva U, Hurwitz M|title=Critical gaps in universal access to reproductive health: Contraception and prevention of unsafe abortion |journal=[[International Journal of Gynecology & Obstetrics]] |volume=110 |pages=S13–16 |date=July 2010 |pmid=20451196 |doi=10.1016/j.ijgo.2010.04.003}}</ref>
 
<!--== ଇତିହାସ, ସମାଜ ଓ ସଂସ୍କୃତି -->==
ଇନ୍‌ଡ୍ୟୁସ୍‌ଡ ଗର୍ଭପାତର ଲମ୍ବା ଇତିହାସ ଅଛି । ବିବିଧ ଉପାୟ ଯଥା ବୃକ୍ଷଲତା ସମ୍ବନ୍ଧୀୟ, ମୂନିଆ ଯନ୍ତ୍ର ସାହାଯ୍ୟରେ, ଶାରୀରିକ ଆଘାତଦ୍ୱାରା ଓ ପୁରାତନ କାଳରୁ ଗତାନୁଗତିକ ପଦ୍ଧତି ସାହାଯ୍ୟରେ ଏହା ଚାଲିଛି ।<ref name="Management of Abortion, Chp 1">{{cite book|chapter=1. Abortion and medicine: A sociopolitical history|isbn=978-1-4443-1293-5|publisher=[[John Wiley & Sons, Ltd.]]|year=2009|location=[[Oxford, United Kingdom]]|title=Management of Unintended and Abnormal Pregnancy|edition=1st|editors=MPaul, ES Lichtenberg, L Borgatta, DA Grimes, PG Stubblefield, MD Creinin|first=Carole|last=Joffe|url=http://media.wiley.com/product_data/excerpt/62/14051769/1405176962.pdf|format=PDF|archiveurl=http://www.webcitation.org/62bppK1Iw|archivedate=21 October 2011|deadurl=no}}</ref> ପୃଥିବୀର ବିଭିନ୍ନ ସ୍ଥାନରେ ସ୍ୱତନ୍ତ୍ର ନିୟମରେ, କେତେ ଅନ୍ତରରେ ଓ ସାଂସ୍କୃତିକ ତ‌ଥା ଧାର୍ମିକ ନିୟମରେ କରାଯିବ ତାହାର ଭିନ୍ନ ଭିନ୍ନ ମତ ଅଛି । ଧର୍ଷଣ, ଫିଟସ ଅସୁବିଧା , ସାମାଜିକ-ଅର୍ଥନୈତିକ କାରଣ ଓ ମାତାର ସ୍ୱାସ୍ଥ୍ୟ ସଙ୍କଟ ହେଲେ ଏହା ନ୍ୟାୟିକ ଭାବରେ କରାଯାଏ ।<ref name="Dev98-07">{{Cite journal|last1=Boland |first1=R. |last2=Katzive |first2=L. |doi=10.1363/ifpp.34.110.08 |title=Developments in Laws on Induced Abortion: 1998–2007 |journal=International Family Planning Perspectives |volume=34 |issue=3 |pages=110–120 |year=2008 |pmid=18957353 |url=http://www.guttmacher.org/pubs/journals/3411008.html}}</ref> ପୃଥିବୀର ଅନେକ ସ୍ଥାନରେ ନୈତିକ, କାନୁନୀ ଓ ନୀତିଗତ କାରଣରୁ ଜନସାଧରଣଙ୍କ ମତର ଭିନ୍ନତା ଦେଖାଯାଏ । ବିରୁଦ୍ଧାଚରଣ କରୁଥିବା ଲୋକଙ୍କ ମତ: ଗର୍ଭରେ ଥିବା ପ୍ରାଣ ଜୀବନ୍ତ ଅଟେ, ତାହାର ବଞ୍ଚିବା ଅଧିକାର ଅଛି ଓ ତାହାକୁ ମାରିବା ହତ୍ୟା ସାଥିରେ ସମାନ ।<ref>{{Cite news|author=Pastor Mark Driscoll |title=What do 55 million people have in common? |publisher=Fox News |date=18 October 2013 |accessdate=2 July 2014 |url=http://www.foxnews.com/opinion/2013/10/18/what-do-55-million-people-have-in-common/}}</ref><ref>{{Cite news|author=Dale Hansen |title=Abortion: Murder, or Medical Procedure? |publisher=Huffington Post |date=18 March 2014 |accessdate=2 July 2014 |url=http://www.huffingtonpost.com/dale-hansen/abortion-murder-or-medica_b_4986637.html}}</ref> ଏହା ସପକ୍ଷରେ ଥିବା ଲୋକଙ୍କ ମତ: ମହିଳାମାନଙ୍କର ନିଜସ୍ୱ ଶରୀରର ସମସ୍ୟା ନିଜେ ନିର୍ଦ୍ଧରଣ କରିବାର ଅଧିକାର ଅଛି<ref>{{cite book|last1=Sifris|first1=Ronli Noa|title=Reproductive Freedom, Torture and International Human Rights Challenging the Masculinisation of Torture.|date=2013|publisher=Taylor and Francis|location=Hoboken|isbn=9781135115227|page=3|url=http://books.google.ca/books?id=9pVWAgAAQBAJ&pg=PA3}}</ref> ଓ ଏହା ମାନବିକ ଅଧିକାର ଅନ୍ତର୍ଭୁକ୍ତ ।<ref name=WHOPolicy2012/>
 
"https://or.wikipedia.org/wiki/ଗର୍ଭପାତ"ରୁ ଅଣାଯାଇଅଛି