"ବିଦ୍ୟୁତ୍ ସ୍ରୋତ" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
ଟିକେ ବନାନ ଠିକ
ଟିକେ →‎ଓମ୍‌ଙ୍କ ନିୟମ: ତଥ୍ୟ ++
ଟ୍ୟାଗ: 2017 source edit
୩୩ କ ଧାଡ଼ି:
== ଓମ୍‌ଙ୍କ ନିୟମ ==
 
'''ଓମ୍‌ଙ୍କ ନିୟମ''' ଅନୁସାରେ, ଏକ ନିର୍ଦ୍ଧିଷ୍ଟ ତାପମାତ୍ରାରେ, ପରିବାହୀରେ ପ୍ରବାହିତ [[ବିଦ୍ୟୁତ୍ ସ୍ରୋତ]] ପରିବାହୀର ଦୁଇ ପ୍ରାନ୍ତରେ ଥିବା [[ବିଦ୍ୟୁତ୍ ବିଭବ|ବିଦ୍ୟୁତ୍ ବିଭାବାନ୍ତର]] ସହ ସମାନୁପାତି । ପ୍ରତିରୋଧ ଏଠାରେ ଏକ ସମାନୁପାତିକ ସ୍ଥିରାଙ୍କ । ଏହାକୁ ଗାଣିତିକ ଉପାୟରେ ଲେଖାଯାଇପାରିବ ଯେ:
electric current
 
:<math>I = \frac{V}{R},</math>
 
ଏଠାରେ ''I'' ହେଉଛି ପରିବାହୀରେ ପ୍ରବାହିତ ବିଦ୍ୟୁତ ସ୍ରୋତ (ଆମ୍ପିଅର ଏକକରେ), ''V'' ହେଉଛି ପରିବାହୀର ଦୁଇ ପ୍ରାନ୍ତରେ ଥିବା ବିଦ୍ୟୁତ ବିଭବରେ ପାର୍ଥକ୍ୟ (ଭୋଲ୍‌ଟ ଏକକରେ) ଓ ''R'' ହେଉଛି ଏହି ପରିବାହୀର ବିଦ୍ୟୁତ ପ୍ରତିରୋଧ (ଓମ୍ ଏକକରେ) ।
 
ଏହି ନିୟମଟି ଜର୍ମାନ ଗଣିତଜ୍ଞ [[ଜର୍ଜ୍ ଓମ୍‌|ଜର୍ଜ୍ ଓମ୍‌ଙ୍କ]] ନାମ ଅନୁସାରେ ନାମିତ ହୋଇଅଛି ।
 
== ଆଧାର ==