"ଅଗ୍ନି ପରୀକ୍ଷା (୧୯୮୦ କଥାଚିତ୍ର)" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
ଟିକେNo edit summary
ଟିକେNo edit summary
୨୮ କ ଧାଡ଼ି:
}}
 
'''ଅଗ୍ନି ପରୀକ୍ଷା''', ୧୯୮୦ ମସିହାରେ ମୁକ୍ତିଲାଭ କରିଥିବା ଏକ ଓଡ଼ିଆ କଥାଚିତ୍ର ।<ref>{{cite news |title=ପ୍ରେକ୍ଷାଳୟରେ ପ୍ରଦର୍ଶିତ ହୋଇଥିବା ଓଡ଼ିଆ ଫିଲ୍ମ |accessdate=9 August 2018 |work=ସିନେ ସମ୍ବାଦ |date=2 August 1997}}</ref> ଏହି କଥାଚିତ୍ରଟିର ପ୍ରଯୋଜନା କରିଥିଲେ ରାମ ଅବତାର ଜଳନ । ଆଶାପୂର୍ଣ୍ଣା ଦେବୀ ଏହି କଥାଚିତ୍ରଟିର କାହାଣୀ ରଚନା କରିଥିଲେ । ବିଜୟ ମିଶ୍ର ଏହି କଥାଚିତ୍ରଟିର ସଂଳାପ ରଚନା କରିଥିଲେ । ବଳାଇ ସେନ ଏହି କଥାଚିତ୍ରଟିର ନିର୍ଦ୍ଦେଶନା ଦେଇଥିଲେ ।
 
ଶ୍ରୀରାମ ପଣ୍ଡା, ମହାଶ୍ୱେତା ରାୟ, ପ୍ରସନ୍ନ ପତି, ସୂର୍ଯ୍ୟ ମିଶ୍ର, ସ୍ନିଗ୍ଧା ମହାନ୍ତି, ନାଗେନ ରାୟ, ସରସ୍ୱତୀ ଆଦି କଳାକାରମାନେ ଏହି କଥାଚିତ୍ରଟିର ବିଭିନ୍ନ ଭୂମିକାରେ ଅଭିନୟ କରିଥିଲେ ।