"କଲେଜ ଟାଇମ" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
ଟିକେ Ssgapu22 College Time ପୃଷ୍ଠାଟି କଲେଜ ଟାଇମକୁ ଲେଉଟାଇଲେ
ଟିକେNo edit summary
୬ କ ଧାଡ଼ି:
| alt =
| caption =
| director = ସୁଧାଂଶୁ ମୋହନ ସାହୁ
| producer = ଉତ୍ତମ କୁମାର ପାଣିଗ୍ରାହୀ
| writer = (ସଂଳାପ): ଶରଣାରବିନ୍ଦ ଓଝା
| screenplay = ସୁଧାଂଶୁ ମୋହନ ସାହୁ
| story = ଶରଣାରବିନ୍ଦ ଓଝା
| based on =
| narrator =
| starring = [[ଅମ୍ଳାନ ଦାସ]], <br>[[ରିୟା ଦେ]], <br>[[ମିହିର ଦାସ]]
| music = ପ୍ରଶାନ୍ତ ପାଢ଼ୀ
| cinematography = ସଞ୍ଜୀବ ମହାପାତ୍ର
| editing = ଚନ୍ଦ୍ର ଶେଖର ମିଶ୍ର
| studio =
| distributor =
୨୯ କ ଧାଡ଼ି:
'''କଲେଜ ଟାଇମ''', ୨୦୧୫ରେ ମୁକ୍ତିଲାଭ କରିଥିବା [[ଓଡ଼ିଆ ଭାଷା|ଓଡ଼ିଆ]] କଥାଚିତ୍ର । ଏହି କଥାଚିତ୍ରର ପ୍ରଯୋଜନା କରିଥିଲେ ଉତ୍ତମ କୁମାର ପାଣିଗ୍ରାହୀ । ଗାୟତ୍ରୀ ଏଣ୍ଟରଟେନମେଣ୍ଟ ପ୍ରାଇଭେଟ ଲିମିଟେଡ ବ୍ୟାନନରେ ନିର୍ମିତ ହୋଇଥିଲା ଏହି ଚଳଚ୍ଚିତ୍ରଟି ।<ref>{{cite web|title=College Time (2015)|url=http://odiafilm.in/college-time/|publisher=Odiafilms.in|accessdate=9 August 2017}}</ref> ଏହି ଚଳଚ୍ଚିତ୍ରଟିର କାହାଣୀ ଏବଂ ସଂଳାପ ଲେଖିଥିଲେ ଶରଣାରବିନ୍ଦ ଓଝା । ନିର୍ଦ୍ଦେଶକ ସୁଧାଂଶୁ ମୋହନ ସାହୁ ଏହି ଚଳଚ୍ଚିତ୍ରର ଚିତ୍ରନାଟ୍ୟ- ନିର୍ଦ୍ଦେଶନା ଦେଇଥିଲେ ।<ref>{{cite web|title=College Time (କଲେଜ ଟାଇମ) - 2015 Odia Film|url=http://ollywood.odiaportal.in/2015/01/college-time-2015-odia-film.html|publisher=Odia Portal|accessdate=9 August 2017}}</ref> ଗୀତିକାର ଅରୁଣ ମନ୍ତ୍ରୀ ଏହି ଚଳଚ୍ଚିତ୍ରର ଗୀତଗୁଡ଼ିକ ରଚନା କରିଥିଲେ । ସଙ୍ଗୀତ ନିର୍ଦ୍ଦେଶକ ପ୍ରଶାନ୍ତ ପାଢ଼ୀ ଏହି ଚଳଚ୍ଚିତ୍ରର ଗୀତଗୁଡ଼ିକର ସ୍ୱର ସଂଯୋଜନା କରିଥିଲେ । [[ଉଦିତ ନାରାୟଣ]], [[ଇରା ମହାନ୍ତି]], ଜାବେଦ ଅଲ୍ଲୀ, ବିନୋଦ ରାଠୋଡ଼, ମାନସ ପ୍ରୀତମ ଆଦି କଣ୍ଠଶିଳ୍ପୀମାନେ ଏହି କଥାଚିତ୍ରର ଗୀତଗୁଡ଼ିକ ଗାଇଥିଲେ ।<ref name="College Time">{{cite web|title=College Time|url=http://www.odiamoviedatabase.com/2015/01/college-time.html|publisher=Odia Movie Database|accessdate=9 August 2017}}</ref>
 
ଏହି ଚଳଚ୍ଚିତ୍ର ମୁଖ୍ୟ ଭୂମିକାରେ ଅଭିନୟ କରିଥିଲେ ନାୟକ [[ଅମ୍ଳାନ ଦାସ]] ଏବଂ ନାୟିକା ରିୟା ଦେ ।<ref>{{cite news |title=କାହିଁକି  ଏହି ନାୟକ ଏବେ  ରୀୟାଙ୍କର ପ୍ରିୟ? {{!}} Sambad |url=http://sambad.in/entertainment/why-sambit-isfavourite-of-riya-216372/ |accessdate=2 October 2018 |work=Sambad |date=21 September 2018 |archiveurl=http://www.webcitation.org/72rYdPoNF |archivedate=2 October 2018 |location=Odisha |language=Odia}}</ref> ମିହିର ଦାସ ଏହି ଚଳଚ୍ଚିତ୍ରର ମଧ୍ୟ ଅଭିନୟ କରିଥିଲେ ।
 
==ଅଭିନୟ==