"ବସନ୍ତ ରୋଗ" ପୃଷ୍ଠାର ସଂସ୍କରଣଗୁଡ଼ିକ ମଧ୍ୟରେ ତଫାତ
Content deleted Content added
ଅଧିକ ତଥ୍ୟ ଦିଆଗଲା |
ଅଧିକ ତଥ୍ୟ ଦିଆଗଲା |
||
୨୮ କ ଧାଡ଼ି:
<!-- ଇତିହାସ ଓ ରୋଗନୁଶୀଳନ -->
ଏହି ରୋଗ କେବେ ଆରମ୍ଭ ହେଲା, ସେ ବିଷୟ ଅନ୍ଧକାରରେ ଅଛି ।<ref name=CDC2017His/> ପ୍ରଥମ ତଥ୍ୟ ଖ୍ରୀ:ପୂ: ୩ୟ ଶତାବ୍ଦୀରେ ମିଶରୀୟ ମମିଙ୍କ ([[:en:Egyptian mummies|Egyptian mummies]]) ଦେହରେ ଥିବା ଦେଖାଯାଇଛି ।<ref name=CDC2017His>{{cite web|title=History of Smallpox|url=https://www.cdc.gov/smallpox/history/history.html|website=CDC|accessdate=14 December 2017|language=en-us|date=25 July 2017}}</ref> ଏହା ପୂର୍ବରୁ ମଡ଼କ ଆକାରରେ ଆବିର୍ଭାବ ହେଉଥିଲା ।<ref name=WHO2007Fact/> ଅଷ୍ଟାଦଶ ଶତାବ୍ଦୀରେ ୟୁରୋପରେ ଏହି ରୋଗରେ ପ୍ରାୟ ଚାରି ଲକ୍ଷ ଲୋଗ ପ୍ରାଣତ୍ୟାଗ କରିଥିଲା ଓ ତାଙ୍କ ମଧ୍ୟରୁ ଏକ ତୃତୀୟାଂଶ ଲୋକ ଅନ୍ଧ ହୋଇଯାଇଥିଲେ ।<ref name=WHO2007Fact/><ref name=Hays2005>{{cite book|last1=Hays|first1=J. N.|title=Epidemics and Pandemics: Their Impacts on Human History|date=2005|publisher=ABC-CLIO|isbn=9781851096589|pages=151–152|url=https://books.google.ca/books?id=GyE8Qt-kS1kC&pg=PA151|language=en}}</ref> ଏହି ମୃତକମାନଙ୍କ ମଧ୍ୟରେ ଅତି କମ୍ରେ ୫ ଜଣ ସମ୍ରାଟ ([[:en:monarch|monarch]]) ଥିଲେ ।<ref name=WHO2007Fact/><ref name=Hays2005/> ବିଂଶ ଶତାବ୍ଦୀରେ ପ୍ରାୟ ୩୦୦-୫୦୦ ବ୍ୟକ୍ତି ମରିଥିଲେ ।<ref name=Leb2013>{{cite book|last1=Lebwohl|first1=Mark G.|last2=Heymann|first2=Warren R.|last3=Berth-Jones|first3=John|last4=Coulson|first4=Ian|title=Treatment of Skin Disease E-Book: Comprehensive Therapeutic Strategies|date=2013|publisher=Elsevier Health Sciences|isbn=9780702052361|page=89|url=https://books.google.ca/books?id=hRryAAAAQBAJ&pg=PA89|language=en}}</ref><ref>{{cite book|last1=Lawson|first1=Stephanie|title=Theories of International Relations: Contending Approaches to World Politics|date=2015|publisher=John Wiley & Sons|isbn=9780745695136|page=PT19|url=https://books.google.ca/books?id=CEixBgAAQBAJ&pg=PT19|language=en}}</ref> ସନ ୧୯୬୭ରେ ପ୍ରାୟ ୧୫ ନିୟୁତ ଲୋକ ଆକ୍ରାନ୍ତ ହୋଇଥିଲେ । <ref name=WHO2007Fact/>
<!--
ସନ ୧୭୯୮ରେ [[ଏଡୱାର୍ଡ଼ ଜେନର]] ([[:en:Edward Jenner|Edward Jenner]])
}}
== ଆଧାର ==
|