"ମ୍ୟୁଚୁଆଲ ଫଣ୍ଡ" ପୃଷ୍ଠାର ସଂସ୍କରଣଗୁଡ଼ିକ ମଧ୍ୟରେ ତଫାତ
Content deleted Content added
Soumendrak (ଆଲୋଚନା | ଅବଦାନ) ମୋର ତରଫରୁ ଏହି ପୃଷ୍ଠାରେ ଲେଖିବା ସମାପ୍ତ ହେଲା । |
Soumendrak (ଆଲୋଚନା | ଅବଦାନ) ଟିକେ →ଜାଣିବା କଥା: ଏକ ଗୁରୁତ୍ୱପୂର୍ଣ ଶବ୍ଦ ଛାଡ଼ିଯାଇଥିଲି ଲେଖିଲି ଆଉ କିଛି ବନାନ ଶୁଦ୍ଧି ହେଲା ଏବେ ସତରେ ଏହା ଏହି ପୃଷ୍ଠାରେ ମୋର ଶେଷ ସମ୍ପାଦନା । |
||
୨ କ ଧାଡ଼ି:
[[ଫାଇଲ:Top Mutual Fund Analysis.jpg|thumb|[[ମ୍ୟୁଚୁଆଲ ଫଣ୍ଡ]]ର ଅନ୍ତରୀଣ ପ୍ରକ୍ରିୟାର ଏକ ଝଲକ ]]
{{ଛୋଟ|Mutual Fund}}
'''ମ୍ୟୁଚୁଆଲ୍
== ଇତିହାସ ==
୧୭୭୨-୭୩ ମସିହାରେ ଏକ ଆର୍ଥିକ ସଙ୍କଟରୁ ବଞ୍ଚିବା ପାଇଁ ଏକ [[ଆମଷ୍ଟରଡ଼୍ୟାମ|ଆମଷ୍ଟରଡ଼ମ]]<nowiki/>ରେ ଥିବା ବ୍ୟବସାୟୀ, ଆବ୍ରାହାମ ପ୍ରଥମ ଆଧୁନିକ ମ୍ୟୁଚୁଆଲ୍
<nowiki/>[[ଫାଇଲ:The Union Finance Minister, Shri P. Chidambaram delivering the key-note address at the Golden Jubilee celebration of UTI Mutual Fund in Mumbai on February 02, 2014.jpg|thumb|ୟୁଟିଆଇ [[ମ୍ୟୁଚୁଆଲ ଫଣ୍ଡ]]ର ସୁବର୍ଣ୍ଣ ଜୟନ୍ତୀ ଅବସରରେ ତତ୍କାଳୀନ ବିତ୍ତ ମନ୍ତ୍ରୀ ପି.ଚିଦାମ୍ବରମ ]]
ଭାରତରେ ୧୯୬୩ ମସିହାରୁ ମ୍ୟୁଚୁଆଲ୍ ଫଣ୍ଡର ଇତିହାସ ୟୁନିଟ ଟ୍ରଷ୍ଟ ଅଫ ଇଣ୍ଡିଆର ପ୍ରତିଷ୍ଠା ସହିତ ଆରମ୍ଭ ହୋଇଥିଲା ।<ref>https://timesofindia.indiatimes.com/articles/Conceptand-Evolution-of-Mutual-Funds-in-India/articleshowhsbc/22187765.cms</ref> ୧୯୮୬ ମସିହା ପର୍ଯ୍ୟନ୍ତ ୟୁଟିଆଇ ମ୍ୟୁଚୁଆଲ୍
== ଜାଣିବା କଥା ==
'''ମ୍ୟୁଚୁଆଲ୍
=== ଆସେଟ ମ୍ୟାନେଜମେଣ୍ଟ କମ୍ପାନୀ ===
Line ୩୭ ⟶ ୩୮:
=== ନେଟ ଆସେଟ ଭାଲ୍ୟୁ ===
* [[ନେଟ ଆସେଟ ଭାଲ୍ୟୁ]] ବା ଏନଏଭି କହିଲେ ଗୋଟିଏ ମ୍ୟୁଚୁଆଲ୍ ଫଣ୍ଡର ବର୍ତ୍ତମାନର ମୂଲ୍ୟ ଏହି ଅଙ୍କରୁ ଜଣାପଡ଼ିଥାଏ । ଗୋଟିଏ ମ୍ୟୁଚୁଆଲ୍
* କୌଣସି ଏକ ମ୍ୟୁଚୁଆଲ୍ ଫଣ୍ଡର ଏନଏଭି ଏହି ସମୀକରଣ ଦ୍ୱାରା ହୋଇଥାଏ ।<ref name=":1">https://www.investopedia.com/terms/n/nav.asp</ref>
Line ୪୫ ⟶ ୪୬:
* ଉଦାହରଣ ସ୍ୱରୂପ ଧରନ୍ତୁ ଆଜିକାର ଦିନ ସରିଲା ପରେ ଜଣାପଡିଲା କି ଗୋଟିଏ ମ୍ୟୁଚୁଆଲ୍ ଫଣ୍ଡର ନିବେଶ ହେଇଛି ୧ କୋଟି, ଏହା ପାଖରେ ୧୦ ଲକ୍ଷ ଟଙ୍କା ନଗଦ ଅଛି ଓ ୫ ଲକ୍ଷ ଟଙ୍କା ମିଳିବାର ଅଛି । ଏହା ଛଡ଼ା ଆଜିର ଦିନର ଲାଭ ୧ ଲକ୍ଷ, ଅଳ୍ପ ଦିନର ୠଣ ୨୦ ଲକ୍ଷ ଓ ଅଧିକ ସମୟ ପାଇଁ ୠଣ ୧୫ ଲକ୍ଷ ଅଛି । ମ୍ୟୁଚୁଆଲ୍ ଫଣ୍ଡର ୧ ଲକ୍ଷ ୟୁନିଟ ବଣ୍ଟାଯାଇଛି । ଉପରୋକ୍ତ ସମୀକରଣ ହିସାବରେ ଏନଏଭି ଏହି ଭଳି ଗଣନା କରାଯିବ । [[ଆସେଟ]] = ୧,୦୦,୦୦,୦୦୦ + ୧୦,୦୦,୦୦୦ + ୫,୦୦,୦୦୦ + ୧,୦୦,୦୦୦ = ୧,୧୬,୦୦,୦୦୦ ଟଙ୍କା [[ଲାୟାବିଲିଟି]] = ୨୦,୦୦,୦୦୦ + ୧୫,୦୦,୦୦୦ = ୩୫,୦୦,୦୦୦ ଟଙ୍କା ମୋଟ ୟୁନିଟ = ୧,୦୦,୦୦୦ଟି ନେଟ ଆସେଟ ଭାଲ୍ୟୁ = (୧,୧୬,୦୦,୦୦୦ - ୩୫,୦୦,୦୦୦) / ୧,୦୦,୦୦୦ = ୮୧ ଟଙ୍କା <ref name=":1" /> ଏଠାରେ ଗଣନାକୁ ସରଳ କରିବା ନିମିତ୍ତ ଖୁବ କମ ଆସେଟ ଏବଂ ଲାୟାବିଲିଟିର ପ୍ରକାର ନିଆଯାଇଛି, ବାସ୍ତବରେ ଏହା ଜଟିଳ ଅଟେ ଏବଂ ଅନେକ ପ୍ରକାରର ଆସେଟ ଓ ଲାୟାବିଲିଟି ରହିଥାଏ ।
* ଦୁଇଟି
=== ୟୁନିଟ ===
Line ୭୫ ⟶ ୭୬:
==== ଏକ୍ଜିଟ ଲୋଡ୍ ====
ଅନ୍ୟ ପକ୍ଷରେ ଯେତେବେଳେ ଏକ ନିବେଶକାରୀ ମ୍ୟୁଚୁଆଲ୍ ଫଣ୍ଡରେ ଟଙ୍କା ଉଠାନ୍ତି ସେହି ସମୟରେ ହେଉଥିବା ଲୋଡ୍ ବା ପାଉଣାକୁ '''ଏକ୍ଜିଟ ଲୋଡ୍''' କୁହାଯାଇଥାଏ ।<ref>https://www.moneycontrol.com/glossary/mutual-fund/what-is-an-entry-load-and-an-exit-load_1586.html</ref>
=== ଏକ୍ସପେନ୍ସ ରେସିଓ ===
ଏହା ଦର୍ଶାଇଥାଏକି ଗୋଟିଏ ମ୍ୟୁଚୁଆଲ୍ ଫଣ୍ଡର କେତେ ପରିମାଣର ଅର୍ଥ ପ୍ରଶାସନିକ ଏବଂ ଅଲଗା ଖର୍ଚ୍ଚବାର୍ଚ୍ଚ କାମରେ ନିୟୋଜିତ ହେଉଅଛି ।<ref>https://www.investopedia.com/terms/e/expenseratio.asp</ref> ମ୍ୟୁଚୁଆଲ୍ ଫଣ୍ଡର ସର୍ବମୋଟ ଖର୍ଚ୍ଚକୁ ଏହାର ମୋଟ ଆସେଟସହ (ଆସେଟ ଅଣ୍ଡର ମ୍ୟାନେଜମେଣ୍ଟ) ବିଭାଜିତ କଲେ ଏହି ରେସିଓ ମିଳିଥାଏ ।<ref name=":3">https://economictimes.indiatimes.com/mf/analysis/mutual-fund-fundamentals-what-is-expense-ratio/articleshow/12410645.cms</ref> ଏହି ରେସିଓ ଯେତେ କମ ହେବ ନିବେଶକଙ୍କ ନିମିତ୍ତ ସେତେ ଭଲ ।<ref>https://cleartax.in/s/expense-ratio-mutual-funds</ref> ଏହି ରେସିଓ ଅଧିକରୁ ଅଧିକ କେତେ ହୋଇପାରିବ ତାହା ଏସ.ଇ.ବି.ଆଇ ନିର୍ଧାରଣ କରନ୍ତି ।<ref name=":3" />
== ନିବେଶକ ମାନଙ୍କର ସୁବିଧା ଓ ଅସୁବିଧା ==
Line ୮୨ ⟶ ୮୬:
* ବିବିଧତା ବଢ଼ାଇଥାଏ: ଗୋଟିଏ ଫଣ୍ଡଦ୍ୱାରା ଆପଣ ଖୁବ କମ ନିବେଶରେ ଅନେକଗୁଡ଼ିଏ ଶେୟାର ବା ପୁଞ୍ଜିରେ ନିବେଶ କରିପାରିବେ । ଯାହା ଫଳରେ ଧରନ୍ତୁ ଗୋଟିଏ ଶେୟାରର ମୂଲ୍ୟ କମିଗଲା, ଅନ୍ୟ ଶେୟାରଗୁଡ଼ିକ ଯୋଗୁଁ ଆପଣଙ୍କର ପୁରା ନିବେଶ ଏତେ ପ୍ରଭାବିତ ହୁଏନାହିଁ । ତେଣୁ କ୍ଷତିହେବାର ବିପଦ ମଧ୍ୟ କମ ହୋଇଥାଏ ।
* ଓପନ ଏଂଡେଡ଼ ଫଣ୍ଡର ଯଦି ଆପଣ ନିବେଶ କରିଛନ୍ତି ତେବେ ଆପଣ ଆପଣଙ୍କର ୟୁନିଟ ବିକ୍ରି କରି, ବଜାର ଦର ହିସାବରେ ସେହିଦିନରେ ହିଁ ଟଙ୍କା ପାଇପାରିବେ ।
*ଏହାଦ୍ୱାରା ଆପଣ ବିଶେଷଜ୍ଞ
*ଆପଣ ଚାହିଁଲେ ବିଦେଶୀ ମାଟିରେ ଥିବା କମ୍ପାନୀ ଗୁଡ଼ିକରେ ମଧ୍ୟ ନିବେଶ କରିପାରିବେ । ଏହାଛଡ଼ା କିଛି ଶେୟାର ଯାହାର ମୂଲ୍ୟ ସାଧାରଣ ନିବେଶକ ମାନଙ୍କ ପକ୍ଷେ କିଣିବା ସମ୍ଭବ ନୁହେଁ ମ୍ୟୁଚୁଆଲ
*ଏକ ନିର୍ଦ୍ଧିଷ୍ଟ ପ୍ରକାର
*ଏହାର ପରିଚାଳନା ସ୍ୱଚ୍ଛ ଅଟେ ଏବଂ ଏହା ସରକାରୀ ସଂସ୍ଥା ଦ୍ୱାରା ହୋଇଥାଏ ।<ref>https://www.investopedia.com/investing/advantages-of-mutual-funds/</ref><ref>https://www.bankbazaar.com/mutual-fund/mutual-funds-advantages.html?ck=Y%2BziX71XnZjIM9ZwEflsyInYOiGIfXvLyqG1kyDwZLWZC0TqFEkhF6ljN6nbC1ZXXBwImSfaF7%2BS%0AmJOG7qYyyg%3D%3D&rc=1</ref><ref name=":0">https://groww.in/blog/advantages-disadvantages-mutual-funds-india/</ref>
=== ଅସୁବିଧା ===
* କୌଣସି ଏକ ଫଣ୍ଡରେ ନିବେଶ କରିଲାବେଳେ (ଏଣ୍ଟ୍ରି ଲୋଡ) ବା ସେଥିରୁ ନିବେଶ ଟଙ୍କା କାଢ଼ିବାକୁ ଗଲାବେଳେ (ଏକ୍ଜିଟ ଲୋଡ) କିଛି ଟଙ୍କା ଦେବାକୁ ପଡ଼ିଥାଏ । ଏହାଛଡ଼ା ନିବେଶ ଅର୍ଥରୁ କିଛି ଅଂଶ (ଆପଣଙ୍କର ଲାଭ ହେଉ କି କ୍ଷତି)
* ବିବିଧତା ଏକ ପକ୍ଷରେ କ୍ଷତି କମାଇଥାଏ, ଅନ୍ୟ ପକ୍ଷରେ ଏହା ଲାଭରୁ ମଧ୍ୟ ବଞ୍ଚିତ କରିଥାଏ । <ref name=":0" />
* କେଉଁ ଶେୟାରରେ କେତେ ଟଙ୍କା ଲଗେଇବେ ତାହା ଆପଣ ପରିବର୍ତ୍ତନ କରିପାରିବେ ନାହିଁ ।
*ଇକ୍ୱିଟି ମ୍ୟୁଚୁଆଲ୍ ଫଣ୍ଡରେ ନିବେଶ ମାନେ ମ୍ୟୁଚୁଆଲ୍
== ମ୍ୟୁଚୁଆଲ୍ ଫଣ୍ଡର ପ୍ରକାର ==
Line ୧୦୦ ⟶ ୧୦୪:
==== ଓପନ ଏଂଡେଡ ====
ଯେଉଁ ଫଣ୍ଡର ୟୁନିଟଗୁଡ଼ିକୁ ବର୍ଷ ସାରା କିଣାବିକା କରିହେବ ତାହା ଏହି ବିଭାଗର ଅନ୍ତର୍ଗତ ଅଟନ୍ତି । ଏହି ପ୍ରକାର
==== କ୍ଲୋଜ ଏଂଡେଡ ====
ଏହି ଭଳି
==== ଇଂଟରବାଲ୍ ଫଣ୍ଡ୍ ====
ଏହି ଭଳି
=== ନିବେଶିତ ଦ୍ରବ୍ୟ ହିସାବରେ ===
==== ଇକ୍ୱିଟି ====
ଏହିପ୍ରକାର ଫଣ୍ଡଗୁଡ଼ିକୁ [[ଶେୟାର ବଜାର]]<nowiki/>ରେ ବିଭିନ୍ନ କମ୍ପାନୀର ଶେୟାର ଉପରେ ନିବେଶ କରାଯାଇଥାଏ । ଏହା ଅନ୍ୟାନ୍ୟ ପ୍ରକାରର ଫଣ୍ଡଠାରୁ ଅଧିକ ଲାଭ ଦେଇଥାଏ, ତେଣୁ ଏହା
ଏସଇବିଆଇ ଏହି ଅଧୀନରେ ୧୧ଟି ବିଭାଗ ନିର୍ଧାରିତ କରିଛନ୍ତି ଯେଉଁଥିରେ ମ୍ୟୁଚୁଆଲ
'''ଲାର୍ଜ କ୍ୟାପ''' : [[ମାର୍କେଟ କ୍ୟାପିଟାଲାଇଜେସନ]] ହିସାବରେ ସବୁଠାରୁ ବଡ଼ ୧୦୦ଟି କମ୍ପାନୀ ଏହି ବିଭାଗ ଅଧୀନରେ ଆସୁଛନ୍ତି ।
Line ୧୨୩ ⟶ ୧୨୯:
ଡେଟ୍ ଫଣ୍ଡଗୁଡିକୁ ବିଭିନ୍ନ ପ୍ରକାରର ନିଶ୍ଚିତ ଲାଭ ପୁଞ୍ଜିରେ ନିବେଶ କରାଯାଇଥାଏ, ଉଦାହରଣ ସ୍ୱରୂପ [[ବଣ୍ଡ]], [[ସିକ୍ୟୋରିଟି]], [[ଟ୍ରେଜେରି ବିଲ୍]], [[ଫିକ୍ସଡ଼ ମାଚ୍ୟୁରିଟି ପ୍ଲାନ]] (ଏଫ.ଏମ.ପି.), [[ଗିଲଟ୍ ଫଣ୍ଡ୍]], [[ଲୀକୁଇଡ ଫଣ୍ଡ୍]], ମଂଥଲି ଇନକମ୍ ପ୍ଲାନ (ଏମ.ଆଇ.ପି.) ଏବଂ ଅନ୍ୟାନ୍ୟ ପୁଞ୍ଜି ଯେଉଁଥିରେ ଏକ ନିର୍ଦ୍ଧିଷ୍ଟ ସମୟସୀମାପରେ ଏକ ନିର୍ଦ୍ଧିଷ୍ଟ ସୁଧ ହାରରେ ଟଙ୍କା ମିଳିବ । ଯଦି ଆପଣ ଏକ ନିରାଶବାଦୀ ଓ ଅଳ୍ପ ବିପଦଯୁକ୍ତ ପୁଞ୍ଜି ନିବେଶକାରୀ ତେବେ ଏହିଭଳି ପୁଞ୍ଜିରେ ନିବେଶ କରନ୍ତୁ ।<ref name=":2">https://cleartax.in/s/mutual-fund-types/</ref> ଯେଉଁଭଳି ଶେୟାରରେ ନିବେଶ କରୁଥିବା ଲୋକେ ଶେୟାର ବଜାରରେ ଟ୍ରେଡିଂ କରନ୍ତି, ସେହିଭଳି କିଛି ଲୋକ ଟଙ୍କାପଇସାର କାରବାର [[ମନି ମାର୍କେଟ]]<nowiki/>ରେ କରିଥାନ୍ତି । ଏହା ମୁଖ୍ୟତଃ ସରକାରଙ୍କ ଦ୍ୱାରା ପରିଚାଳିତ ହୋଇଥାଏ । ଏଥିରେ ଏକ ନିର୍ଦ୍ଧିଷ୍ଟ ପରିମାଣର ଡିଭିଡେଣ୍ଡ ମିଳିଥାଏ ।<ref name=":2" />
ଏସଇବିଆଇ ଏହି ଅଧୀନରେ ୧୬ଟି ବିଭାଗ ନିର୍ଧାରିତ କରିଛନ୍ତି ଯେଉଁଥିରେ ମ୍ୟୁଚୁଆଲ
==== ବାଲାନ୍ସଡ ====
ଉପରୋକ୍ତ ତିନୋଟି ପ୍ରକାରର ଫଣ୍ଡର ସମିଶ୍ରଣରେ ଏକ ପ୍ରକାରର ନୂଆ
ଏସଇବିଆଇ ଏହି ଅଧୀନରେ ୭ଟି ବିଭାଗ ନିର୍ଧାରିତ କରିଛନ୍ତି ଯେଉଁଥିରେ ମ୍ୟୁଚୁଆଲ
=== କ୍ଷତି ଆଶଙ୍କାର ପ୍ରକାର ହିସାବରେ ===
Line ୧୪୦ ⟶ ୧୪୬:
==== ଡିଭିଡେଣ୍ଡ୍ ====
ଏହି ପ୍ରକାର ଫଣ୍ଡରେ ମ୍ୟୁଚୁଆଲ ଫଣ୍ଡଦ୍ୱାରା ନିବେଶିତ କମ୍ପାନୀରୁ ମିଳିଥିବା ଡିଭିଡେଣ୍ଡ୍ ସିଧାସଳଖ
==== ଗ୍ରୋଥ୍ ====
ଏହି ପ୍ରକାର ଫଣ୍ଡରେ ମ୍ୟୁଚୁଆଲ ଫଣ୍ଡଦ୍ୱାରା ନିବେଶିତ କମ୍ପାନୀରୁ ମିଳିଥିବା ଡିଭିଡେଣ୍ଡ୍
=== କେତେକ ବିଶେଷ ଫଣ୍ଡ ===
କେତେକ ଅଲଗା ପ୍ରକାର
==== ସେକ୍ଟର ଫଣ୍ଡ୍ ====
ଏହି ପ୍ରକାର
==== ଇଣ୍ଡେକ୍ସ ଫଣ୍ଡ୍ ====
==== ଫଣ୍ଡଗୁଡ଼ିକର ଫଣ୍ଡ୍ ====
ଏହି ମ୍ୟୁଚୁଆଲ
==== ବିଦେଶୀ ଫଣ୍ଡ୍ ====
ନିଜ ଦେଶ
==== ଗ୍ଲୋବାଲ୍ ଫଣ୍ଡ୍ ====
ଏହି ମ୍ୟୁଚୁଆଲ
==== ଏକ୍ସଚେଞ୍ଜ ଟ୍ରେଡେଡ ଫଣ୍ଡ୍ ====
ଏହା
== ଆଧାର ==
|