"ମ୍ୟୁଚୁଆଲ ଫଣ୍ଡ" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
ଟିକେNo edit summary
ମୋର ତରଫରୁ ଏହି ପୃଷ୍ଠାରେ ଲେଖିବା ସମାପ୍ତ ହେଲା ।
୧ କ ଧାଡ଼ି:
 
{{ଲେଖା ଚାଲିଛି}}
[[ଫାଇଲ:Top Mutual Fund Analysis.jpg|thumb|[[ମ୍ୟୁଚୁଆଲ ଫଣ୍ଡ]]‎ର ଅନ୍ତରୀଣ ପ୍ରକ୍ରିୟାର ଏକ ଝଲକ ]]
[[ଫାଇଲ:The Union Finance Minister, Shri P. Chidambaram delivering the key-note address at the Golden Jubilee celebration of UTI Mutual Fund in Mumbai on February 02, 2014.jpg|thumb|ୟୁଟିଆଇ [[ମ୍ୟୁଚୁଆଲ ଫଣ୍ଡ]]‎ର ସୁବର୍ଣ୍ଣ ଜୟନ୍ତୀ ଅବସରରେ ତତ୍କାଳୀନ ବିତ୍ତ ମନ୍ତ୍ରୀ ପି.ଚିଦାମ୍ବରମ ]]
{{ଛୋଟ|Mutual Fund}}
'''ମ୍ୟୁଚୁଆଲ‌୍ ଫଣ୍ଡ''' [[ଶେୟାର ବଜାର|ବିତ୍ତୀୟ ବଜାର]]<nowiki/>ର ବିଭିନ୍ନ ସାଧନରେ [[ପୁଞ୍ଜି ନିବେଶ]]ର ସୁଯୋଗ ନେଇ ନିବେଶକମାନଙ୍କୁ ସାମୟିକ ଆୟ ଓ ପୁଞ୍ଜି ବର୍ଦ୍ଧନର ସୁଯୋଗ ପ୍ରଦାନ କରିବା ହେଉଛି ମ୍ୟୁଚୁଆଲ‌୍ ଫଣ୍ଡର ପ୍ରାଥମିକ ଲକ୍ଷ୍ୟ । ମ୍ୟୁଚୁଆଲ‌୍ ଫଣ୍ଡ ଗୁଡିକଦ୍ବାରା ଜାରି ବିଭିନ୍ନ ପରିକଳ୍ପନା ଅନୁଯାୟୀ ସେଥିରେ ବୃହତ‌୍‍ ପରିମାଣର ପୁଞ୍ଜି ଏକତ୍ରୀକରଣ ତଥା ପ୍ରବନ୍ଧନ କରାଯାଏ । ଏହି ଅର୍ଥ ବିଭିନ୍ନ ପ୍ରକାରର ନିବେଶକମାନଙ୍କଠାରୁ ଏକୀକୃତ ହୋଇଥାଏ । ବିଭିନ୍ନ ପ୍ରକାରର ନିବେଶକ ଯଥା- ସାଧାରଣ ଓ ସଂସ୍ଥାଗତ ନିବେଶକମାନଙ୍କର ଭିନ୍ନଭିନ୍ନ ଲକ୍ଷ୍ୟକୁ ଦୃଷ୍ଟି ରଖି ମ୍ୟୁଚୁଆଲ‌୍ ଫଣ୍ଡ ମାନେ ବିଭିନ୍ନ ଯୋଜନାମାନ ପ୍ରବର୍ତ୍ତିତ କରିଥାନ୍ତି । ମ୍ୟୁଚୁଆଲ‌୍ ଫଣ୍ଡ ଗୁଡିକ, ନିଜର ନିବେଶ ଲକ୍ଷ୍ୟ ଘୋଷିତ କରି ଜନତାଙ୍କଠାରୁ ପୁଞ୍ଜି ଆହରଣ କରନ୍ତି । ଏହି ଯୋଜନାର ନିର୍ମାଣ ସଂରଚନା ଅନୁଯାୟୀ ନିବେଶକଙ୍କଠାରୁ ଗୋଟିଏ ନିର୍ଦ୍ଧିଷ୍ଟ ସମୟ ଲାଗି ଅଥବା ନିୟମିତ ଭାବରେ ପୁଞ୍ଜି ଆହରଣ କରାଯାଏ । ଏହି ଏକତ୍ରୀତ ରାଶିକୁ କେତୋଟି ନିର୍ଦ୍ଦିଷ୍ଟ ‘ଏକକ’ ବା ୟୁନିଟ‌୍‍ ରେ ରୂପାନ୍ତରିତ କରାଯାଏ । ସାଧାରଣତଃ ପ୍ରତ୍ୟେକ ୟୁନିଟ‌୍‍ର ପ୍ରାଥମିକ ମୂଲ୍ୟ ୧୦ ଟଙ୍କାରୁ ଆରମ୍ଭ ହୋଇଥାଏ । ୟୁନିଟ‌୍‍ ସଂଖ୍ୟାକୁ ଫେସ‌୍‍ ଭାଲ୍ୟୁରେ ଗୁଣନ କଲେ ଯୋଜନାର ସମ୍ପତ୍ତି ମିଳିଥାଏ । ପ୍ରତ୍ୟେକ ଯୋଜନା ଅନ୍ତର୍ଗତ କରାଯାଇଥିବା ନିବେଶ, ଲାଭାଂଶ ଓ ସୁଧ ପ୍ରାପ୍ତ କରେ ।
Line ୭ ⟶ ୬:
== ଇତିହାସ ==
୧୭୭୨-୭୩ ମସିହାରେ ଏକ ଆର୍ଥିକ ସଙ୍କଟରୁ ବଞ୍ଚିବା ପାଇଁ ଏକ [[ଆମଷ୍ଟରଡ଼୍ୟାମ|ଆମଷ୍ଟରଡ଼ମ]]<nowiki/>ରେ ଥିବା ବ୍ୟବସାୟୀ, ଆବ୍ରାହାମ ପ୍ରଥମ ଆଧୁନିକ ମ୍ୟୁଚୁଆଲ‌୍ ଫଣ୍ଡ ଆରମ୍ଭ କରିଥିଲେ । ଯାହା ଫଣ୍ଡର ନିବେଶକାରୀଙ୍କୁ ତାଙ୍କର ସ୍ୱଳ୍ପ ସଞ୍ଚିତ ଧନକୁ ଭିନ୍ନ ଭିନ୍ନ ପୁଞ୍ଜିରେ ନିବେଶ କରିବାର ସୁଯୋଗ ପ୍ରଦାନ କରିଥିଲା ।<ref>https://papers.ssrn.com/sol3/papers.cfm?abstract_id=636146</ref>
[[ଫାଇଲ:The Union Finance Minister, Shri P. Chidambaram delivering the key-note address at the Golden Jubilee celebration of UTI Mutual Fund in Mumbai on February 02, 2014.jpg|thumb|ୟୁଟିଆଇ [[ମ୍ୟୁଚୁଆଲ ଫଣ୍ଡ]]‎ର ସୁବର୍ଣ୍ଣ ଜୟନ୍ତୀ ଅବସରରେ ତତ୍କାଳୀନ ବିତ୍ତ ମନ୍ତ୍ରୀ ପି.ଚିଦାମ୍ବରମ ]]
 
ଭାରତରେ ୧୯୬୩ ମସିହାରୁ ମ୍ୟୁଚୁଆଲ‌୍ ଫଣ୍ଡର ଇତିହାସ ୟୁନିଟ ଟ୍ରଷ୍ଟ ଅଫ ଇଣ୍ଡିଆର ପ୍ରତିଷ୍ଠା ସହିତ ଆରମ୍ଭ ହୋଇଥିଲା ।<ref>https://timesofindia.indiatimes.com/articles/Conceptand-Evolution-of-Mutual-Funds-in-India/articleshowhsbc/22187765.cms</ref> ୧୯୮୬ ମସିହା ପର୍ଯ୍ୟନ୍ତ ୟୁଟିଆଇ ମ୍ୟୁଚୁଆଲ‌୍ ଫଣ୍ଡ ନିବେଶର ଏକମାତ୍ର ବିକଳ୍ପ ଥିଲା । ୧୯୮୭ ମସିହାରେ ପବ୍ଲିକ ସେକ୍ଟର ବ୍ୟାଙ୍କ ଗୁଡ଼ିକର ମ୍ୟୁଚୁଆଲ‌୍ ଫଣ୍ଡ ବଜାରରେ ପ୍ରବେଶ ହୋଇଥିଲା, ଯଥା ଲାଇଫ ଇନ୍ସୁରାନ୍ସ କର୍ପୋରେସନ (ଏଲଆଇସି), ଜେନେରାଲ ଇନ୍ସୁରାନ୍ସ କର୍ପୋରେସନ ଅଫ ଇଣ୍ଡିଆ (ଜିଆଇସି) ଇତ୍ୟାଦି । ୧୯୯୩ ମସିହାରେ ମ୍ୟୁଚୁଆଲ‌୍ ଫଣ୍ଡ ବଜାରରେ ପ୍ରାଇଭେଟ ସେକ୍ଟର ଉଦ୍ୟୋଗଗୁଡି଼କର ପ୍ରବେଶ ସହ ଏକ ନୂଆ ଅଧ୍ୟାୟ ଆରମ୍ଭ ହୋଇଥିଲା ।<ref>https://www.amfiindia.com/research-information/mf-history</ref>
 
Line ୧୩୨ ⟶ ୧୩୧:
 
=== କ୍ଷତି ଆଶଙ୍କାର ପ୍ରକାର ହିସାବରେ ===
କ୍ଷତି ଆଶଙ୍କାର ପ୍ରକାର ହିସାବରେ ମଧ୍ୟ ମ୍ୟୁଚୁଆଲ ଫଣ୍ଡକୁ କମ, ମଝିଆମଝିମିଡ ବା ଅଧିକ ଆଶଙ୍କା ବିଶିଷ୍ଟ ଫଣ୍ଡରେ ବିଭାଜିତ କରାଯାଇପାରିଥାଏ ।
 
=== ଲାଭ ନେବା ପ୍ରଣାଳୀ ହିସାବରେ ===
ଆପଣ କିଭଳି ଆପଣଙ୍କର ମ୍ୟୁଚୁଆଲ ଫଣ୍ଡରେ ହୋଇଥିବା ଲାଭ ନେବାକୁ ଚାହିଁବେ ସେହି ହିସାବରେ ମ୍ୟୁଚୁଆଲ ଫଣ୍ଡକୁ ଦୁଇ ଭାଗରେ ବିଭକ୍ତ କରାଯାଇଛି ।<ref>https://www.investopedia.com/ask/answers/which-option-better-mutual-fund-growth-option-dividend-reinvestment-option/</ref>
 
# ଡିଭିଡେଣ୍ଡ୍
# ଗ୍ରୋଥ୍
 
==== ଡିଭିଡେଣ୍ଡ୍ ====
ଏହି ପ୍ରକାର ଫଣ୍ଡରେ ମ୍ୟୁଚୁଆଲ ଫଣ୍ଡଦ୍ୱାରା ନିବେଶିତ କମ୍ପାନୀରୁ ମିଳିଥିବା ଡିଭିଡେଣ୍ଡ୍ ସିଧାସଳଖ ଫଣ୍ଡ ନିବେଶକାରୀମାନଙ୍କୁ (ତାଙ୍କର ସଞ୍ଚୟ ଖାତାରେ) ପ୍ରଦାନ କରାଯାଇଥାଏ ।
 
==== ଗ୍ରୋଥ୍ ====
ଏହି ପ୍ରକାର ଫଣ୍ଡରେ ମ୍ୟୁଚୁଆଲ ଫଣ୍ଡଦ୍ୱାରା ନିବେଶିତ କମ୍ପାନୀରୁ ମିଳିଥିବା ଡିଭିଡେଣ୍ଡ୍ ଫଣ୍ଡ ନିବେଶକାରୀମାନଙ୍କୁ ପ୍ରଦାନ କରାନଯାଇ ସେହି ମୂଲ୍ୟର ୟୁନିଟ କିଣି ସେମାନଙ୍କ ନାମରେ କରାଯାଇଥାଏ ।
 
=== କେତେକ ବିଶେଷ ଫଣ୍ଡ ===
କେତେକ ଅଲଗା ପ୍ରକାର ଫଣ୍ଡ ବିଷୟରେ ନିମ୍ନରେ ଲେଖାଗଲା ।<ref>https://www.bankbazaar.com/mutual-fund/types-of-mutual-funds.html?ck=Y%2BziX71XnZjIM9ZwEflsyH%2B0oviQh3JQ4Da6U8drI06ZC0TqFEkhF6ljN6nbC1ZXXBwImSfaF7%2BS%0AmJOG7qYyyg%3D%3D&rc=1</ref><ref>https://cleartax.in/s/mutual-fund-types/#Specialized</ref>
 
==== ସେକ୍ଟର ଫଣ୍ଡ୍ ====
ଏହି ପ୍ରକାର ଫଣ୍ଡ କେବଳ ଏକ ନିର୍ଦ୍ଧିଷ୍ଟ ସେକ୍ଟରର ପୁଞ୍ଜିରେ ନିବେଶ କରିଥାନ୍ତି ଯଥା ଆଇଟି ସେକ୍ଟର ଫଣ୍ଡ କେବଳ ଆଇଟି କମ୍ପାନୀ ଗୁଡ଼ିକରେ ପୁଞ୍ଜି ନିବେଶ କରିବେ ଇତ୍ୟାଦି ।
 
==== ଇଣ୍ଡେକ୍ସ ଫଣ୍ଡ୍ ====
ଇଣ୍ଡେକ୍ସ ଫଣ୍ଡ୍ କୌଣସି ଫଣ୍ଡ ମ୍ୟାନେଜରଙ୍କ ଦ୍ୱାରା ପରିଚାଳିତ ହୁଏ ନାହିଁ । ଗୋଟିଏ ଇଣ୍ଡେକ୍ସ ଫଣ୍ଡ୍ ଯେଉଁ ଅନୁପାତରେ ଶେୟାର ଇଣ୍ଡେକ୍ସରେ (ଯଥା ସେନସେକ୍ସ ବା ନିଫ୍ଟି) ଶେୟାରଗୁଡ଼ିକ ଅଛି ସେହି ଅନୁପାତରେ ସେହି ସେହି କମ୍ପାନୀ ଶେୟାରଗୁଡ଼ିକରେ ନିବେଶ କରିଥାଏ ।
 
==== ଫଣ୍ଡଗୁଡ଼ିକର ଫଣ୍ଡ୍ ====
ଏହି ମ୍ୟୁଚୁଆଲ ଫଣ୍ଡ ବହୁତ ଗୁଡିଏ ଅନ୍ୟ ଭିନ୍ନ ଭିନ୍ନ ପ୍ରକାରର ମ୍ୟୁଚୁଆଲ ଫଣ୍ଡରେ ନିବେଶ କରିଥାଏ ।
 
==== ଇମରଜିଙ୍ଗ ମାର୍କେଟ ଫଣ୍ଡ୍ ====
 
==== ବିଦେଶୀ ଫଣ୍ଡ୍ ====
ନିଜ ଦେଶ ଛାଡ ଅନ୍ୟ ଦେଶରେ ଯଦି ଏକ ମ୍ୟୁଚୁଆଲ ଫଣ୍ଡ ନିବେଶ କଲା ତେବେ ତାହାକୁ ଏହି ଫଣ୍ଡ ପ୍ରକାର ଅନ୍ତର୍ଗତ କରାଯାଇଥାଏ ।
 
==== ଗ୍ଲୋବାଲ୍ ଫଣ୍ଡ୍ ====
ଏହି ମ୍ୟୁଚୁଆଲ ଫଣ୍ଡ ବିଦେଶୀ ଫଣ୍ଡ୍ ସହିତ, କେବଳ ଏହି ଫଣ୍ଡରେ ବିଦେଶ ସହିତ ନିଜ ଦେଶରେ ମଧ୍ୟ ନିବେଶ କରିହୁଏ ।
 
==== ଏକ୍ସଚେଞ୍ଜ ଟ୍ରେଡେଡ ଫଣ୍ଡ୍ ====
ଏହା ଇଣ୍ଡେକ୍ସ ଫଣ୍ଡ୍ ପରିବାର ଅନ୍ତର୍ଗତ, ଏହା ଏକ୍ସଚେଂଜରେ କିଣାବିକା ହୋଇଥାଏ । ଏହି ଫଣ୍ଡର ମୂଲ୍ୟ ଦିନର କୌଣସି ସମୟରେ କାମ ବେଶୀ ହୋଇପାରେ । ଅନ୍ୟ ଫଣ୍ଡଗୁଡିକ ପରି ଏହାର ମୂଲ୍ୟ ଦିନର ଶେଷରେ ମୂଲ୍ୟାଙ୍କନ କରାହାଜାଏ ନାହିଁ ।
 
=== ଲାଭ ନେବା ପ୍ରଣାଳୀ ହିସାବରେ ===
ଆପଣ କିଭଳି ଆପଣଙ୍କର ମ୍ୟୁଚୁଆଲ ଫଣ୍ଡରେ ହୋଇଥିବା ଲାଭ ନେବାକୁ ଚାହିଁବେ ସେହି ହିସାବରେ ମ୍ୟୁଚୁଆଲ ଫଣ୍ଡକୁ ଦୁଇ ଭାଗରେ ବିଭକ୍ତ କରାଯାଇଛି ।<ref>https://www.investopedia.com/ask/answers/which-option-better-mutual-fund-growth-option-dividend-reinvestment-option/</ref>
 
# ଡିଭିଡେଣ୍ଡ୍
# ଗ୍ରୋଥ୍
 
==== ଡିଭିଡେଣ୍ଡ୍ ====
ଏହି ପ୍ରକାର ଫଣ୍ଡରେ ମ୍ୟୁଚୁଆଲ ଫଣ୍ଡଦ୍ୱାରା ନିବେଶିତ କମ୍ପାନୀରୁ ମିଳିଥିବା ଡିଭିଡେଣ୍ଡ୍ ସିଧାସଳଖ ଫଣ୍ଡ ନିବେଶକାରୀମାନଙ୍କୁ (ତାଙ୍କର ସଞ୍ଚୟ ଖାତାରେ) ପ୍ରଦାନ କରାଯାଇଥାଏ ।
 
==== ଗ୍ରୋଥ୍ ====
ଏହି ପ୍ରକାର ଫଣ୍ଡରେ ମ୍ୟୁଚୁଆଲ ଫଣ୍ଡଦ୍ୱାରା ନିବେଶିତ କମ୍ପାନୀରୁ ମିଳିଥିବା ଡିଭିଡେଣ୍ଡ୍ ଫଣ୍ଡ ନିବେଶକାରୀମାନଙ୍କୁ ପ୍ରଦାନ କରାନଯାଇ ସେହି ମୂଲ୍ୟର ୟୁନିଟ କିଣି ସେମାନଙ୍କ ନାମରେ କରାଯାଇଥାଏ ।
 
== ଆଧାର ==