"ମ୍ୟୁଚୁଆଲ ଫଣ୍ଡ" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
ଟିକେ →‎ଇକ୍ୱିଟି: ନିବେଶିତ ଦ୍ରବ୍ୟ ହିସାବରେ ପ୍ରକାର ଲେଖାହେଲା
୧୧୪ କ ଧାଡ଼ି:
ଏହିପ୍ରକାର ଫଣ୍ଡଗୁଡ଼ିକୁ [[ଶେୟାର ବଜାର]]<nowiki/>ରେ ବିଭିନ୍ନ କମ୍ପାନୀର ଶେୟାର ଉପରେ ନିବେଶ କରାଯାଇଥାଏ । ଏହା ଅନ୍ୟାନ୍ୟ ପ୍ରକାରର ଫଣ୍ଡଠାରୁ ଅଧିକ ଲାଭ ଦେଇଥାଏ, ତେଣୁ ଏହା ଅନ୍ୟ ଫଣ୍ଡ୍ ଠାରୁ ଅଧିକ ସଙ୍କଟାପର୍ଣ୍ଣ ଅଟେ ।<ref>https://www.policybazaar.com/mutual-funds/</ref>
 
ଏସଇବିଆଇ ଏହି ଅଧୀନରେ ୧୧ଟି ବିଭାଗ ନିର୍ଧାରିତ କରିଛନ୍ତି ଯେଉଁଥିରେ ମ୍ୟୁଚୁଆଲ ଫଣ୍ଡ ନିବେଶ କରିପାରିବ । ନିବେଶିତ କମ୍ପାନୀର ଆକାର ହିସାବରେ ମୁଖ୍ୟତଃ ଇକ୍ୱିଟି ଫଣ୍ଡକୁ ତିନି ଭାଗରେ ବିଭକ୍ତ କରାଯାଇଛି ।<ref>https://groww.in/blog/what-are-the-various-types-of-mutual-funds-in-india/#Equity_Schemes</ref>
==== ଡେଟ୍ ====
ଡେଟ୍ ଫଣ୍ଡଗୁଡିକୁ ବିଭିନ୍ନ ପ୍ରକାରର ନିଶ୍ଚିତ ଲାଭ ପୁଞ୍ଜିରେ ନିବେଶ କରାଯାଇଥାଏ, ଉଦାହରଣ ସ୍ୱରୂପ [[ବଣ୍ଡ]], [[ସିକ୍ୟୋରିଟି]], [[ଟ୍ରେଜେରି ବିଲ୍]], [[ଫିକ୍ସଡ଼ ମାଚ୍ୟୁରିଟି ପ୍ଲାନ]] (ଏଫ.ଏମ.ପି.), [[ଗିଲଟ୍ ଫଣ୍ଡ୍]], [[ଲୀକୁଇଡ ଫଣ୍ଡ୍]], ମଂଥଲି ଇନକମ୍ ପ୍ଲାନ (ଏମ.ଆଇ.ପି.) ଏବଂ ଅନ୍ୟାନ୍ୟ ପୁଞ୍ଜି ଯେଉଁଥିରେ ଏକ ନିର୍ଦ୍ଧିଷ୍ଟ ସମୟସୀମାପରେ ଏକ ନିର୍ଦ୍ଧିଷ୍ଟ ସୁଧ ହାରରେ ଟଙ୍କା ମିଳିବ । ଯଦି ଆପଣ ଏକ ନିରାଶବାଦୀ ଓ ଅଳ୍ପ ବିପଦଯୁକ୍ତ ପୁଞ୍ଜି ନିବେଶକାରୀ ତେବେ ଏହିଭଳି ପୁଞ୍ଜିରେ ନିବେଶ କରନ୍ତୁ ।<ref name=":2">https://cleartax.in/s/mutual-fund-types/</ref>
 
'''ଲାର୍ଜ କ୍ୟାପ''' : [[ମାର୍କେଟ କ୍ୟାପିଟାଲାଇଜେସନ]] ହିସାବରେ ସବୁଠାରୁ ବଡ଼ ୧୦୦ଟି କମ୍ପାନୀ ଏହି ବିଭାଗ ଅଧୀନରେ ଆସୁଛନ୍ତି ।
==== ମନି ମାର୍କେଟ/ଲିକୁଇଡ ====
 
ଯେଉଁଭଳି ଶେୟାରରେ ନିବେଶ କରୁଥିବା ଲୋକେ ଶେୟାର ବଜାରରେ ଟ୍ରେଡିଂ କରନ୍ତି, ସେହିଭଳି କିଛି ଲୋକ ଟଙ୍କାପଇସାର କାରବାର [[ମନି ମାର୍କେଟ]]<nowiki/>ରେ କରିଥାନ୍ତି । ଏହା ମୁଖ୍ୟତଃ ସରକାରଙ୍କ ଦ୍ୱାରା ପରିଚାଳିତ ହୋଇଥାଏ । ଏଥିରେ ଏକ ନିର୍ଦ୍ଧିଷ୍ଟ ପରିମାଣର ଡିଭିଡେଣ୍ଡ ମିଳିଥାଏ ।<ref name=":2" />
'''ମିଡ କ୍ୟାପ''' : ୧୦୧ତମ ରୁ ୨୫୦ତମ କମ୍ପାନୀ ଏହି ବିଭାଗ ଅଧିନସ୍ଥ ।
 
'''ସ୍ମଲ କ୍ୟାପ :''' ୨୫୧ତମ କମ୍ପାନୀରୁ ଅଧିକା ଏହି ବିଭାଗ ଅଧୀନରେ ଅଟନ୍ତି ।
 
 
==== ଡେଟ୍ ====
ଡେଟ୍ ଫଣ୍ଡଗୁଡିକୁ ବିଭିନ୍ନ ପ୍ରକାରର ନିଶ୍ଚିତ ଲାଭ ପୁଞ୍ଜିରେ ନିବେଶ କରାଯାଇଥାଏ, ଉଦାହରଣ ସ୍ୱରୂପ [[ବଣ୍ଡ]], [[ସିକ୍ୟୋରିଟି]], [[ଟ୍ରେଜେରି ବିଲ୍]], [[ଫିକ୍ସଡ଼ ମାଚ୍ୟୁରିଟି ପ୍ଲାନ]] (ଏଫ.ଏମ.ପି.), [[ଗିଲଟ୍ ଫଣ୍ଡ୍]], [[ଲୀକୁଇଡ ଫଣ୍ଡ୍]], ମଂଥଲି ଇନକମ୍ ପ୍ଲାନ (ଏମ.ଆଇ.ପି.) ଏବଂ ଅନ୍ୟାନ୍ୟ ପୁଞ୍ଜି ଯେଉଁଥିରେ ଏକ ନିର୍ଦ୍ଧିଷ୍ଟ ସମୟସୀମାପରେ ଏକ ନିର୍ଦ୍ଧିଷ୍ଟ ସୁଧ ହାରରେ ଟଙ୍କା ମିଳିବ । ଯଦି ଆପଣ ଏକ ନିରାଶବାଦୀ ଓ ଅଳ୍ପ ବିପଦଯୁକ୍ତ ପୁଞ୍ଜି ନିବେଶକାରୀ ତେବେ ଏହିଭଳି ପୁଞ୍ଜିରେ ନିବେଶ କରନ୍ତୁ ।<ref name=":2">https://cleartax.in/s/mutual-fund-types/</ref> ଯେଉଁଭଳି ଶେୟାରରେ ନିବେଶ କରୁଥିବା ଲୋକେ ଶେୟାର ବଜାରରେ ଟ୍ରେଡିଂ କରନ୍ତି, ସେହିଭଳି କିଛି ଲୋକ ଟଙ୍କାପଇସାର କାରବାର [[ମନି ମାର୍କେଟ]]<nowiki/>ରେ କରିଥାନ୍ତି । ଏହା ମୁଖ୍ୟତଃ ସରକାରଙ୍କ ଦ୍ୱାରା ପରିଚାଳିତ ହୋଇଥାଏ । ଏଥିରେ ଏକ ନିର୍ଦ୍ଧିଷ୍ଟ ପରିମାଣର ଡିଭିଡେଣ୍ଡ ମିଳିଥାଏ ।<ref name=":2" />
 
ଏସଇବିଆଇ ଏହି ଅଧୀନରେ ୧୬ଟି ବିଭାଗ ନିର୍ଧାରିତ କରିଛନ୍ତି ଯେଉଁଥିରେ ମ୍ୟୁଚୁଆଲ ଫଣ୍ଡ ନିବେଶ କରିପାରିବ ।<ref>https://groww.in/blog/what-are-the-various-types-of-mutual-funds-in-india/#Debt_Schemes</ref>
 
==== ବାଲାନ୍ସଡ ====
ଉପରୋକ୍ତ ତିନୋଟି ପ୍ରକାରର ଫଣ୍ଡର ସମିଶ୍ରଣରେ ଏକ ପ୍ରକାରର ନୂଆ ଫଣ୍ଡ ଗଢ଼ାଯାଇଥାଏ, ତାହାକୁ '''ବାଲାନ୍ସଡ ବା ହାଇବ୍ରିଡ ଫଣ୍ଡ''' କୁହାଯାଇଥାଏ । ଏଥିରେ ଉଭୟ ଇକ୍ୱିଟି ଏବଂ ଡେଟ୍ ଫଣ୍ଡ ପ୍ରକାରର ପୁଞ୍ଜିରେ ନିବେଶ ହୋଇଥାଏ ।<ref name=":2" />
 
ଏସଇବିଆଇ ଏହି ଅଧୀନରେ ୭ଟି ବିଭାଗ ନିର୍ଧାରିତ କରିଛନ୍ତି ଯେଉଁଥିରେ ମ୍ୟୁଚୁଆଲ ଫଣ୍ଡ ନିବେଶ କରିପାରିବ ।<ref>https://groww.in/blog/what-are-the-various-types-of-mutual-funds-in-india/#Hybrid_Schemes</ref>
=== ନିବେଶିତ କମ୍ପାନୀର ଆକାର ହିସାବରେ ===
 
=== କ୍ଷତି ଆଶଙ୍କାର ପ୍ରକାର ହିସାବରେ ===
==== ସ୍ମଲ କ୍ୟାପ ====
କ୍ଷତି ଆଶଙ୍କାର ପ୍ରକାର ହିସାବରେ ମଧ୍ୟ ମ୍ୟୁଚୁଆଲ ଫଣ୍ଡକୁ କମ, ମଝିଆମଝି ବା ଅଧିକ ଆଶଙ୍କା ବିଶିଷ୍ଟ ଫଣ୍ଡରେ ବିଭାଜିତ କରାଯାଇପାରିଥାଏ ।
 
=== କେତେକ ବିଶେଷ ଫଣ୍ଡ ===
==== ମିଡ କ୍ୟାପ ====
 
==== ଲାର୍ଜସେକ୍ଟର କ୍ୟାପଫଣ୍ଡ୍ ====
 
==== ଇଣ୍ଡେକ୍ସ ଫଣ୍ଡ୍ ====
=== କ୍ଷତି ଆଶଙ୍କାର ପ୍ରକାର ହିସାବରେ ===
 
==== ଫଣ୍ଡଗୁଡ଼ିକର ଫଣ୍ଡ୍ ====
 
==== ମନିଇମରଜିଙ୍ଗ ମାର୍କେଟ/ଲିକୁଇଡ ଫଣ୍ଡ୍ ====
 
==== ବିଦେଶୀ ଫଣ୍ଡ୍ ====
 
==== ଗ୍ଲୋବାଲ୍ ଫଣ୍ଡ୍ ====
 
==== ଏକ୍ସଚେଞ୍ଜ ଟ୍ରେଡେଡ ଫଣ୍ଡ୍ ====
 
=== ଲାଭ ନେବା ପ୍ରଣାଳୀ ହିସାବରେ ===
ଆପଣ କିଭଳି ଆପଣଙ୍କର ମ୍ୟୁଚୁଆଲ ଫଣ୍ଡରେ ହୋଇଥିବା ଲାଭ ନେବାକୁ ଚାହିଁବେ ସେହି ହିସାବରେ ମ୍ୟୁଚୁଆଲ ଫଣ୍ଡକୁ ଦୁଇ ଭାଗରେ ବିଭକ୍ତ କରାଯାଇଛି ।<ref>https://www.investopedia.com/ask/answers/which-option-better-mutual-fund-growth-option-dividend-reinvestment-option/</ref>
 
# ଡିଭିଡେଣ୍ଡ୍
==== କମ ====
# ଗ୍ରୋଥ୍
 
==== ମଝିଆମଝିଡିଭିଡେଣ୍ଡ୍ ====
ଏହି ପ୍ରକାର ଫଣ୍ଡରେ ମ୍ୟୁଚୁଆଲ ଫଣ୍ଡଦ୍ୱାରା ନିବେଶିତ କମ୍ପାନୀରୁ ମିଳିଥିବା ଡିଭିଡେଣ୍ଡ୍ ସିଧାସଳଖ ଫଣ୍ଡ ନିବେଶକାରୀମାନଙ୍କୁ (ତାଙ୍କର ସଞ୍ଚୟ ଖାତାରେ) ପ୍ରଦାନ କରାଯାଇଥାଏ ।
 
==== ଅଧିକଗ୍ରୋଥ୍ ====
ଏହି ପ୍ରକାର ଫଣ୍ଡରେ ମ୍ୟୁଚୁଆଲ ଫଣ୍ଡଦ୍ୱାରା ନିବେଶିତ କମ୍ପାନୀରୁ ମିଳିଥିବା ଡିଭିଡେଣ୍ଡ୍ ଫଣ୍ଡ ନିବେଶକାରୀମାନଙ୍କୁ ପ୍ରଦାନ କରାନଯାଇ ସେହି ମୂଲ୍ୟର ୟୁନିଟ କିଣି ସେମାନଙ୍କ ନାମରେ କରାଯାଇଥାଏ ।
 
== ଆଧାର ==