"ମ୍ୟୁଚୁଆଲ ଫଣ୍ଡ" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
ଟିକେ →‎ଇକ୍ୱିଟି: ନିବେଶିତ ଦ୍ରବ୍ୟ ହିସାବରେ ପ୍ରକାର ଲେଖାହେଲା
୧୧୨ କ ଧାଡ଼ି:
 
==== ଇକ୍ୱିଟି ====
ଏହିପ୍ରକାର ଫଣ୍ଡଗୁଡ଼ିକୁ [[ଶେୟାର ବଜାର]]<nowiki/>ରେ ବିଭିନ୍ନ କମ୍ପାନୀର ଶେୟାର ଉପରେ ନିବେଶ କରାଯାଇଥାଏ । ଏହା ଅନ୍ୟାନ୍ୟ ପ୍ରକାରର ଫଣ୍ଡଠାରୁ ଅଧିକ ଲାଭ ଦେଇଥାଏ, ତେଣୁ ଏହା ଅନ୍ୟ ଫଣ୍ଡ୍ ଠାରୁ ଅଧିକ ସଙ୍କଟାପର୍ଣ୍ଣ ଅଟେ ।<ref>https://www.policybazaar.com/mutual-funds/</ref>
 
==== ଡେଟଡେଟ୍ ====
ଡେଟ୍ ଫଣ୍ଡଗୁଡିକୁ ବିଭିନ୍ନ ପ୍ରକାରର ନିଶ୍ଚିତ ଲାଭ ପୁଞ୍ଜିରେ ନିବେଶ କରାଯାଇଥାଏ, ଉଦାହରଣ ସ୍ୱରୂପ [[ବଣ୍ଡ]], [[ସିକ୍ୟୋରିଟି]], [[ଟ୍ରେଜେରି ବିଲ୍]], [[ଫିକ୍ସଡ଼ ମାଚ୍ୟୁରିଟି ପ୍ଲାନ]] (ଏଫ.ଏମ.ପି.), [[ଗିଲଟ୍ ଫଣ୍ଡ୍]], [[ଲୀକୁଇଡ ଫଣ୍ଡ୍]], ମଂଥଲି ଇନକମ୍ ପ୍ଲାନ (ଏମ.ଆଇ.ପି.) ଏବଂ ଅନ୍ୟାନ୍ୟ ପୁଞ୍ଜି ଯେଉଁଥିରେ ଏକ ନିର୍ଦ୍ଧିଷ୍ଟ ସମୟସୀମାପରେ ଏକ ନିର୍ଦ୍ଧିଷ୍ଟ ସୁଧ ହାରରେ ଟଙ୍କା ମିଳିବ । ଯଦି ଆପଣ ଏକ ନିରାଶବାଦୀ ଓ ଅଳ୍ପ ବିପଦଯୁକ୍ତ ପୁଞ୍ଜି ନିବେଶକାରୀ ତେବେ ଏହିଭଳି ପୁଞ୍ଜିରେ ନିବେଶ କରନ୍ତୁ ।<ref name=":2">https://cleartax.in/s/mutual-fund-types/</ref>
 
==== ମନି ମାର୍କେଟ/ଲିକୁଇଡ ====
ଯେଉଁଭଳି ଶେୟାରରେ ନିବେଶ କରୁଥିବା ଲୋକେ ଶେୟାର ବଜାରରେ ଟ୍ରେଡିଂ କରନ୍ତି, ସେହିଭଳି କିଛି ଲୋକ ଟଙ୍କାପଇସାର କାରବାର [[ମନି ମାର୍କେଟ]]<nowiki/>ରେ କରିଥାନ୍ତି । ଏହା ମୁଖ୍ୟତଃ ସରକାରଙ୍କ ଦ୍ୱାରା ପରିଚାଳିତ ହୋଇଥାଏ । ଏଥିରେ ଏକ ନିର୍ଦ୍ଧିଷ୍ଟ ପରିମାଣର ଡିଭିଡେଣ୍ଡ ମିଳିଥାଏ ।<ref name=":2" />
 
==== ବାଲାନ୍ସଡ ====
ଉପରୋକ୍ତ ତିନୋଟି ପ୍ରକାରର ଫଣ୍ଡର ସମିଶ୍ରଣରେ ଏକ ପ୍ରକାରର ନୂଆ ଫଣ୍ଡ ଗଢ଼ାଯାଇଥାଏ, ତାହାକୁ '''ବାଲାନ୍ସଡ ବା ହାଇବ୍ରିଡ ଫଣ୍ଡ''' କୁହାଯାଇଥାଏ । ଏଥିରେ ଉଭୟ ଇକ୍ୱିଟି ଏବଂ ଡେଟ୍ ଫଣ୍ଡ ପ୍ରକାରର ପୁଞ୍ଜିରେ ନିବେଶ ହୋଇଥାଏ ।<ref name=":2" />
 
=== ନିବେଶିତ କମ୍ପାନୀର ଆକାର ହିସାବରେ ===