"ମ୍ୟୁଚୁଆଲ ଫଣ୍ଡ" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
ଟିକେ →‎ଏଣ୍ଟ୍ରି ଲୋଡ୍: ଲୋଡ୍ ଲୋଡେଡ
୪୪ କ ଧାଡ଼ି:
<big>ନେଟ ଆସେଟ ଭାଲ୍ୟୁ = (ଆସେଟ - ଲାୟାବିଲିଟି) / (ମୋଟ ୟୁନିଟ)</big>
 
* ଉଦାହରଣ ସ୍ୱରୂପ ଧରନ୍ତୁ ଆଜିକାର ଦିନ ସରିଲା ପରେ ଜଣାପଡିଲା କି ଗୋଟିଏ ମ୍ୟୁଚୁଆଲ‌୍ ଫଣ୍ଡର ନିବେଶ ହେଇଛି ୧ କୋଟି, ଏହା ପାଖରେ ୧୦ ଲକ୍ଷ ଟଙ୍କା ନଗଦ ଅଛି ଓ ୫ ଲକ୍ଷ ଟଙ୍କା ମିଳିବାର ଅଛି । ଏହା ଛଡ଼ା ଆଜିର ଦିନର ଲାଭ ୧ ଲକ୍ଷ, ଅଳ୍ପ ଦିନର ୠଣ ୨୦ ଲକ୍ଷ ଓ ଅଧିକ ସମୟ ପାଇଁ ୠଣ ୧୫ ଲକ୍ଷ ଅଛି । ମ୍ୟୁଚୁଆଲ‌୍ ଫଣ୍ଡର ୧ ଲକ୍ଷ ୟୁନିଟ ବଣ୍ଟାଯାଇଛି । ଉପରୋକ୍ତ ସମୀକରଣ ହିସାବରେ ଏନଏଭି ଏହି ଭଳି ଗଣନା କରାଯିବ । [[ଆସେଟ]] = ୧,୦୦,୦୦,୦୦୦ + ୧୦,୦୦,୦୦୦ + ୫,୦୦,୦୦୦ + ୧,୦୦,୦୦୦ = ୧,୧୬,୦୦,୦୦୦ ଟଙ୍କା [[ଲାୟାବିଲିଟି]] = ୨୦,୦୦,୦୦୦ + ୧୫,୦୦,୦୦୦ = ୩୫,୦୦,୦୦୦ ଟଙ୍କା ମୋଟ ୟୁନିଟ = ୧,୦୦,୦୦୦ଟି ନେଟ ଆସେଟ ଭାଲ୍ୟୁ = (୧,୧୬,୦୦,୦୦୦ - ୩୫,୦୦,୦୦୦) / ୧,୦୦,୦୦୦ = ୮୧ ଟଙ୍କା <ref name=":1" /> ଏଠାରେ ଗଣନାକୁ ସରଳ କରିବା ନିମିତ୍ତ ଖୁବ କମ ଆସେଟ ଏବଂ ଲାୟାବିଲିଟିର ପ୍ରକାର ନିଆଯାଇଛି, ବାସ୍ତବରେ ଏହା ଜଟିଳ ଅଟେ ଏବଂ ଅନେକ ପ୍ରକାରର ଆସେଟ ଓ ଲାୟାବିଲିଟି ରହିଥାଏ ।
 
ନେଟ ଆସେଟ ଭାଲ୍ୟୁ = (୧,୧୬,୦୦,୦୦୦ - ୩୫,୦୦,୦୦୦) / ୧,୦୦,୦୦୦ = ୮୧ ଟଙ୍କା <ref name=":1" />
 
ଏଠାରେ ଗଣନାକୁ ସରଳ କରିବା ନିମିତ୍ତ ଖୁବ କମ ଆସେଟ ଏବଂ ଲାୟାବିଲିଟିର ପ୍ରକାର ନିଆଯାଇଛି, ବାସ୍ତବରେ ଏହା ଜଟିଳ ଅଟେ ଏବଂ ଅନେକ ପ୍ରକାରର ଆସେଟ ଓ ଲାୟାବିଲିଟି ରହିଥାଏ ।
 
* ଦୁଇଟି ମ୍ୟୁଚୁଆଲ‌୍ ଫଣ୍ଡ୍ ମଧ୍ୟରେ ଭଲ ଜାଣିବାକୁ ହେଲେ ନେଟ ଆସେଟ ଭାଲ୍ୟୁ କିଛି ପ୍ରଭାବ ପକାଏ ନାହିଁ । ପୂର୍ବରୁ ମିଳିଥିବା ଲାଭ ହିସାବରେ ହିଁ ଚୟନ କରାଯାଇଥାଏ ।<ref>https://economictimes.indiatimes.com/wealth/mutual-funds/how-should-a-mutual-fund-investor-interpret-net-asset-value/articleshow/50749675.cms</ref>
Line ୧୦୮ ⟶ ୧୦୪:
 
==== କ୍ଲୋଜ ଏଂଡେଡ ====
ଏହି ଭଳି ଫଣ୍ଡ ଗୁଡିକରେ ଆସେଟ ମ୍ୟାନେଜମେଣ୍ଟ କମ୍ପାନୀ ଫଣ୍ଡକୁ ବିଭିନ୍ନ ପୁଞ୍ଜିରେ ନିବେଶ ପୂର୍ବରୁ କେବଳ କିଛି ଦିନ ପାଇଁ ଅର୍ଥ ଜମା ରଖିବା ନିମନ୍ତେ ପ୍ରସ୍ତାବ ରଖିଥାନ୍ତି । ଏକ ନିର୍ଦ୍ଧିଷ୍ଟ ସମୟସୀମାପରେ ମ୍ୟୁଚୁଆଲ ଫଣ୍ଡଟି ପରିପକ୍ଵତା ଲାଭ କରିବ, ସେହି ସମୟ ପୂର୍ବରୁ କିଣିଥିବା ୟୁନିଟ ଆସେଟ ମ୍ୟାନେଜମେଣ୍ଟ କମ୍ପାନୀକୁ ବିକ୍ରି କରିହେବ ନାହିଁ । ହେଲେ ଏହି ୟୁନିଟକୁ ଆପଣ ପରିପକ୍ଵତା ପୂର୍ବରୁ ଶେୟାର ବଜାର ଭଳି ଅନ୍ୟ ଏକ ନିବେଶକାରୀ ସହ ଟ୍ରେଡ କରିପାରିବେ ।<ref>https://www.policybazaar.com/mutual-funds/</ref><ref>https://www.bankbazaar.com/mutual-fund/types-of-mutual-funds.html?ck=Y%2BziX71XnZjIM9ZwEflsyH%2B0oviQh3JQ4Da6U8drI06ZC0TqFEkhF6ljN6nbC1ZXXBwImSfaF7%2BS%0AmJOG7qYyyg%3D%3D&rc=1</ref>
 
==== ଇଂଟରବାଲ୍ ଫଣ୍ଡ୍ ====
ଏହି ଭଳି ଫଣ୍ଡ ଗୁଡିକରେ ଉଭୟ ଓପନ ଏଂଡେଡ ଓ କ୍ଲୋଜ ଏଂଡେଡ ଫଣ୍ଡର ବୈଶିଷ୍ଟ୍ୟତା ରହିଥାଏ । କିଛି ସମୟସୀମା ଅବଧାନରେ ଏହି ଫଣ୍ଡଟି କିଣାବିକା ହେବାକୁ ଖୋଲିଥାଏ ।<ref>https://www.bankbazaar.com/mutual-fund/types-of-mutual-funds.html?ck=Y%2BziX71XnZjIM9ZwEflsyH%2B0oviQh3JQ4Da6U8drI06ZC0TqFEkhF6ljN6nbC1ZXXBwImSfaF7%2BS%0AmJOG7qYyyg%3D%3D&rc=1</ref>
 
=== ନିବେଶିତ ଦ୍ରବ୍ୟ ହିସାବରେ ===