"ମ୍ୟୁଚୁଆଲ ଫଣ୍ଡ" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
ଟିକେ →‎ୟୁନିଟ: ତଥ୍ୟ ++
ଟିକେ →‎ଏଣ୍ଟ୍ରି ଲୋଡ୍: ଲୋଡ୍ ଲୋଡେଡ
୬୯ କ ଧାଡ଼ି:
|}
 
=== ଏଣ୍ଟ୍ରି ଲୋଡ୍ ===
ନିବେଶକାରୀ ମାନେ ଯେତେବେଳେ ମ୍ୟୁଚୁଆଲ‌୍ ଫଣ୍ଡରେ ଅର୍ଥ ଜମା କରନ୍ତି ବା ଉଠେଇଥାନ୍ତି, କିଛି ଆସେଟ ମ୍ୟାନେଜମେଣ୍ଟ କମ୍ପାନୀ ଏକ ପାଉଣା ନେଇଥାନ୍ତି, ଯାହାକୁ କି '''ଲୋଡ୍''' ବା କମିଶନ କୁହାଯାଇଥାଏ । ଏହି ଲୋଡ୍ ଦୁଇ ପ୍ରକାରର:<ref>https://economictimes.indiatimes.com/definition/entry-load</ref>
 
===# ଏକ୍ଜିଟଏଣ୍ଟ୍ରି ଲୋଡ୍ ===
# ଏକ୍ଜିଟ ଲୋଡ୍
 
==== ଏଣ୍ଟ୍ରି ଲୋଡ୍ ====
ଯେତେବେଳେ ଏକ ନିବେଶକାରୀ ବା ସାଧାରଣ ଲୋକ ମ୍ୟୁଚୁଆଲ‌୍ ଫଣ୍ଡରେ ଟଙ୍କା ଜମା କରନ୍ତି ସେହି ସମୟରେ ହେଉଥିବା ଲୋଡ୍ ବା ପାଉଣାକୁ '''ଏଣ୍ଟ୍ରି ଲୋଡ୍''' କୁହାଯାଇଥାଏ ।<ref>https://www.bankbazaar.com/mutual-fund/load-mutual-fund.html?ck=Y%2BziX71XnZjIM9ZwEflsyInYOiGIfXvLyqG1kyDwZLWZC0TqFEkhF6ljN6nbC1ZXXBwImSfaF7%2BS%0AmJOG7qYyyg%3D%3D&rc=1</ref>
 
==== ଏକ୍ଜିଟ ଲୋଡ୍ ====
ଅନ୍ୟ ପକ୍ଷରେ ଯେତେବେଳେ ଏକ ନିବେଶକାରୀ ମ୍ୟୁଚୁଆଲ‌୍ ଫଣ୍ଡରେ ଟଙ୍କା ଉଠାନ୍ତି ସେହି ସମୟରେ ହେଉଥିବା ଲୋଡ୍ ବା ପାଉଣାକୁ '''ଏକ୍ଜିଟ ଲୋଡ୍''' କୁହାଯାଇଥାଏ ।<ref>https://www.moneycontrol.com/glossary/mutual-fund/what-is-an-entry-load-and-an-exit-load_1586.html</ref>
 
== ନିବେଶକ ମାନଙ୍କର ସୁବିଧା ଓ ଅସୁବିଧା ==