"ମାନସୀ (ଓଡ଼ିଆ କଥାଚିତ୍ର)" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
ଟିକେNo edit summary
୧ କ ଧାଡ଼ି:
{{About|୧୯୮୧ର ଓଡ଼ିଆ କଥାଚିତ୍ର||ମାନସୀ ପ୍ରଧାନ}}
{{ଛୋଟ|Manasi}}
{{Infobox film
Line ୨୭ ⟶ ୨୮:
}}
 
'''ମାନସୀ''', ୧୯୮୧ ମସିହାରେ ମୁକ୍ତିଲାଭ କରିଥିବା ଏକ ଓଡ଼ିଆ କଥାଚିତ୍ର ।<ref>{{cite news |title=ପ୍ରେକ୍ଷାଳୟରେ ପ୍ରଦର୍ଶିତ ହୋଇଥିବା ଓଡ଼ିଆ ଫିଲ୍ମ |accessdate=9 August 2018 |work=ସିନେ ସମ୍ବାଦ |date=2 August 1997}}</ref> ଜୟନ୍ତ କୁମାର ଏହି କଥାଚିତ୍ରଟିର ପ୍ରଯୋଜନା କରିଥିଲେ । ଏହି କଥାଚିତ୍ରଟିର କାହାଣୀ ରଚନା କରିଥିଲେ ବିମଳ ସାହୁ ଏବଂ କୁମାର ଆନନ୍ଦ କଥାଚିତ୍ରଟିର ସଂଳାପ ରଚନା କରିଥିଲେ । ମଳୟ ମିତ୍ର ଏହି କଥାଚିତ୍ରଟିର ଚିତ୍ରନାଟ୍ୟ ରଚନା କରିଥିଲେ ଏବଂ ନିର୍ଦ୍ଦେଶନା ଦେଇଥିଲେ ।
 
ଶ୍ୟାମଳେନ୍ଦୁ ଭଟ୍ଟାଚାର୍ଯ୍ୟ, ତ୍ରିପୁରା ମିଶ୍ର, ସ୍ୱରୂପ ନାୟକ, ରାଧା ପଣ୍ଡା, ଶ୍ରୀରାମ ପଣ୍ଡା, ସାମୁଏଲ ସାହୁ, ସୌଦାମିନି ଆଦି କଳାକାରମାନେ ଏହି କଥାଚିତ୍ରଟିର ବିଭିନ୍ନ ଭୂମିକାରେ ଅଭିନୟ କରିଥିଲେ ।