"ଜୟଦେବ" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
ଟିକେ Bot: Automated text replacement (- ଠାରେ +ଠାରେ )
+ ଚିତ୍ର
୧୯ କ ଧାଡ଼ି:
 
== ଜୀବନୀ ==
<!--{{See also|Jayadeva birth controversy|Kenduli Sasan}}-->ଜୟଦେବ [[ଓଡ଼ିଶା]]ର [[ଖୋର୍ଦ୍ଧା ଜିଲ୍ଲା]]ର [[ପ୍ରାଚୀ ନଦୀ]] କୂଳରେ ଥିବା [[କେନ୍ଦୁଲି ଶାସନ]]ରେ ୧୨୦୦ ଖ୍ରୀଷ୍ଟାବ୍ଦରେ ଜନ୍ମ ନେଇଥିଲେ । ତାଙ୍କର ପିତାଙ୍କ ନାମ ଥିଲା "ଭୋଜଦେବ" ଓ ମାତାଙ୍କର ନାମ ଥିଲା "ବାମାଦେବୀ", ମନ୍ଦିର ପୁରାଣରୁ ଜାଣିବାକୁ ମିଳିଥାଏ ଯେ ତାଙ୍କର ଶିକ୍ଷାଦୀକ୍ଷା [[କୋଣାର୍କ]] ନିକଟରେ ଥିବା "କୂର୍ମପଟକ"ଠାରେ ହୋଇଥିଲା ।
<!--{{See also|Jayadeva birth controversy|Kenduli Sasan}}-->
[[ଫାଇଲ:Radha and Krishna in Discussion.jpg|thumb|330px|right|ଜୟଦେବଙ୍କ [[ଗୀତଗୋବିନ୍ଦ]]ରେ ବର୍ଣ୍ଣନା ବାସୋହଲି ଛବିରେ (୧୭୩୦ ଖ୍ରୀଷ୍ଟାବ୍ଦ) <!--Basohli painting (circa 1730 AD)-->]]
ଜୟଦେବ [[ଓଡ଼ିଶା]]ର [[ଖୋର୍ଦ୍ଧା ଜିଲ୍ଲା]]ର [[ପ୍ରାଚୀ ନଦୀ]] କୂଳରେ ଥିବା [[କେନ୍ଦୁଲି ଶାସନ]]ରେ ୧୨୦୦ ଖ୍ରୀଷ୍ଟାବ୍ଦରେ ଜନ୍ମ ନେଇଥିଲେ । ତାଙ୍କର ପିତାଙ୍କ ନାମ ଥିଲା "ଭୋଜଦେବ" ଓ ମାତାଙ୍କର ନାମ ଥିଲା "ବାମାଦେବୀ", ମନ୍ଦିର ପୁରାଣରୁ ଜାଣିବାକୁ ମିଳିଥାଏ ଯେ ତାଙ୍କର ଶିକ୍ଷାଦୀକ୍ଷା [[କୋଣାର୍କ]] ନିକଟରେ ଥିବା "କୂର୍ମପଟକ"ଠାରେ ହୋଇଥିଲା ।
[[ଫାଇଲ:Jayadeva Pitha, KenduBilwa 02.JPG|thumb|left|ଜୟଦେବ ପିଠ, କେନ୍ଦୁଲି ଗ୍ରାମ, (କେନ୍ଦୁବିଲ୍ଲ୍ଵ)]]
[[ଫାଇଲ:Westindischer Maler um 1550 001.jpg|thumb| [[ଗୀତ ଗୋବିନ୍ଦ]]ର ପାଣ୍ଡୁଲିପି
୧୫୦୦ ଖ୍ରୀ.ଅ.]]
 
== ସାହିତ୍ୟ କୃତି ==
<!--{{main|Works of Jayadeva}}-->
Line ୩୧ ⟶ ୨୬:
 
ଜୟଦେବଙ୍କ ରଚିତ ପଦାବଳୀ [[ଶିଖ ଧର୍ମ]]ର ଧର୍ମଗ୍ରନ୍ଥ [[ଗୁରୁ ଗ୍ରନ୍ଥ ସାହେବ]]ରେ ମଧ୍ୟ ବ୍ୟବହାର କରାଯାଇଅଛି । କୁହାଯାଏ [[ଗୁରୁ ନାନକ]]ଙ୍କ ଓଡ଼ିଶା ଆସିବା ସମୟରେ ଏହି ପଦାବଳୀ ସବୁ ତାହାଙ୍କ ଦେଇ "ଗୁରୁ ଗ୍ରନ୍ଥ ସାହେବ"ରେ ରଖାଯାଇଅଛି ।<ref>[http://orissagov.nic.in/e-magazine/Orissareview/july2003/englishchpter/Visit%20of%20Guru%20Nanak%20to%20Puri.PDF Visit of Guru Nanak]</ref>
[[ଫାଇଲ:Ancient stone idol of poet Jayadeba at Akhandaleswara Temple, Prataparudrapura, Odisha.jpg|thumb|ପ୍ରତାପରୁଦ୍ରପୁରଆଖଣ୍ଡଳେଶ୍ୱର ଦେଉଳ ପ୍ରାଙ୍ଗଣରେ ଥିବା ଜୟଦେବଙ୍କ ପୁରାତନ ମୂର୍ତ୍ତି]]
[[ଫାଇଲ:Radha and Krishna in Discussion.jpg|thumb|330px|right|ଜୟଦେବଙ୍କ [[ଗୀତଗୋବିନ୍ଦ]]ରେ ବର୍ଣ୍ଣନା ବାସୋହଲି ଛବିରେ (୧୭୩୦ ଖ୍ରୀଷ୍ଟାବ୍ଦ) <!--Basohli painting (circa 1730 AD)-->]][[ଫାଇଲ:Westindischer Maler um 1550 001.jpg|thumb| [[ଗୀତ ଗୋବିନ୍ଦ]]ର ପାଣ୍ଡୁଲିପି
୧୫୦୦ ଖ୍ରୀ.ଅ.]]
 
== ଆଧାର ==
"https://or.wikipedia.org/wiki/ଜୟଦେବ"ରୁ ଅଣାଯାଇଅଛି