"ମ୍ୟୁଚୁଆଲ ଫଣ୍ଡ" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
ଟିକେ Bot: Automated text replacement (- ରେ +ରେ )
ଟିକେ ଲେଖିବାର ଢାଞ୍ଚା ପ୍ରସ୍ତୁତ ହେଲା
୧ କ ଧାଡ଼ି:
{{ଲେଖା ଚାଲିଛି}}{{ଛୋଟ|Mutual Fund}}
'''ମ୍ୟୁଚୁଆଲ‌୍ ଫଣ୍ଡ''' [[ଶେୟାର ବଜାର|ବିତ୍ତୀୟ ବଜାରରବଜାର]]<nowiki/>ର ବିଭିନ୍ନ ସାଧନରେ [[ପୁଞ୍ଜି ନିବେଶ]]ର ସୁଯୋଗ ନେଇ ନିବେଶକମାନଙ୍କୁ ସାମୟିକ ଆୟ ଓ ପୁଞ୍ଜି ବର୍ଦ୍ଧନର ସୁଯୋଗ ପ୍ରଦାନ କରିବା ହେଉଛି ମ୍ୟୁଚୁଆଲ‌୍ ଫଣ୍ଡର ପ୍ରାଥମିକ ଲକ୍ଷ୍ୟ । ମ୍ୟୁଚୁଆଲ‌୍ ଫଣ୍ଡ ଗୁଡିକଦ୍ବାରା ଜାରି ବିଭିନ୍ନ ପରିକଳ୍ପନା ଅନୁଯାୟୀ ସେଥିରେ ବୃହତ‌୍‍ ପରିମାଣର ପୁଞ୍ଜି ଏକତ୍ରୀକରଣ ତଥା ପ୍ରବନ୍ଧନ କରାଯାଏ । ଏହି ଅର୍ଥ ବିଭିନ୍ନ ପ୍ରକାରର ନିବେଶକମାନଙ୍କଠାରୁ ଏକୀକୃତ ହୋଇଥାଏ ।ବିଭିନ୍ନ। ବିଭିନ୍ନ ପ୍ରକାରର ନିବେଶକ ଯଥା- ସାଧାରଣ ଓ ସଂସ୍ଥାଗତ ନିବେଶକମାନଙ୍କର ଭିନ୍ନଭିନ୍ନ ଲକ୍ଷ୍ୟକୁ ଦୃଷ୍ଟି ରଖି ମ୍ୟୁଚୁଆଲ‌୍ ଫଣ୍ଡ ମାନେ ବିଭିନ୍ନ ଯୋଜନାମାନ ପ୍ରବର୍ତ୍ତିତ କରିଥାନ୍ତି ।ମ୍ୟୁଚୁଆଲ‌୍। ମ୍ୟୁଚୁଆଲ‌୍ ଫଣ୍ଡ ଗୁଡିକ, ନିଜର ନିବେଶ ଲକ୍ଷ୍ୟ ଘୋଷିତ କରି ଜନତାଙ୍କଠାରୁ ପୁଞ୍ଜି ଆହରଣ କରନ୍ତି । ଏହି ଯୋଜନାର ନିର୍ମାଣ ସଂରଚନା ଅନୁଯାୟୀ ନିବେଶକଙ୍କଠାରୁ ଗୋଟିଏ ନିର୍ଦ୍ଧିଷ୍ଟ ସମୟ ଲାଗି ଅଥବା ନିୟମିତ ଭାବରେ ପୁଞ୍ଜି ଆହରଣ କରାଯାଏ । ଏହି ଏକତ୍ରୀତ ରାଶିକୁ କେତୋଟି ନିର୍ଦ୍ଦିଷ୍ଟ ‘ଏକକ’ରେ‘ଏକକ’ ବା ୟୁନିଟ‌୍‍ ରେ ରୂପାନ୍ତରିତ କରାଯାଏ । ସାଧାରଣତଃ ପ୍ରତ୍ୟେକ ୟୁନିଟ‌୍‍ର ପ୍ରାଥମିକ ମୂଲ୍ୟ ୧୦ ଟଙ୍କାଟଙ୍କାରୁ ଆରମ୍ଭ ହୋଇଥାଏ । ୟୁନିଟ‌୍‍ ସଂଖ୍ୟାକୁ ଫେସ‌୍‍ ଭାଲ୍ୟୁରେ ଗୁଣନ କଲେ ଯୋଜନାର ସମ୍ପତ୍ତି ମିଳିଥାଏ । ପ୍ରତ୍ୟେକ ଯୋଜନା ଅନ୍ତର୍ଗତ କରାଯାଇଥିବା ନିବେଶ, ଲାଭାଂଶ ଓ ସୁଧ ପ୍ରାପ୍ତ କରେ ।
 
== ନିବେଶକ ମାନଙ୍କର ସୁବିଧା ଓ ଅସୁବିଧା ==
 
=== ସୁବିଧା ===
 
=== ଅସୁବିଧା ===
 
== ମ୍ୟୁଚୁଆଲ‌୍ ଫଣ୍ଡର ପ୍ରକାର ==
ବିଭିନ୍ନ ପ୍ରକାର ମ୍ୟୁଚୁଆଲ‌୍ ଫଣ୍ଡର ପ୍ରକାର ବିଷୟରେ ନିମ୍ନରେ ଲେଖାହେଲା ।<ref>https://timesofindia.indiatimes.com/articles/Different-Types-and-Kinds-of-Mutual-Funds/articleshowhsbc/22624820.cms</ref>
 
=== ପରିପକ୍ଵତା ହିସାବରେ ===
 
==== ଓପନ ଏଂଡେଡ଼ ====
 
==== କ୍ଲୋଜ ଏଂଡେଡ଼ ====
 
==== ଇଂଟରବାଲ୍ ଫଣ୍ଡ୍ ====
 
=== ନିବେଶିତ ଦ୍ରବ୍ୟ ହିସାବରେ ===
 
==== ଇକ୍ୱିଟି ====
 
==== ଡେଟ ====
 
==== ମନି ମାର୍କେଟ/ଲିକୁଇଡ ====
 
==== ବାଲାନ୍ସଡ଼ ====
 
== ଆଧାର ==
Line ୫ ⟶ ୩୩:
 
[[ଶ୍ରେଣୀ:ଅର୍ଥନୀତି]]
[[ଶ୍ରେଣୀ:ଶେୟାର ବଜାର]]