"ଧାରେ ଆଲୁଅ" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
ଟିକେ Bot: Removing from ଓଡ଼ିଆ ସିନେମା
୩୧ କ ଧାଡ଼ି:
== କାହାଣୀ ==
ସାମ୍ବାଦିକ ହେମନ୍ତର ସ୍ତ୍ରୀକୁ କିଛି ଦୁର୍ବୁତ୍ତ ହତ୍ୟା କରନ୍ତି । ହେମନ୍ତର ପୁଅ ବୁଲୁ ଓ ଝିଅ ରାନୁ ଅନାଥ ହୋଇ ପଡିଶା ଘରେ ଆଶ୍ରୟ ନେଇ ନିର୍ଯାତିତ ହୁଅନ୍ତି । ଘଟଣାକ୍ରମେ ସେମାନେ ହେମନ୍ତର ବନ୍ଧୁ ଲଳିତ ଘରେ ଆଶ୍ରୟ ନିଅନ୍ତି । ଲଳିତର ସ୍ତ୍ରୀ ସୁମିତ୍ରା ଓ ବାପା ରୁଦ୍ରବାବୁଙ୍କ ସ୍ନେହ ଆଦର ପାଇ ସେମାନେ ସେହି ଘରକୁ ଆଦରି ନିଅନ୍ତି । ହେମନ୍ତ ଦିନେ ନିଜ ପିଲାମାନଙ୍କୁ ନେବା ପାଇଁ ଲଳିତ ଘରକୁ ଆସେ କିନ୍ତୁ ପିଲାମାନେ ଫେରିବାକୁ ମନା କରନ୍ତି । ହେମନ୍ତଠୁ ଲୁଚି ଦଉଡିଯିବା ସମୟରେ ପୁଅ ବୁଲୁ ପୋଖରୀରେ ବୁଡି ମରିଯାଏ । ହେମନ୍ତ ଏହି ଦୁର୍ଘଟଣା ପାଇଁ ରୁଦ୍ରବାବୁ ଓ ଲଳିତକୁ ଦାୟୀ କରେ । ଲଳିତକୁ ହତ୍ୟା କରି ସେ ପ୍ରତିଶୋଧ ନେବାକୁ ଚାହେଁ । ପରେ କିନ୍ତୁ ସେ ନିଜର ଭୁଲ ବୁଝିପାରେ ଓ ଲଳିତକୁ କ୍ଷମା ମାଗେ । ଲଳିତ ଉପରେ ଚାଲିଥିବା ପୁଲିସ କେସ ଓ ଆରୋପକୁ ନିଜ ଉପରକୁ ନେଇ ପୁଲିସ ପାଖରେ ଆତ୍ମ ସମର୍ପଣ କରେ । <ref>ପ୍ରମେୟ ୧୭/୦୪/୨୦୧୪ ପୃଷ୍ଠା ୨୦</ref>
==ଅଭିନୟ==
==ଅଭିନୟରେ==
{{Div col|3}}
* ପୃଥ୍ଵୀରାଜ ମିଶ୍ର
୪୭ କ ଧାଡ଼ି:
* ପ୍ରତାପ ପାତ୍ର
{{div col end}}
 
==ଗୀତ ଓ ସଙ୍ଗୀତ==
ଇନ୍ଦ୍ରାଣୀ ମିଶ୍ର ଏହି କଥାଚିତ୍ରଟିରେ କଣ୍ଠଦାନ କରିଥିଲେ ।<ref>{{cite book |title=Orissa reference: glimpses of Orissa |date=2001 |publisher=TechnoCAD Systems |url=https://books.google.co.in/books?id=1RBuAAAAMAAJ&q=%22Bhakta+Salabega%22&dq=%22Bhakta+Salabega%22&hl=or&sa=X&ved=0ahUKEwilm4m508zdAhUGvo8KHfebDyUQ6AEINzAE |accessdate=21 September 2018 |language=en}}</ref>
 
== ଆଧାର ==
{{ଆଧାର}}