"ଅସୀତ ପତି" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
ଟିକେNo edit summary
୨୭ କ ଧାଡ଼ି:
 
==ରାଜନୀତି==
ଅସୀତ ପତି [[ବିଜୁ ପଟ୍ଟନାୟକ]]<nowiki>ଙ୍କ</nowiki> ସମୟରେ [[ଉତ୍କଳ କଂଗ୍ରେସ ଦଳ]]<nowiki>ର</nowiki> ଜଣେ କର୍ମକର୍ତ୍ତା ଭାବରେ କାର୍ଯ୍ୟ କରିଥିଲେ, ଫଲରେ ବିଜୁ ପଟ୍ଟନାୟକ ତାଙ୍କ ଉପରେ ଖୁସି ହୋଇ ତାଙ୍କୁ [[ପାରାଦ୍ୱୀପ ବନ୍ଦର]]<nowiki>ରେ</nowiki> ଏକ ଚାକିରୀ ଦେଇଥିଲେ ।<ref name="Asit Pati joined BJD"/>
 
ଏହାପରେ ସେ ୨୦୧୭ ମସିହାରେ [[ବିଜୁ ଜନତା ଦଳ]]<nowiki>ରେ</nowiki> ଯୋଗ ଦେଇଥିଲେ ।<ref name="Asit Pati BJD">{{cite news |title=Odia cine stars Uttam Mohanty, Asit Pati join BJD {{!}} OTV |url=https://odishatv.in/odisha/body-slider/odia-cine-stars-uttam-mohanty-asit-pati-join-bjd-190807 |accessdate=19 September 2018 |work=odishatv.in |date=27 January 2017 |location=ଓଡ଼ିଶା |language=en}}</ref> ବିଜୁ ଜନତା ଦଳର ପ୍ରତିଷ୍ଠାତା [[ନବୀନ ପଟ୍ଟନାୟକ]]<nowiki>ଙ୍କ</nowiki> ଉପସ୍ଥିତିରେ ଅସୀତ ପତି ନବୀନ ନିବାସରେ ବିଜୁ ଜନତା ଦଳରେ ଅଭିନେତା [[ଉତ୍ତମ ମହାନ୍ତି]]ଙ୍କ ସ‌ହ ଯୋଗ ଦେଇଥିଲେ ।<ref name="Asit Pati BJD"/>
 
==ଅଭିନୀତ କଥାଚିତ୍ର==
"https://or.wikipedia.org/wiki/ଅସୀତ_ପତି"ରୁ ଅଣାଯାଇଅଛି