"ଅସୀତ ପତି" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
୨୨ କ ଧାଡ଼ି:
 
==ଅଭିନୟ ଜୀବନ==
ଅସୀତ ପତି [[ଓଡ଼ିଆ କଥାଚିତ୍ର ଜଗତ]]<nowiki>ରେ</nowiki> ୧୯୭୯ ମସିହାରେ [[ଚିହ୍ନା ଅଚିହ୍ନା]] କଥାଚିତ୍ର ଜରିଆରେ ଅଭିନୟ ଆରମ୍ଭ କରିଥିଲେ । ଏହାପରେ ସେ ମାନିନୀ, ଟିକେ ହସ ଟିକେ ଲୁହ, ରାମ ରହିମ, ଜୀବନ ସଙ୍ଗୀତ, ଜଗା ହାତରେ ପଘା, ସତ କେବେ ଲୁଚି ରହେନା, ହାକିମ ବାବୁ, ଏଇ ଆମ ସଂସାର, ଯୋ'ର ଯାର ମୁଲକ ତା'ର, ଜୟଦେବ, ଚକାଆଖି ସବୁ ଦେଖୁଛି ଆଦି ଚଳଚ୍ଚିତ୍ରରେ ଅଭିନୟ କରିଥିଲେ । ଏଯାବତ ସେ ୪୦ରୁ ଅଧିକ ଚଳଚ୍ଚିତ୍ରରେ ପାର୍ଶ୍ୱ ଅଭିନେତା ତ‌ଥା ଖଳନାୟକ ଭୂମିକାରେ ଅଭିନୟ କରିସାରିଲେଣି ।
 
ଅସୀତ ଓଡ଼ିଆ କଥାଚିତ୍ରରେ ଅଭିନୟ ବ୍ୟତୀତ ମାଆ କାନ୍ଦେ ଆଜି ପୁଅଟେ ପାଇଁ, କଥା ରହିଗଲା କାଳ କାଳକୁ, ଗୋପରେ ବଢ଼ୁଛି କଳା କହ୍ନେଇ, ରିଭେଞ୍ଜ ଆଦି ଓଡ଼ିଆ କଥାଚିତ୍ରର ପ୍ରଯୋଜନା କରିଥିଲେ । ଏଥିସ‌ହିତ ସେ ମାଆ କାନ୍ଦେ ଆଜି ପୁଅଟେ ପାଇଁ, କଥା ରହିଗଲା କାଳ କାଳକୁ ଆଦି ଚଳଚ୍ଚିତ୍ରର ନିର୍ଦ୍ଦେଶନା ଦେଇଥିଲେ । ସେ କଥା ରହିଗଲା କାଳ କାଳକୁ ଚଳଚ୍ଚିତ୍ରର କାହାଣୀ ମଧ୍ୟ ରଚନା କରିଥିଲେ ।
 
==ଅଭିନୀତ କଥାଚିତ୍ର==
"https://or.wikipedia.org/wiki/ଅସୀତ_ପତି"ରୁ ଅଣାଯାଇଅଛି