"ଅସୀତ ପତି" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
ଟିକେNo edit summary
୧ କ ଧାଡ଼ି:
{{ଛୋଟ|Asit Pati}}
{{Infobox person
| name = ଅସୀତ ପତି
Line ୧୭ ⟶ ୧୮:
}}
 
'''ଅସୀତ ପତି''' ଜଣେ ଓଡ଼ିଆ କଥାଚିତ୍ର ଅଭିନେତା, ପ୍ରଯୋଜକ, ଲେଖକ ଓ ନିର୍ଦ୍ଦେଶକ । ସେ ଓଡ଼ିଆ କଥାଚିତ୍ର ଚିହ୍ନା ଅଚିହ୍ନା ଜରିଆରେ ଓଡ଼ିଆ କଥାଚିତ୍ର ଜଗତରେ ଅଭିନୟ ଆରମ୍ଭ କରିଥିଲେ ।<ref name="ଅସୀତ ପତି">{{cite news |title=ତିନିଟି ଭିନ୍ନ ଭିନ୍ନ ରୂପରେ ଆସୁଛନ୍ତି ଓଲିଉଡର ଏହି ନାମୀ ଅଭିନେତା , ଜାଣନ୍ତୁ ଏମିତି କାହିଁକି ଘଟିଛି  {{!}} Sambad |url=http://sambad.in/entertainment/three-roles-of-this-actors-214525/ |accessdate=19 September 2018 |work=Sambad |date=18 September 2018 |archiveurl=http://www.webcitation.org/72Y2dFCDa |archivedate=19 September 2018 |location=ଓଡ଼ିଶା |language=Odia}}</ref> ଏହାପରେ ସେ ଓଡ଼ିଆ କଥାଚିତ୍ର ଜଗତରେ କିଛି ଚଳଚ୍ଚିତ୍ରର ପ୍ରଯୋଜନା କରିଥିଲେ, ନିର୍ଦ୍ଦେଶନା ଦେଇଥିଲେ ଏବଂ ଚିତ୍ରନାଟ୍ୟ ତ‌ଥା କାହାଣୀ ରଚନା କରିଥିଲେ । ଅସୀତ ଓଡ଼ିଆ କଥାଚିତ୍ର ଜଗତରେ ପାର୍ଶ୍ୱ ଅଭିନେତା ଓ ଖଳନାୟକ ଭୂମିକାରେ ଅଧିକାଂଶ ଚଳଚ୍ଚିତ୍ରରେ ଅଭିନୟ କରନ୍ତି ।
 
 
"https://or.wikipedia.org/wiki/ଅସୀତ_ପତି"ରୁ ଅଣାଯାଇଅଛି