"ସାବତ ମାଆ (ଓଡ଼ିଆ କଥାଚିତ୍ର)‌" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
ଟିକେ ଆଧାର
ଟିକେNo edit summary
୮ କ ଧାଡ଼ି:
| director = [[ଶିଶିର ମିଶ୍ର]]
| producer = ଅଶୋକ କୁମାର ଲେଙ୍କା,<br> ଜ୍ଞାନ ପଟ୍ଟନାୟକ
| writer = (ସଂଳାପ): [[ସୁବୋଧ ପଟ୍ଟନାୟକ]]
| screenplay = ଶିଶିର ମିଶ୍ର
| story = ଶିଶିର ମିଶ୍ର
୨୯ କ ଧାଡ଼ି:
'''ସାବତ ମାଆ''', ୨୦୦୩ରେ ମୁକ୍ତିଲାଭ କରିଥିବା ଓଡ଼ିଆ କଥାଚିତ୍ର । ଏହି କଥାଚିତ୍ରଟିର ପ୍ରଯୋଜନା କରିଥିଲେ ଅଶୋକ କୁମାର ଲେଙ୍କା ଓ ଜ୍ଞାନ ପଟ୍ଟନାୟକ । ସୁବୋଧ ପଟ୍ଟନାୟକ ଏହି କଥାଚିତ୍ରଟିର ସଂଳାପ ରଚନା କରିଥିଲେ । ଶିଶିର ମିଶ୍ର ଏହି କଥାଚିତ୍ରଟିର କାହାଣୀ ଓ ଚିତ୍ରନାଟ୍ୟ ରଚନା କରିଥିଲେ ଏବଂ ନିର୍ଦ୍ଦେଶନା ଦେଇଥିଲେ ।<ref>{{cite news |title=ଏହି ପପୁଲାର ନିର୍ଦ୍ଦେଶକଙ୍କ ସହ କାମ କରିନାହାନ୍ତି ଓଲିଉଡ ସୁପରଷ୍ଟାର ଅନୁଭବ |url=https://odisha.live/2018/05/31/ollywood-star-anubhav-mohanty-never-worked-with-these-popular-directors/ |accessdate=27 August 2018 |work=OdishaLIVE |date=31 May 2018 |archiveurl=http://www.webcitation.org/71zN9rksD |archivedate=27 August 2018}}</ref>
 
ମହାଶ୍ୱେତା ରାୟ, ବିଜୟ ମହାନ୍ତି, ବର୍ଷା ପ୍ରିୟଦର୍ଶିନୀ, ଅନୁ ଚୌଧୁରୀ, ହର ପଟ୍ଟନାୟକ, ଶ୍ରୀତମ ଦାସ, ଦୀପକ ପରିଡ଼ା, ସରୋଜ ଦାସ, ପ୍ରଦ୍ୟୁମ୍ନ ଲେଙ୍କା, ନମ୍ରତା ଦାସ, ସୌଦାମିନି, ବିନାୟକ ମିଶ୍ର, ସାଧନା ପରିଜା, ନିମାନନ୍ଦ ପାତ୍ର, ବିଜୟ ମିଶ୍ର, ଗୀତାଞ୍ଜଳି କର, ନିରଞ୍ଜନ ପାଣ୍ଡେ, ଜୁଲିଆ, ଶ୍ୱେତା ମଲ୍ଲିକ, ପ୍ରକୃତି ମିଶ୍ର ଆଦି କଳାକାରମାନେ ଏହି କଥାଚିତ୍ରଟିର ବିଭିନ୍ନ ଭୂମିକାରେ ଅଭିନୟ କରିଥିଲେ । ପ୍ରକୃତି ମିଶ୍ର ଏହି କଥାଚିତ୍ର ଜରିଆରେ ଶିଶୁ କଳାକାର ଭାବରେ ଓଡ଼ିଆ କଥାଚିତ୍ର ଜଗତରେ ଅଭିନୟ ଆରମ୍ଭ କରିଥିଲେ ।<ref>{{cite news |title=ଓଲିଉଡର ଏହି ରାଷ୍ଟ୍ରୀୟ ପୁରସ୍କାରପ୍ରାପ୍ତ ନାୟିକାଙ୍କୁ ଖୁବ୍‌ ଶୀଘ୍ର ଭେଟିବେ ଏହି ଓଡ଼ିଆ ସିନେମାରେ {{!}} Sambad |url=http://sambad.in/entertainment/prakruti-returns-213941/ |accessdate=17 September 2018 |work=Sambad |date=17 September 2018 |archiveurl=http://www.webcitation.org/72VTQou3I |location=ଓଡ଼ିଶା |language=Odia}}</ref>
 
==ଅଭିନୟ==