"ଆଳୁ" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
ଟିକେ Regular Character Changes
ତଥ୍ୟ ++
୧ କ ଧାଡ଼ି:
[[ଫାଇଲ:Potato with sprouts.jpg|thumb|ଆଳୁ ]]
ଆଳୁ ଏକ ପରିବା ବିଶେଷ ଯାହା ମାଟି ତଳେ ବଢି଼ଥାଏ। ସାଧାରଣ ଓଡି଼ଆ ଖାଦ୍ୟରେ ଆଳୁର ଭୂମିକା ଉଲ୍ଲେଖଯୋଗ୍ୟ। ଏହା ଶ୍ଵେତସାରର ଏକ ମୁଖ୍ୟ ଉତ୍ସ। ଆଳୁରେ ଶ୍ଵେତସାର ଅଧିକ ଥିବାରୁ ମାତ୍ରାଧିକ ଖାଇବାଦ୍ଵାରା ଏହା ମଧୁମେହ ହେବାର ସମ୍ଭାବନା ବଢା଼ଇଥାଏ।
==ପ୍ରକାରଭେଦ==
Line ୧୪ ⟶ ୧୫:
* ହରିଆଣା
* ଝାଡ଼ଖଣ୍ଡ
 
== ଔଷଧୀୟ ଗୁଣ ==
ଆଳୁକୁ ପରିବା ମାନଙ୍କର ରାଜା କୁହାଯାଇଥାଏ । ଅନ୍ୟ ପରିବା ମାନଙ୍କ ତୁଳନାରେ ଏହାର ମୂଲ୍ୟ ମଧ୍ୟ କମ ଅଟେ । ଖାଲି ଭାରତ ନୁହେଁ ଦୁନିଆରେ ସବୁଠାରେ ଲୋକେ ମାନେ ଆଳୁ ଖାଇଥାଆନ୍ତି । ଆଳୁ ଖାଇବା ଦ୍ୱାରା ହଜମ କ୍ରିୟା ଭଲ ଭାବେ କାର୍ଯ୍ୟ କରେ, ହୃଦୟ ସୁସ୍ଥ ରହେ, କୋଲେଷ୍ଟ୍ରଲର ମାତ୍ରା କମ ରହେ। ଏଥିରେ କ୍ୟାଲସିୟମ ଓ ମେଟାବୋଲିଜିମ୍‍ ଅଧିକ ପରିମାଣରେ ଥିବାରୁ ଏହା ଆମ ସ୍ୱାସ୍ଥ୍ୟର ବହୁ ଉପକାର କରିଥାଏ ।
 
* ଆଳୁରେ ଫାଇବର , ପୋଟାସିୟମ, ଭିଟାମିନ ସି ଓ ବି ଥିବାରୁ ଏହା କୋଲେଷ୍ଟ୍ରଲର ମାତ୍ରାକୁ କମ କରେ । ଯାହା ଦ୍ୱାରା ଆମ ହୃଦୟ ସୁସ୍ଥ ରହିଥାଏ ।
 
* ଆଳୁରେ ରହିଥିବା ପୋଷକ ତତ୍ତ୍ୱ ସ୍ମରଣ ଶକ୍ତି ବଢାଇଥାଏ । ତେଣୁ ନିୟମିତ ଗୋଟେ ଆଳୁ ଖାଇବା ଅତ୍ୟନ୍ତ ଆବଶ୍ୟକ ଅଟେ ।
 
* ଆଳୁ ଖାଇବା ଦ୍ୱାରା ରକ୍ତଚାପ ନିୟନ୍ତ୍ରିତ ହୋଇରହିଥାଏ ।
 
* ରାତିରେ ଭଲ ନିଦ ହୋଇଥାଏ ।
 
* ବାର୍ଦ୍ଧକ୍ୟ ବଢାଉଥିବା ଶକ୍ତିକୁ କମ କରିଥାଏ ।
 
* ତ୍ୱଚାକୁ ସୁନ୍ଦର କରିଥାଏ ।
 
==ଆଧାର==
"https://or.wikipedia.org/wiki/ଆଳୁ"ରୁ ଅଣାଯାଇଅଛି