"ସାଗର ଦାସ" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
ଟିକେNo edit summary
୧ କ ଧାଡ଼ି:
{{ଛୋଟ|Sagar Das}}
{{Infobox person
| name = ସାଗର କୁମାର ଦାସ
| image =
| imagesize = 250px
| caption =
| birth_date = {{Birth date|1940|05|31|df=yes}}
| birth_place =
| birth_name = ସାଗର କୁମାର ଦାସ
|death_date = {{death date and age|2017|11|7|1940|05|31|df=yes}}
|death_place = ସହିଦନଗର, [[ଭୁବନେଶ୍ଵର]]
| occupation = [[ଓଡ଼ିଆ କଥାଚିତ୍ର ଜଗତ|ଓଡ଼ିଆ]] ହାସ୍ୟ ଅଭିନେତା
|death_cause =
| years_active = ୧୯୬୫ - ୧୯୮୯
| residence =
| education =
| alma_mater =
| occupation =
| years_active =
| known_for = ଅଭିନେତା
| spouse = ଜ୍ଞାନଦା ଦାସ
| parents = ପ୍ରଭାତ ଚନ୍ଦ୍ର ଦାସ<ref>http://samajalive.in/post.php?ref=12114&post=%E0%AC%B2%E0%AC%B9-%E0%AC%A6%E0%AC%87%E0%AC%97%E0%AC%B2-%E0%AC%B9%E0%AC%B8%E0%AC%B0-%E0%AC%B8%E0%AC%A6%E0%AC%97%E0%AC%B0</ref>
| children = ସବୁଜ,ବେଞ୍ଜାମିନ,ବୁକି,ସାଗରିକା
| awardsrelatives =
| awards =
|website =
}}
 
'''ସାଗର ଦାସ''', (୧୯୪୦ - ୨୦୧୭; '''ସାଗର ଦାସ''' ଭାବରେ ଜଣା) ଜଣେ ଓଡ଼ିଆ କଥାଚିତ୍ର ଜଗତର ହାସ୍ୟ ଅଭିନେତା ଥିଲେ ।<ref name="ସାଗର କୁମାର ଦାସ">{{cite news |title=ବରିଷ୍ଠ ହାସ୍ୟ ଅଭିନେତା ସାଗର କୁମାର ଦାସ |url=http://dhwanipratidhwani.net/wp-content/uploads/2018/08/Aug-17.pdf |accessdate=5 September 2018 |work=ଧ୍ୱନି ପ୍ରତିଧ୍ୱନି |date=12 August 2018 |archiveurl=http://www.webcitation.org/72CuDYJl1 |archivedate=5 September 2018 |location=ଓଡ଼ିଶା |page=6 |language=Odia}}</ref> ସେ ୧୯୬୮ ମସିହାରେ ଓଡ଼ିଆ କଥାଚିତ୍ର [[ଅଭିନେତ୍ରୀ (୧୯୬୫ର ଓଡ଼ିଆ କଥାଚିତ୍ର ଜଗତ)|ଅଭିନେତ୍ରୀ]] ଜରିଆରେ [[ଓଡ଼ିଆ କଥାଚିତ୍ର ଜଗତରଜଗତ]]<nowiki>ରେ</nowiki> ଅଭିନେତାଅଭିନୟ ଥିଲେଆରମ୍ଭ କରିଥିଲେ ଏହାପରେ ସେ ମୁଖ୍ୟତଃ[[ଅଦିନ ହାସ୍ୟମେଘ]], [[ଭାଇ ଚରିତ୍ରଭାଉଜ]], ଭୂମିକାରେ[[କିଏ ଦେଖାଦେଉଥିଲେକାହାର]] ଆଦି କଥାଚିତ୍ରରେ ଅଭିନୟ କରିଥିଲେ ତାଙ୍କ ଅଭିନୀତ ଶେଷ ଓଡ଼ିଆ କଥାଚିତ୍ର ଥିଲା [[ପଞ୍ଚୁ ପାଣ୍ଡବ (ଓଡ଼ିଆ କଥାଚିତ୍ର)|ପଞ୍ଚୁ ପାଣ୍ଡବ]] ।<ref name="ସାଗର କୁମାର ଦାସ"/> ସେ କେନ୍ଦ୍ର ସରକାରଙ୍କ ଅଧିନରେ ଥିବା "ସଙ୍ଗ ଆଣ୍ଡ ଡ୍ୟାନ୍ସ"ରେ ଜଣେ ଅଭିନେତା ଭାବରେ ଚାକିରି କରି ୨୦୦୦ମସିହାରେ ଅବସର ନେଇଥିଲେ ।<ref name="ସାଗର କୁମାର ଦାସ"/>
 
'ଉଡ଼ି ଉଡ଼ି ଉଡ଼ି ଯାଏରେ ମୋର ଗୁଡ଼ି', 'ଅଳପ ହସରେ ଅନେକ ଆଶାର', 'ପରଦେଶୀ ବନ୍ଧୁ ତୁମେ', 'ସାବି ସାବି ତୁ ତ ମୋର ନାଲିପାନ ବିବି' ଇତ୍ୟାଦି ଚଳଚ୍ଚିତ୍ର ସଙ୍ଗୀତରେ ତାଙ୍କର ଅଭିନୟ କୌଶଳ ଦେଖିବାକୁ ମିଳିଥିଲା ।
 
==ପରିବାର==
ସାଗର ଦାସ ୧୯୪୦ ମସିହାରେ ଜନ୍ମଗ୍ରହଣ କରିଥିଲେ ।<ref name="ସାଗର କୁମାର ଦାସ"/> ତାଙ୍କ ବାପା ପ୍ରଭାତ ଚନ୍ଦ୍ର ଦାସ ଭାରତ ସରକାରଙ୍କ ସଙ୍ଗୀତ ଓ ନାଟକ ବିଭାଗ କଳାକାର ଭାବରେ କାର୍ଯ୍ୟ କରୁଥିଲେ ।<ref name="ସାଗର କୁମାର ଦାସ"/> ସାଗରଙ୍କର ପତ୍ନୀ ଥିଲେ ଜ୍ଞାନଦା ।<ref name="ସାଗର କୁମାର ଦାସ"/>
 
==ଅଭିନୟ ଜୀବନ==
ସାଗର ଦାସ ୧୯୬୫ ମସିହାରେ ଓଡ଼ିଆ କଥାଚିତ୍ର [[ଅଭିନେତ୍ରୀ (୧୯୬୫ର ଓଡ଼ିଆ କଥାଚିତ୍ର)|ଅଭିନେତ୍ରୀ]] ଜରିଆରେ ଅଭିନୟ ଜଗତରେ ପ୍ରବେଶ କରିଥିଲେ । ଏହାପରେ ୧୯୬୭ ମସିହାରେ [[ଭାଇ ଭାଉଜ]], ୧୯୬୮ରେ [[କିଏ କାହାର]]<ref>{{cite news |title=Classic in theatre after 42 years |url=https://www.telegraphindia.com/1110906/jsp/orissa/story_14468342.jsp |accessdate=6 September 2018 |work=www.telegraphindia.com}}</ref>, ୧୯୭୦ ମସିହାରେ [[ଅଦିନ ମେଘ]] ଆଦି କଥାଚିତ୍ରରେ ଅଭିନୟ କରିଥିଲେ । ୧୯୮୯ ମସିହାରେ ଓଡ଼ିଆ କଥାଚିତ୍ର [[ପଞ୍ଚୁ ପାଣ୍ଡବ (ଓଡ଼ିଆ କଥାଚିତ୍ର)|ପଞ୍ଚୁ ପାଣ୍ଡବ]] ଥିଲା ତାଙ୍କ ଅଭିନୀତ ଶେଷ ଓଡ଼ିଆ କଥାଚିତ୍ର ।<ref name="ସାଗର କୁମାର ଦାସ"/><ref>{{cite news|url=http://www.dharitri.com/e-Paper/Bhubaneswar/071117/p20.htm|accessdate=7 November 2017|newspaper=ଧରିତ୍ରୀ ୦୭/୧୧/୨୦୧୭ ପୃଷ୍ଠା ୨୦}}</ref>
 
==ଅଭିନୀତ କଥାଚିତ୍ର==
"https://or.wikipedia.org/wiki/ସାଗର_ଦାସ"ରୁ ଅଣାଯାଇଅଛି