"ରାଷ୍ଟ୍ରୀୟ ପ୍ରତିଜ୍ଞା" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
ଆଧାର ଯୋଡ଼ିଲି
ଟିକେ Regular Character Changes
୧ କ ଧାଡ଼ି:
'''ରାଷ୍ଟ୍ରୀୟ ପ୍ରତିଜ୍ଞା''' ସ୍ୱାଧୀନ ଭାରତର ଜାତୀୟତାବାଦୀ ନିଷ୍ଠାର ଶପଥ । ଭାରତୀୟମାନେ ବିଦ୍ୟାଳୟ, ମହାବିଦ୍ୟାଳୟ ଆଦି ଶିକ୍ଷାସଂସ୍ଥାନ, ମୁଖ୍ୟତଃ ସାର୍ବଜନୀନ ଉତ୍ସବମାନଙ୍କରେ ତଥା [[ସ୍ୱାଧୀନତା ଦିବସ]] ଏବଂ [[ଗଣତନ୍ତ୍ର ଦିବସ]]ରେ ଏକ ସ୍ୱରରେ ଏହାକୁ ଗାନ କରନ୍ତି । ଏପରିକି ସ୍କୁଲ ଛାତ୍ରଛାତ୍ରୀଙ୍କ ପାଇଁ ଉପଲବ୍ଧ ବହି ଏବଂ କ୍ୟାଲେଣ୍ଡରମାନଙ୍କରେ ଏହା ଲେଖାଯାଇଥାଏ । ପ୍ରାୟ ଭାରତୀୟ ବିଦ୍ୟାଳୟଙ୍କ ସକାଳ ପ୍ରାର୍ଥନାରେ ଏହା ବୋଲାଯାଏ ।<br>
ଏହି ପ୍ରତିଜ୍ଞା ଲେଖକ [[ପ୍ୟାଦିମାରି ଭେଙ୍କଟ ସୁବା ରାଓ]] ଦ୍ୱାରା ୧୯୬୨ ମସିହାରେ [[ତେଲୁଗୁ]] ଭାଷାରେ ରଚିତ । ୧୯୬୩ ମସିହାରେ ବିଶାଖାପଟ୍ଟନମର ଗୋଟିଏ ବିଦ୍ୟାଳୟରେ ଏହା ବୋଲାଯାଇଥିଲା ଏବଂ ପରେ ଅନ୍ୟ ପ୍ରାଦେଶିକ ଭାଷାମାନଙ୍କୁ ଅନୁବାଦିତ ହୋଇଥିଲା ।<ref name="timesofindia.indiatimes">{{cite news|title=Nalgonda re=140}}</ref>
== ଇତିହାସ ==
ରାଷ୍ଟ୍ରୀୟ ପ୍ରତିଜ୍ଞା ପ୍ୟାଦିମାରି ଭେଙ୍କଟ ସୁବା ରାଓଙ୍କ ଦ୍ୱାରାରାଓଙ୍କଦ୍ୱାରା ରଚିତ ହୋଇଥିଲା । ସୁବରାଓ ଜଣେ ତେଲୁଗୁ ଲେଖକ, ଏଣୁ ୧୯୬୨ ମସିହାରେ ବିଶାଖାପଟ୍ଟନମର ଜିଲ୍ଲା ଟ୍ରେଜେରୀ ଅଧିକାରୀ ପଦରେ ଥିବା ସମୟରେ ଏହାକୁ ଲେଖିଥିଲେ । ସେତେବେଳର ବରିଷ୍ଠ କଂଗ୍ରେସ ନେତା ତେନ୍ନେତି ବିଶ୍ୱନାଦମଙ୍କୁ ସେ ସମୀକ୍ଷା ନିମନ୍ତେ ପଠାଇଲେ । ଏହାପରେ ବିଶ୍ୱନାଦମ ତାହାକୁ ଶିକ୍ଷାମନ୍ତ୍ରୀ ପି.ଭି.ଜି.ରାଜୁ ସୁବା ରାଓଙ୍କୁ ପଠାଇଦେଲେ ।<ref>http://www.comeindiasing.com/the-national-pledge</ref> ତେଲେଙ୍ଗାନାରେ ଜନ୍ମିତ ଶିକ୍ଷାମନ୍ତ୍ରୀ ତେଲୁଗୁ, ସଂସ୍କୃତ, ହିନ୍ଦୀ, ଇଂରାଜୀ ଏବଂ ଆରବୀୟ ଭାଷାରେ ପ୍ରବୀଣ ଥିଲେ । ସାର୍ବଜନୀନ ସମାଗମମାନଙ୍କରେ ଭାରତବାସୀ ଗାନ କରନ୍ତି । ଜାତୀୟ ସଂଗୀତର କବିଙ୍କ ପରି ସୁବାରାଓ ଏତେ ପ୍ରସିଦ୍ଧ ନୁହନ୍ତି । ତାଙ୍କର ନାମ କୌଣସି ବହି କିମ୍ବା ଦସ୍ତାବିଜରେ ନାହିଁ । ମାତ୍ର ଭାରତ ସରକାରଙ୍କ ମାନବ ସଂସାଧନ ବିକାଶ ମନ୍ତ୍ରାଳୟର ଅଭିଲେଖରେ ତାଙ୍କ ବିଷୟରେ ଉଲ୍ଲେଖ ଅଛି । ନିଜ ନାତୁଣୀ ବିଦ୍ୟାଳୟ ପୁସ୍ତକରେ ପଢିବାପୂର୍ବରୁ ସୁବାରାଓ ନିଜେ ମଧ୍ୟ ଜାଣିନଥିଲେ ଯେ ରାଷ୍ଟ୍ରୀୟ ପ୍ରତିଜ୍ଞାର ରାଷ୍ଟ୍ରୀୟ ସଂଗୀତ ଏବଂ ରାଷ୍ଟ୍ରୀୟ ଗାନ ସଦୃଶ ମହତ୍ତ୍ୱ ରହିଛି ।<ref>https://www.thehindu.com/todays-paper/tp-national/tp-andhrapradesh/popularising-the-author-of-national-pledge/article12552226.ece</ref>
== ପ୍ରତିଜ୍ଞା ==
ଭାରତ ମୋର ଦେଶ ।<br>