"ଜୟପ୍ରକାଶ ନାରାୟଣ" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
ଟିକେNo edit summary
ଟିକେ Regular Character Changes
୧ କ ଧାଡ଼ି:
{{ଛୋଟ|Jayaprakash Narayan}}
'''ଜୟପ୍ରକାଶ ନାରାୟଣ''' (୧୧ ଅକ୍ଟୋବର ୧୯୦୨ – ୮ ଅକ୍ଟୋବର ୧୯୭୯) (ଲୋକ ନାୟକ ବା JP ନାମରେ ଲୋକପ୍ରିୟ) ଜଣେ ଚିନ୍ତା ନାୟକ, ଭାରତୀୟ ସ୍ୱାଧୀନତା ସଂଗ୍ରାମୀ ତଥା କମ୍ୟୁନିଷ୍ଟ ରାଜନେତା । ୧୯୭୦ ଦଶକର ମଧ୍ୟଭାଗରେ ତତ୍କାଳୀନ ପ୍ରଧାନମନ୍ତ୍ରୀ [[ଇନ୍ଦିରା ଗାନ୍ଧୀ]] ଙ୍କ ବିରୁଦ୍ଧରେ ଏକ ଆନ୍ଦୋଳନର ନେତୃତ୍ୱ ନେଇ ସେ ବେଶ ଚର୍ଚିତ ହୋଇଥିଲେ । ତାଙ୍କର ରାଷ୍ଟ୍ରବାଦୀ ସାଥୀ ତଥା ହିନ୍ଦୀ ଭାଷାର ପ୍ରଖ୍ୟାତ ଲେଖକ ରାମବୃକ୍ଷ ବେଣୀପୁରୀ ହେଉଛନ୍ତି ଜୟପ୍ରକାଶଙ୍କ ଜୀବନୀ "ଜୟପ୍ରକାଶ" ର ରଚୟୀତା । ୧୯୯୯ ମସିହାରେ ସମାଜ ସେବା କ୍ଷେତ୍ରରେ ଜୟପ୍ରକାଶଙ୍କ ଉଲ୍ଲେଖନୀୟ ଅବଦାନ ଯୋଗୁଁ ତାଙ୍କୁ ମରଣୋତ୍ତର ଭାବେ ଭାରତର ସର୍ବୋଚ୍ଚ ବେସାମରିକ ଉପାଧୀ [[ଭାରତ ରତ୍ନ]] ଦ୍ୱାରା ସମ୍ମାନିତ କରାଯାଇଥିଲା । ପାଟଣାର ବିମାନ ବନ୍ଦର, ନୁଆ ଦିଲ୍ଲୀର ବାହୁଦୁର ଶାହା ଜାଫର ମାର୍ଗରେ ଅବସ୍ଥିତ ଏକ ପାର୍କ ଏବଂ ଦିଲ୍ଲୀର ସର୍ବ ବୃହତ ଚିକିତ୍ସାଳୟ ମଧ୍ୟ ଜୟପ୍ରକାଶଙ୍କ ନାମରେ ନାମିତ । ଅଗଷ୍ଟ ୧, ୨୦୧୫ରେ ଛାପ୍ରା-ଦିଲୀ-ଛାପ୍ରା ସାପ୍ତାହିକ ଦ୍ତୁତଗାମୀ ରେଳ ମଧ୍ୟ ଜୟପ୍ରକାଶଙ୍କ ସମ୍ମାନାର୍ଥେ "ଲୋକନାୟକ ଏକସ୍‌ପ୍ରେସ୍" ନାମରେ ନାମିତ ହୋଇଛି ।<ref>{{cite web |url=http://indiarailinfo.com/blog/post/1555434 |title=Archived copy |accessdate=2015-08-01 |deadurl=no |archiveurl=https://web.archive.org/web/20151018175621/http://indiarailinfo.com/blog/post/1555434 |archivedate=18 October 2015 |df=dmy-all }}</ref>
== ପ୍ରାରମ୍ଭିକ ଜୀବନ ==
== ଉଚ୍ଚ ଶିକ୍ଷା ==