"ଚିଦାମ୍ବରମ ସୁବ୍ରମଣ୍ୟମ" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
ଟିକେ →‎ଆଧର
ଟିକେ Regular Character Changes
୧ କ ଧାଡ଼ି:
{{ଛୋଟ|Chidambaram Subramaniam}}
ଚିଦାମ୍ବରମ ସୁବ୍ରମଣ୍ୟମ ('''CS''' ନାମରେ ପରିଚିତ) (30 January 1910 – 7 November 2000) ଜଣେ ଭାରତୀୟ ରାଜନୀତିଜ୍ଞ ତଥା ସ୍ୱାଧୀନତା ସଂଗ୍ରାମୀ । ସେ ଭାରତର ସରକାରଙ୍କ କ୍ୟାବିନେଟରେ ଅର୍ଥ ତଥା ରକ୍ଷା ମନ୍ତ୍ରୀ ଭାବେ କାର୍ଯ୍ୟ ମଧ୍ୟ ସଂପାଦନ କରିଛନ୍ତି । ପରେ ସେ ମହାରାଷ୍ଟ୍ରର ରାଜ୍ୟପାଳରୂପେ ମଧ୍ୟ ଦାୟୀତ୍ୱ ତୁଲାଇଛନ୍ତି । କୃଷି ଏବଂ ଖାଦ୍ୟ ମନ୍ତ୍ରୀଭାବେ ସେ ଭାରତରେ ସବୁଜ ବିପ୍ଳବର ଅୟମାରମ୍ଭ କରିଥିଲେ ଏବଂ ଭାରତକୁ ଖାଦ୍ୟ ଉତ୍ପାଦନରେ ଆତ୍ମ ନିର୍ଭରଶୀଳ କରାଇପାରିଥିଲେ ।<ref name="webarchieve">{{cite web |title=Hon'ble Shri C. Subramaniam |url=https://web.archive.org/web/20130407175423/http://rajbhavan.maharashtra.gov.in/previous/subramaniambiodata.htm |website=www.web.archieve.org |accessdate=18 August 2018 |date=7 April 2013}}</ref> ସବୁଜ ବିପ୍ଳବରେ ତାଙ୍କର ଉଲ୍ଲେଖନୀୟ ଭୂମିକା ପାଇଁ ୧୯୯୮ରେ ତାଙ୍କୁ ଭାରତର ସର୍ବୋଚ୍ଚ ବେସାମରିକ ସମ୍ମାନ [[ଭାରତ ରତ୍ନ]] ରେ ସମ୍ମାନିତ କରାଯାଇଥିଲା ।
 
== ବାଲ୍ୟ ଜୀବନ ଓ ଶିକ୍ଷା ==
ସୁବ୍ରମଣ୍ୟମ ତାମିଲନାଡୁସ୍ଥିତ କୋଏମ୍ବାଟୁର ଜିଲ୍ଲାର ପୋଲ୍ଲାଚି ନିକଟବର୍ତ୍ତୀ ଅଞ୍ଚଳରେ ବସବାସ କରୁଥିବା କଙ୍ଗୁ ଭେଲ୍ଲାର ଗୋଉଣ୍ଡେର ପରିବାରରେ ୩୦ ଜାନୁଆରୀ ୧୯୧୦ରେ ଜନ୍ମ ଗ୍ରହଣ କରିଥିଲେ । ସୁବ୍ରମଣ୍ୟମ ତାଙ୍କର ପ୍ରାଥମିକ ଶିକ୍ଷା ପୋଲ୍ଲାଚିରେ ସମାପ୍ତ କରି ଚେନ୍ନେଇସ୍ଥିତ ପ୍ରେସିଡେନ୍ସି କଲେଜରେ ପଦାର୍ଥ ବିଜ୍ଞାନରେ ସ୍ୱାତକ ଡିଗ୍ରୀ ହାସଲ କଲେ । ପରବର୍ତ୍ତୀ ସମୟରେ ସେ ମାଡ୍ରାସ ଆଇନ ମହାବିଦ୍ୟାଳୟରୁ ସେ ଆଇନରେ ସ୍ନାତକ ଡିଗ୍ରୀ ଲାଭ କଲେ । ମହାବିଦ୍ୟାଳୟ ଶିକ୍ଷା କାଳରେ ସେ ଅସ୍ପୃଶ୍ୟତା ବିରୁଦ୍ଧରେ ଏକ ଅଭିଯାନ "Vanamalar Sangam" ଆରମ୍ଭ କଲେ ଏବଂ Periyasaamy Thooran, K. S. Ramaswamy Gounder, O. V. Alagesan and Justice Palanisami and Dr. L.K.Muthusamy of Lakkapuram, Erode ସହ ମିଶି '''ପିଠାନ''' ନାମକ ଏକ ପତ୍ରିକା ପ୍ରକାଶନ କଲେ ।<ref name="thehindu">{{cite web |title=In memory of ... |url=https://www.thehindu.com/thehindu/mp/2004/08/09/stories/2004080901750200.htm |website=www.thenindu.com |accessdate=18 August 2018}}</ref> ଏସବୁ କ୍ଷେତ୍ରରେ ତାଙ୍କ ମାମୁଁ ସ୍ୱମୀ ଚିଦ୍‌ଭାବାନନ୍ଦ ତାଙ୍କୁ ଏଥିପାଇଁ ପ୍ରେରଣା ଦେଉଥିଲେ ।
== ସ୍ୱାଧୀନତା ଆନ୍ଦୋଳନରେ ଭୂମିକା ==
ସୁବ୍ରମଣ୍ୟମ ତାଙ୍କ କଲେଜ ଜୀବନରେ ଗାନ୍ଧିଜୀଙ୍କ [[ଆଇନ ଅମାନ୍ୟ ଆନ୍ଦୋଳନ]] ରେ ସକ୍ରୀୟ ଭୂମିକା ଗ୍ରହଣ କରିଥିଲେ । ୧୯୪୨ର [[ଭାରତ ଛାଡ ଆନ୍ଦୋଳନ]] ରେ ଭାଗ ନେଇ ସେ ଜେଲ ଯାଇଥିଲେ । <ref name="Thehindu">{{cite web |title=The Hindu : CS ushered in Green Revolution |url=https://www.thehindu.com/thehindu/2000/11/08/stories/01080009.htm |website=www.thehindu.com |accessdate=18 August 2018}}</ref>ଭାରତର ସମ୍ବିଧାନ ପ୍ରଣୟନ ନିମିତ୍ତ ଗଠିତ କନଷ୍ଟିଚୁଏଣ୍ଟ ଆସେମ୍ଳିର ଏକ ସଭ୍ୟ ମଧ୍ୟ ଥିଲେ ସେ । ରାଜାଜୀ ଓ [[କେ. କାମରାଜ]] ଙ୍କ ମୁଖ୍ୟମନ୍ତ୍ରୀତ୍ୱରେ ୧୯୫୨ରୁ ୧୯୬୨ ମଧ୍ୟରେ ସେ ମାଡ୍ରାସର ଶିକ୍ଷା, ଆଇନ ଓ ଅର୍ଥ ମନ୍ତ୍ରୀ ଥିଲେ । ୧୯୬୨ରେ ସେ ସାଂସଦଭାବେ ନିର୍ବାଚିତ ହୋଇ ଇସ୍ପାତ ଓ ଖଣି ମନ୍ତ୍ରୀଭାବେ ଦାୟୀତ୍ୱ ତୁଲାଇ ଥିଲେ । ୨ ମେ ୧୯୭୧ରୁ ୨୨ ଜୁଲାଇ ୧୯୭୨ ପର୍ଯ୍ୟନ୍ତ ସେ ଯୋଜନା କମିଶନର ଉପାଧ୍ୟକ୍ଷ ଥିଲେ ।
 
== ପ୍ରକାଶିତ ବହି ==