"ଗୁଲଜାରୀଲାଲ ନନ୍ଦା" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
ଟିକେNo edit summary
ଟିକେ Regular Character Changes
୩୩ କ ଧାଡ଼ି:
| parents =
|}}
'''ଗୁଲଜାରୀଲାଲ ନନ୍ଦା''' (୪ ଜୁଲାଇ ୧୮୯୮ – ୧୫ ଜାନୁଆରୀ ୧୯୯୮) ଜଣେ ଭାରତୀୟ ରାଜନୀତିଜ୍ଞ ଓ ଶ୍ରମ ଓ ଶ୍ରମିକ ସମ୍ପର୍କିତ ସମସ୍ୟା ବିଷୟକ ବିଶେଷଜ୍ଞ ଅର୍ଥନୀତିଜ୍ଞ ।<ref>{{cite web|url=http://www.rediff.com/news/1998/jan/15nan.htm |title=Rediff On The NeT: Former PM Gulzarilal Nanda dead |publisher=Rediff.com |date= |accessdate=2018-08-19}}</ref><ref>[https://books.google.com/books?id=NrctDwAAQBAJ&pg=SL2-PA90&dq=Gulzarilal+Nanda+15+jan+1998&hl=en&sa=X&ved=0ahUKEwjxt-jhh87WAhVREVAKHaLoAqIQ6AEIHTAA#v=onepage&q=Gulzarilal%20Nanda%2015%20jan%201998&f=false Profile of Gulzarilal Nanda]</ref> ଦୁଇଜଣ ପୂର୍ବତନ ପ୍ରଧାନମନ୍ତ୍ରୀ ଯଥା ଜବାହରଲାଲଙ୍କ ମୃତ୍ୟୁ ପରେ ୧୯୬୪ ରେ୧୯୬୪ରେ ଓ ଲାଲ ବାହାଦୁର ଶାସ୍ତ୍ରୀଙ୍କ ମୃତ୍ୟୁ ପରେ ୧୯୬୬ ରେ୧୯୬୬ରେ ସେ କମ ସମୟ ପାଇଁ ଦୁଇ ଥର ଭାରତର ପ୍ରଧାନମନ୍ତ୍ରୀ ହୋଇଥିଲେ । ଉଭୟ ଥର ଶାସକ ଦଳ ଭାରତୀୟ ଜାତୀୟ କଂଗ୍ରେସ ରକଂଗ୍ରେସର ନିର୍ବାଚିତ ପ୍ରଧାନମନ୍ତ୍ରୀ ପଦ ଗ୍ରହଣ କରିବା ପରେ ତାଙ୍କ ଅବଧି ଶେଷ ହୋଇଛି । ୧୯୯୭ ରେ୧୯୯୭ରେ ଭାରତର ସର୍ବୋଚ୍ଚ ବେସାମରିକ ସମ୍ମାନ [[ଭାରତରତ୍ନ]] ପ୍ରଦାନ କରାଯାଇଥିଲା ।
== ବାଲ୍ୟ ଜୀବନ ଓ ଶିକ୍ଷା ==
ଗୁଲଜାରୀଲାଲ ୪ ଜୁଲାଇ ୧୮୯୮ରେ ତତ୍କାଳୀନ ବ୍ରିଟିଶ ଭାରତର ପଞ୍ଜାବ ପ୍ରୋଭିନ୍ସସ୍ଥିତ ଶିଆଲକୋଟରେ ଏକ ପଞ୍ଜାବୀ ହିନ୍ଦୁ ପରିବାରରେ ଜନ୍ମଲାଭ କରିଥିଲେ । ( ଭାରତ ବିଭାଜନ ପରେ ସିଆଲକୋଟ ଅଞ୍ଚଳ ପାକିସ୍ଥାନ ଅନ୍ତର୍ଗତ ପଞ୍ଜାବ ପ୍ରୋଭିନ୍ସରେ ରହିଅଛି) ନନ୍ଦା ତାଙ୍କ ଶିକ୍ଷା ଲାହୋର, ଅମୃତସର, ଆଗ୍ରା ଏବଂ ଆଲ୍ଲାହାଵାଦରେ ଲାଭ କରିଥିଲେ ।