"ଖାଁ ଅବଦୁଲ ଗଫର ଖାଁ" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
ଟିକେ ଗ୍ୟାଲେରୀରେ ଥିବା ଛବିଗୁଡ଼ିକରେ ଲେଖା ଦିଆଗଲା
ଟିକେ Regular Character Changes
୨୩ କ ଧାଡ଼ି:
[[ଅବଦୁଲ ଗଫର ଖାଁ]] ବା [[ସୀମାନ୍ତ ଗାନ୍ଧୀ]] ବା [[ବଚ୍ଚା ଖାଁ]] ଜଣେ ଭାରତର ସ୍ୱାଧୀନତା ସଂଗ୍ରାମୀ ଥିଲେ ଯିଏ ଅହିଂସା ବଳରେ ଅଖଣ୍ଡ ଭାରତରୁ ବ୍ରିଟିଶ ଶାସନର ଅବସାନ କରିବାରେ ସହାୟତା କରିଥିଲେ ।<ref>https://www.britannica.com/biography/Khan-Abdul-Ghaffar-Khan</ref> ସେ ଜଣେ ରାଜନୈତିକ ଏବଂ ଧାର୍ମିକ ଲୋକ ଥିଲେ ଯିଏ ଆଜୀବନ ଶାନ୍ତିବାଦୀ ଏବଂ ଇସଲାମ ଧର୍ମ ଅବଲମ୍ବନ କରିଥିଲେ । ସେ ଗାନ୍ଧୀଜୀଙ୍କର ଅହିଂସା ନୀତିର ଭରପୁର ସମର୍ଥନ କରିଥିଲେ ଏବଂ ନିଜେ ମଧ୍ୟ ଅହିଂସାପ୍ରେମୀ ଥିଲେ । ସେ ୧୯୨୯ ମସିହାରେ [[ଖୁଦାଇ ଖିଦମତ୍କର]] (ଭଗବାନଙ୍କର ସେବକ) ନାମକ ଆନ୍ଦୋଳନ ଆରମ୍ଭ କରିଥିଲେ । ଯାହାକି ବହୁମାତ୍ରାରେ ସଫଳ ହୋଇଥିଲା ।<ref>https://www.mapsofindia.com/who-is-who/history/abdul-gafar-khan.html</ref>
 
[[ମୁସଲିମ ଲିଗ]] ଦ୍ୱାରା ମଗାଯାଇଥିବା ଭାରତ ବିଭାଜନକୁ ସେ ଦୃଢ ରୂପେ ବିରୋଧ କରିଥିଲେ । ଖୁଦାଇ ଖିଡମତ୍କରର ନେତାମାନଙ୍କୁ ନପଚାରି ଯେବେ [[ଭାରତୀୟ ଜାତୀୟ କଂଗ୍ରେସ]] ଦେଶ ବିଭାଜନର ନିଷ୍ପତି ନେଇଥିଲା, ଏଥିରେ ଅସନ୍ତୁଷ୍ଟ ହେଇ ସେ କହିଥିଲେ "ତମେମାନେ ଆମକୁ ଗଧିଆ ମାନଙ୍କ ପାଖକୁ ଫୋପାଡ଼ିଦେଇଛ" ।<ref>https://www.thefamouspeople.com/profiles/khan-abdul-ghaffar-khan-5505.php</ref> ଜୁନ ମାସ ୧୯୯୪ ରେ୧୯୯୪ରେ ସେ ପାଶୁନ ଜାତିନିମିତ୍ତ ଏକ ସ୍ୱତନ୍ତ୍ର ପ୍ରଦେଶ [[ପାଶୁନିସ୍ଥାନ]] ଦାବି କରିଥିଲେ । ହେଲେ ବ୍ରିଟିଶ ସରକାର ଏହି ଦାବିକୁ ଖାରଜ କରିଦେଇଥିଲେ ।<ref>https://books.google.co.in/books?id=c05uAAAAMAAJ&redir_esc=y</ref>
 
୧୯୮୪ ମସିହାରେ ସେ ଶାନ୍ତି ବିଭାଗରେ [[ନୋବେଲ ପୁରସ୍କାର]] ପାଇଁ ମନୋନୀତ ହୋଇଥିଲେ । ପରେ ୧୯୮୭ ମସିହାରେ ତାଙ୍କୁ ଭାରତର ସର୍ବୋଚ୍ଚ ସମ୍ମାନ [[ଭାରତ ରତ୍ନ]] ପ୍ରଦାନ କରାଯାଇଥିଲା ।