"ମାଲକାନଗିରି (ବିଧାନ ସଭା ନିର୍ବାଚନ ମଣ୍ଡଳୀ)" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
ଟିକେ Bot: Automated text replacement (- ରୁ +ରୁ )
୨୦୧୪ ନିର୍ବାଚନ ସମ୍ପର୍କରେ ଉଲ୍ଲେଖ କଲି।
ଟ୍ୟାଗସବୁ: ଭିଜୁଆଲ ସମ୍ପାଦନା ମୋବାଇଲ ସମ୍ପାଦନା ମୋବାଇଲ ୱେବ ବଦଳ
୨ କ ଧାଡ଼ି:
! colspan="2" bgcolor="#DEFFAD" | ମାଲକାନଗିରି ବିଧାନ ସଭା ନିର୍ବାଚନ ମଣ୍ଡଳୀ
|-
| ଭୋଟର ସଂଖ୍ୟା (୨୦୦୯୨୦୧୪): || ୧,୯୩୯୬,୦୯୪୮୮୪
|-
| ଜିଲ୍ଲା: || [[ମାଲକାନଗିରି ଜିଲ୍ଲା|ମାଲକାନଗିରି]]
୧୮ କ ଧାଡ଼ି:
 
ମାଲକାନଗିରି (କ୍ରମିକ ସଂଖ୍ୟା: ୧୪୬) [[ମାଲକାନଗିରି ଜିଲ୍ଲା]] ଅନ୍ତର୍ଗତ ଏକ [[ଓଡ଼ିଶା ବିଧାନ ସଭା|ବିଧାନ ସଭା]] [[ଓଡ଼ିଶାର ବିଧାନ ସଭା ନିର୍ବାଚନ ମଣ୍ଡଳୀ ତାଲିକା|ନିର୍ବାଚନ ମଣ୍ଡଳୀ]] ।
ଏହି ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଅଞ୍ଚଳ ଗୁଡ଼ିକ ହେଲା: [[ମାଲକାନଗିରି|ମାଲକାନଗିରି (ବି)]], ମାଲକାନଗିରି ବ୍ଳକ, କାଲିମେଳା ବ୍ଳକ, ପୋଡ଼ିଆ ବ୍ଳକ ଓ କୋରୁକୁଣ୍ଡା ବ୍ଳକର କିଛି ଅଂଶ ।<ref>[http://eci.nic.in/delim/Final_Publications/Orissa/orissa.pdf Assembly Constituencies and their Extent]</ref><ref>[http://eci.nic.in/delim/paper1to7/Orissa.xls Seats of Odisha]</ref>
 
ଗତ ୨୦୧୪ ନିର୍ବାଚନରେ [[ବିଜୁ ଜନତା ଦଳ]] ପ୍ରାର୍ଥୀ ମାନସ ମାଡକାମୀ [[ଭାରତୀୟ ଜାତୀୟ କଂଗ୍ରେସ]] ପ୍ରାର୍ଥୀ ମାଲା ମାଢୀଙ୍କ ଠାରୁ ୩୩୧୨ ଖଣ୍ଡ ଅଧିକ ଭୋଟ ପାଇ ନିର୍ବାଚିତ ହୋଇଛନ୍ତି।<ref name=":0">https://eci.nic.in/eci_main/StatisticalReports/AE2014/Stat_Rep_Odisha-2014.pdf</ref>
 
ଗତ ୨୦୦୯ ନିର୍ବାଚନରେ [[ବିଜୁ ଜନତା ଦଳ]] ପ୍ରାର୍ଥୀ ମୁକୁନ୍ଦ ସୋଡ଼ୀ, [[ଭାରତୀୟ ଜାତୀୟ କଂଗ୍ରେସ]] ପ୍ରାର୍ଥୀ ନବୀନ ଚନ୍ଦ୍ର ମଦକମୀଙ୍କଠାରୁ ୧୦,୯୦୬ ଅଧିକ ଭୋଟ ପାଇ ନିର୍ବାଚିତ ହୋଇଥିଲେ ।<ref>{{cite web |url= http://leadtech.in/infoelection/index.php/odisha/431-odisha-election-result-2009-votemargin.html |title=Orissa Election Result 2009 With Vote Margin, Odisha Assembly Election Result 2009, Orissa Vidhan Sabha Election Result 2009, Odisha Constituency List, Orissa MLA List, Odisha Election 2009 Runner Up Votes Polled, Orissa Winner List |work=leadtech.in |quote=8971 |accessdate=21 April 2013}}</ref>
Line ୯୬ ⟶ ୯୮:
 
==ନିର୍ବାଚିତ ବିଧାୟକଗଣ==
୧୯୫୧ରୁ ୨୦୦୯୨୦୧୪ ମଧ୍ୟରେ ମୋଟ ୧୪ଥର୧୫ଥର ନିର୍ବାଚନ ଅନୁଷ୍ଠିତ ହୋଇସାରିଛି । ଏହି ନିର୍ବାଚନ ମଣ୍ଡଳୀରୁ ନିର୍ବାଚିତ ହୋଇଥିବା ବିଧାୟକ ମାନେ ହେଲେ: <ref>http://orissa.gov.in/e-magazine/orissaannualreference/ORA-2011/pdf/453-501.pdf</ref><ref name=":0" />
 
* ୨୦୧୪: ମାନସ ମାଡକାମୀ (ବିଜଦ)
*୨୦୦୯: ମୁକୁନ୍ଦ ସୋଡ଼ୀ (ବିଜଦ)
*୨୦୦୪: ନିମାଇ ଚନ୍ଦ୍ର ସର୍କାର (କଂଗ୍ରେସ)