"ଦିଗପହଣ୍ଡି (ବିଧାନ ସଭା ନିର୍ବାଚନ ମଣ୍ଡଳୀ)" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
୨୦୧୪ ନିର୍ବାଚନ ସମ୍ପର୍କରେ ଉଲ୍ଲେଖ କଲି।
ଟ୍ୟାଗସବୁ: ଭିଜୁଆଲ ସମ୍ପାଦନା ମୋବାଇଲ ସମ୍ପାଦନା ମୋବାଇଲ ୱେବ ବଦଳ
୨୦୧୪ ନିର୍ବାଚନ ସମ୍ପର୍କରେ ଉଲ୍ଲେଖ କଲି।
ଟ୍ୟାଗସବୁ: ଭିଜୁଆଲ ସମ୍ପାଦନା ମୋବାଇଲ ସମ୍ପାଦନା ମୋବାଇଲ ୱେବ ବଦଳ
୧୮ କ ଧାଡ଼ି:
 
ଦିଗପହଣ୍ଡି (କ୍ରମିକ ସଂଖ୍ୟା: ୧୩୪) [[ଗଞ୍ଜାମ ଜିଲ୍ଲା]] ଅନ୍ତର୍ଗତ ଏକ [[ଓଡ଼ିଶା ବିଧାନ ସଭା|ବିଧାନ ସଭା]] [[ଓଡ଼ିଶାର ବିଧାନ ସଭା ନିର୍ବାଚନ ମଣ୍ଡଳୀ ତାଲିକା|ନିର୍ବାଚନ ମଣ୍ଡଳୀ]] ।<ref>{{cite web |url= http://www.empoweringindia.org/new/constituency.aspx?eid=283&cid=134 |title=Digapahandi Assembly Election 2009, Orissa |work=empoweringindia.org |quote=Constituency: Digapahandi (134) District : Ganjam |accessdate=8 June 2013}}</ref>
ଏହି ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଅଞ୍ଚଳ ଗୁଡ଼ିକ ହେଲା: [[ଦିଗପହଣ୍ଡି|ଦିଗପହଣ୍ଡି (ବି)]], ଦିଗପହଣ୍ଡି ବ୍ଳକ ଓ କୁକୁଡ଼ାଖଣ୍ଡି ବ୍ଳକର କିଛି ଅଞ୍ଚଳ ।<ref>[http://eci.nic.in/delim/Final_Publications/Orissa/orissa.pdf Assembly Constituencies and their Extent]</ref><ref>[http://eci.nic.in/delim/paper1to7/Orissa.xls Seats of Odisha]</ref>
 
ଗତ ୨୦୧୪ ନିର୍ବାଚନରେ [[ବିଜୁ ଜନତା ଦଳ]] ପ୍ରାର୍ଥୀ ସୂର୍ଯ୍ୟନାରାୟଣ ପାତ୍ର [[ଭାରତୀୟ ଜାତୀୟ କଂଗ୍ରେସ]] ପ୍ରାର୍ଥୀ ଶୁକ ସୁଜିତ କୁମାରଙ୍କ ଠାରୁ ୪୫୮୯୭ ଖଣ୍ଡ ଅଧିକ ଭୋଟ ପାଇ ନିର୍ବାଚିତ ହୋଇଛନ୍ତି।<ref name=":01">https://eci.nic.in/eci_main/StatisticalReports/AE2014/Stat_Rep_Odisha-2014.pdf</ref>

ଗତ ୨୦୦୯ ନିର୍ବାଚନରେ [[ବିଜୁ ଜନତା ଦଳ]] ପ୍ରାର୍ଥୀ ସୂର୍ଯ୍ୟ ନାରାୟଣ ପାତ୍ର, [[ଭାରତୀୟ ଜାତୀୟ କଂଗ୍ରେସ]] ପ୍ରାର୍ଥୀ ଭି. ରବି ନାରାୟଣ ରାଜୁଙ୍କଠାରୁ ୩୨,୭୬୩ ଅଧିକ ଭୋଟ ପାଇ ନିର୍ବାଚିତ ହୋଇଥିଲେ ।<ref>{{cite web |url= http://leadtech.in/infoelection/index.php/odisha/431-odisha-election-result-2009-votemargin.html |title=Orissa Election Result 2009 With Vote Margin |work=leadtech.in |quote=32763 |accessdate=21 April 2013}}</ref>
 
==୨୦୦୯ ନିର୍ବାଚନ ଫଳାଫଳ==
Line ୮୨ ⟶ ୮୪:
 
==ନିର୍ବାଚିତ ବିଧାୟକଗଣ==
ନବଗଠିତ ଏହି ନିର୍ବାଚନ ମଣ୍ଡଳୀରେ ୨୦୦୯ ଓ ୨୦୧୪ରେ କେବଳ ୨ଥର ନିର୍ବାଚନ ଅନୁଷ୍ଠିତ ହୋଇଛି ।<ref name=":0">https://eci.nic.in/eci_main/StatisticalReports/AE2014/Stat_Rep_Odisha-2014.pdf</ref><ref name=":1" />
 
* ୨୦୧୪: ସୂର୍ଯ୍ୟନାରାୟଣ ପାତ୍ର (ବିଜଦ)