"ଗୋମାଂସ" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

ଟିକେ
ସମ୍ୟକ ପରିବର୍ତ୍ତନ
(Created by translating the page "Beef")
ଟିକେ (ସମ୍ୟକ ପରିବର୍ତ୍ତନ)
[[ଫାଇଲ:Wagyu.jpg|thumb|ୱାଗ୍ୟୁ ଗୋରୁ ପ୍ରାଥମିକ ଭାବେ ଗୋମାଂସ ପାଇଁ ପାଳିତ ଏକ ଜାତିର ଗୋରୁ ।]]
[[ଫାଇଲ:Hamburger_-_veggies_-_potato_-_parmesan_cheese_food.jpg|thumb|ରନ୍ଧା ଆଳୁ ଓ ପାଳଙ୍ଗ ସହ ଏକ ଖାଦ୍ୟରେ ଗୋମାଂସ]]
'''ଗୋମାଂସ''' (ବିଫ୍, '''ଗୋରୁମାଂସ '''ଓ''' ହଡ଼ା''' ମାଂସ ଭାବେ ମଧ୍ୟ ଜଣା) ଖାଦ୍ୟ ଭାବେ ବ୍ୟବହୃତ ବିଶେଷ କରି କଙ୍କାଳରୁ ନିଆଯାଇଥିବା ଗୋରୁମାନଙ୍କ ମାଂସକୁ ବୁଝାଏ । ପ୍ରାକୈତିହାସିକ ସମୟରୁ ମଣିଷମାନେ ଗୋମାଂସ ଖାଇଆସୁଛନ୍ତି ।<ref>{{Cite book|title=Beef: A Global History|last=Piatti-Farnell|first=Lorna|publisher=Reaktion Books|year=2013|isbn=1780231172|location=London|pages=7|quote="In prehistoric times, our ancestors were known to have hunted aurochs, a type of wild—and rather ferocious—cattle that were the ancestor to modern livestock."}}</ref> ଗୋମାଂସରେ ଉଚ୍ଚମାନର ପୁଷ୍ଟିସାର ଓ ଅନ୍ୟାନ୍ୟ ଖାଦ୍ୟସାର ରହିଛି ।<ref>{{Cite journal|url=http://www.sciencedirect.com/science/article/pii/S0309174016301024|title=Chemical compositions, free amino acid contents and antioxidant activities of Hanwoo (Bos taurus coreanae) beef by cut|last=Oh|first=Mirae|last2=Kim|first2=Eun-Kyung|journal=Meat Science|doi=10.1016/j.meatsci.2016.04.016|year=2016|volume=119|pages=16–21|pmid=27115864|quote=Beef is one of the main animal food resources providing high-quality protein and essential nutrients, including essential amino acids, unsaturated fatty acids, minerals, and vitamins, for human consumption.|last3=Jeon|first3=Byong-Tae|last4=Tang|first4=Yujiao}}</ref>
 
ଗୋମାଂସ କଙ୍କାଳ ମାଂସ ସାଧାରଣତଃ ରୋଷ୍ଟ, ଛୋଟ ରିବ ଓ ଷ୍ଟେକ ଭାବେ କଟାଯାଇଥାଏ (ଏସବୁ ଫିଲେଟ ମିଗନୋନ, ସରଲୋଇନ ଷ୍ଟେକ, ରମ୍ପ ଷ୍ଟେକ, ରିବ ଷ୍ଟେକ, ରିବ ଆଇ ଷ୍ଟେକ, ହ୍ୟାଙ୍ଗର ଷ୍ଟେକ ଆଦି ନାମରେ ଜଣା) ଓ ବାକି କଟା ପ୍ରଣାଳୀରେ ମାଂସକୁ ବିଭିନ୍ନ ପ୍ରକ୍ରିୟାକରଣ କରାଯାଇଥାଏ (ଯଥା କର୍ଣଡ଼ ବିଫ ଓ ବିଫ ଜର୍କି) । ସସେଜରେ ବୟସ୍କ (ତେଣୁ ଶକ୍ତ) ଗୋରୁମାଂସକୁ ଟ୍ରିମିଂ ମିଶାଇ ଗୁଣ୍ଡକରି, ଛୋଟ ଛୋଟ ଖଣ୍ଡ କରି କାଟି (ମିନ୍ସିଂ) ବ୍ୟବହାର କରାଯାଇଥାଏ । କେତେକ।କେତେକ ବ୍ଲଡ଼ ସସେଜରେ ରକ୍ତ ମଧ୍ୟ ବ୍ୟବହାର ହୋଇଥାଏ । ଅନ୍ୟାନ୍ୟ ଅଙ୍ଗପ୍ରତଙ୍ଗ ଓ ଓଫାଲ ଯଥା ଗୋରୁ ଲାଞ୍ଜ, ଯକୃତ, ଜିଭ, ପାକସ୍ଥଳୀ କାନ୍ଥମାଂସ ଆଦି ପାକନଳୀ ଓ ରୁମେନ ଏବଂ ଗ୍ରନ୍ଥୀ (ବିଶେଷ କରି ଅଗ୍ନାଶୟ ଓ ଥାଇମସ ଯାହା ସୁଇଟବ୍ରେଡ଼ ନାମରେ ମଧ୍ୟ ଜଣା) ମଧ୍ୟ ଖିଆଯାଇଥାଏ । ଏଥି।ଏଥି ସହିତ ହୃତପିଣ୍ଡ, ମସ୍ତିଷ୍କ (ବୋଭାଇନ ସ୍ପଞ୍ଜିଫର୍ମ ଏନସେଫାଲୋପାଥି ବା BSE ଯାହା ମ୍ୟାଡ଼ କାଓ ଡିଜିଜ ବା "ପାଗଳ ଗୋରୁ ରୋଗ" ନାମରେ ଜଣା ରୋଗ ହେଉଥିବାରୁ ଏହା ଖାଇବା ବାରଣ କରାଯାଏ), [[ବୃକକ]], ଓ ଷଣ୍ଢର ଅଣ୍ଡକୋଷ (ଯୁକ୍ତରାଷ୍ଟ୍ର ଆମେରିକାରେ କାଫ ଫ୍ରାଇସ, ପ୍ରେଇରେ ଓଏଷ୍ଟର ଏବଂ ରକି ମାଉଁଣ୍ଟେନ ଓଏଷ୍ଟର ନାମରେ ଜଣା) ଆଦି ମଧ୍ୟ ଖିଆଯାଏ । କେତେକ ପାକନଳୀ ରନ୍ଧାହୋଇ ଯଥାରୀତି ଖିଆଯାଏ<ref>{{Citation|last=Dejohn|first=Irving|title=You got the guts to try Argentinian chinchulini - cow intestine delicacy?|date=2011-03-29|url=http://www.nydailynews.com/new-york/queens/guts-argentinian-chinchulini-intestine-delicacy-article-1.117306|archive-url=https://web.archive.org/web/20170905053858/http://www.nydailynews.com/new-york/queens/guts-argentinian-chinchulini-intestine-delicacy-article-1.117306|dead-url=no|publisher=[[NY Daily News]]|access-date=2018-04-27|archive-date=2017-09-05}}</ref> ଓ କେତେକ ପ୍ରାକୃତିକ ସସେଜର ଖୋଳ ଭାବେ ବ୍ୟବହାର ହୁଏ । ହାଡ଼ଗୁଡ଼ିକ।ହାଡ଼ଗୁଡ଼ିକ ବିଫ ଷ୍ଟକ ଭାବେ ବ୍ୟବହାର କରାଯାଏ ।
 
ଷଣ୍ଢ ଓ ବଳଦ ମାଂସ ସମାନ ଧରଣର ।<ref>Schweihofer, Jeannine and Buskirk, Dan (10 April 2014) [http://msue.anr.msu.edu/news/do_steers_or_heifers_produce_better_beef Do steers or heifers produce better beef?]. Michigan State University.</ref> ଅର୍ଥନୀତି ଅନୁସାରେ କିଛି ବଳଦ ପ୍ରଜନନ ପାଇଁ ପାଳନ କରାଯାଇଥାନ୍ତି{{Citation needed|date=ସେପ୍ଟେମ୍ବର ୨୦୧୮}} । ବୟସ୍କ ଷଣ୍ଢମାନଙ୍କ ମାଂସ ଶକ୍ତ ହୋଇଥିବାରୁ ଏସବୁକୁ ଛୋଟ ଛୋଟ ଖଣ୍ଡ (ମିନ୍ସିଂ, ଏହାକୁ ଯୁକ୍ତରାଷ୍ଟ୍ର ଆମେରିକାରେ ଗ୍ରାଉଣ୍ଡ ବିଫ) କୁହାଯାଏ କରାଯାଇଥାଏ । ମାଂସ ପାଇଁ ପାଳିତ ଗୋରୁମାନଙ୍କୁ ଘାସଭୂମିରେ ଖୋଲାରେ ବୁଲିବା ପାଇଁ ଛଡ଼ାଯାଇପାରେ କିମ୍ବା ଫିଡ଼ଲଟ ନାମକ ଏକ ବିଶାଳ ଖାଦ୍ୟଯୋଗାଣ କାର୍ଯ୍ୟକଳାପ ପାଇଁ ବନ୍ଦ କରି ରଖାଯାଇପାରେ । ସେଠାରେ ସେମାନଙ୍କୁ ବିଭିନ୍ନ ଶସ୍ୟ, ପୁଷ୍ଟିସାର, ରଫେଜ ଓ ଭିଟାମିନ/ଖଣିଜ ପିବ୍ଲେଣ୍ଡ ଖାଇବାକୁ ଦିଆଯାଏ ।
 
ହିନ୍ଦୁଧର୍ମରେ ଗାଈ ପବିତ୍ରଭାବେ ଗ୍ରହଣ କରାଯାଏ ଓ ଅନ୍ୟାନ୍ୟ ମାଂସ ଖାଉଥିବା ଧାର୍ମିକ ହିନ୍ଦୁମାନେ ସାଧାରଣତଃ ଗୋମାଂସ ଖାଆନ୍ତି ନାହିଁ ।
୪,୪୫୯

ଗୋଟି ସମ୍ପାଦନା