"ଆଠଗଡ଼ (ବିଧାନ ସଭା ନିର୍ବାଚନ ମଣ୍ଡଳୀ)" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
ଟିକେ Bot: Automated text replacement (- ରୁ +ରୁ )
ଟିକେ ୨୦୧୪ ନିର୍ବାଚନ ସମ୍ପର୍କରେ ଉଲ୍ଲେଖ କଲି।
ଟ୍ୟାଗସବୁ: ଭିଜୁଆଲ ସମ୍ପାଦନା ମୋବାଇଲ ସମ୍ପାଦନା ମୋବାଇଲ ୱେବ ବଦଳ
୨ କ ଧାଡ଼ି:
! colspan="2" bgcolor="#DEFFAD" | '''ଆଠଗଡ଼''' ବିଧାନ ସଭା ନିର୍ବାଚନ ମଣ୍ଡଳୀ
|-
| ଭୋଟର ସଂଖ୍ୟା (୨୦୦୯୨୦୧୪): || ୧,୭୪୮୪,୩୦୧୩୭୩
|-
| ଜିଲ୍ଲା: || [[କଟକ ଜିଲ୍ଲା|କଟକ]]
୧୯ କ ଧାଡ଼ି:
ଆଠଗଡ଼ (କ୍ରମିକ ସଂଖ୍ୟା: ୮୯) [[କଟକ ଜିଲ୍ଲା]] ଅନ୍ତର୍ଗତ ଏକ [[ଓଡ଼ିଶା ବିଧାନ ସଭା|ବିଧାନ ସଭା]] [[ଓଡ଼ିଶାର ବିଧାନ ସଭା ନିର୍ବାଚନ ମଣ୍ଡଳୀ ତାଲିକା|ନିର୍ବାଚନ ମଣ୍ଡଳୀ]] ।
ଏହି ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଅଞ୍ଚଳ ଗୁଡ଼ିକ ହେଲା: [[ଆଠଗଡ଼|ଆଠଗଡ଼ (ବି)]], ଆଠଗଡ଼ ବ୍ଳକ, ତିଗିରିଆ ବ୍ଳକ ଓ ଟାଙ୍ଗୀ-ଚୌଦ୍ଵାର ବ୍ଳକର କିଛି ଅଂଶ ।<ref>[http://eci.nic.in/delim/Final_Publications/Orissa/orissa.pdf Assembly Constituencies and their Extent]</ref><ref>[http://eci.nic.in/delim/paper1to7/Orissa.xls Seats of Odisha]</ref>
 
ଗତ ୨୦୧୪ ନିର୍ବାଚନରେ [[ବିଜୁ ଜନତା ଦଳ]] ପ୍ରାର୍ଥୀ ରଣେନ୍ଦ୍ର ପ୍ରତାପ ସ୍ବାଇଁ [[ଭାରତୀୟ ଜାତୀୟ କଂଗ୍ରେସ]] ପ୍ରାର୍ଥୀ ବିଚିତ୍ରାନନ୍ଦ ମୁଦୁଲିଙ୍କ ଠାରୁ ୬୮୪୮୭ ଖଣ୍ଡ ଅଧିକ ଭୋଟ ପାଇ ନିର୍ବାଚିତ ହୋଇଛନ୍ତି।<ref name=":0">https://eci.nic.in/eci_main/StatisticalReports/AE2014/Stat_Rep_Odisha-2014.pdf</ref>
 
ଗତ ୨୦୧୨ ଉପ-ନିର୍ବାଚନରେ [[ବିଜୁ ଜନତା ଦଳ]] ପ୍ରାର୍ଥୀ ରଣେନ୍ଦ୍ର ପ୍ରତାପ ସ୍ଵାଇଁ, [[ଭାରତୀୟ ଜାତୀୟ କଂଗ୍ରେସ]] ପ୍ରାର୍ଥୀ ସୁରେଶ ମହାପାତ୍ରଙ୍କଠାରୁ ୪୭,୩୯୦ ଅଧିକ ଭୋଟ ପାଇ ନିର୍ବାଚିତ ହେଇଥିଲେ ।<ref>{{cite web |url= http://zeenews.india.com/news/odisha/odisha-bjd-wins-athagarh-bypoll_765236.html |title=Odisha: BJD wins Athagarh bypoll |work=zeenews.india.com |quote=Odisha: BJD wins Athagarh bypoll |accessdate=20 May 2013}}</ref>
 
==ନିର୍ବାଚିତ ବିଧାୟକଗଣ==
୧୯୫୧ରୁ ୨୦୦୯୨୦୧୪ ମଧ୍ୟରେ ମୋଟ ୧୫ଥର୧୬ଥର ନିର୍ବାଚନ ଅନୁଷ୍ଠିତ ହୋଇସାରିଛି । ଏହି ନିର୍ବାଚନ ମଣ୍ଡଳୀରୁ ନିର୍ବାଚିତ ହୋଇଥିବା ବିଧାୟକମାନେ ହେଲେ:<ref>http://orissa.gov.in/e-magazine/orissaannualreference/ORA-2011/pdf/453-501.pdf</ref><ref name=":0" />
 
* ୨୦୧୪: ରଣେନ୍ଦ୍ର ପ୍ରତାପ ସ୍ବାଇଁ (ବିଜଦ)
*୨୦୧୨: (୮୯): [[ରଣେନ୍ଦ୍ର ପ୍ରତାପ ସ୍ଵାଇଁ]] (ବିଜଦ),
*୨୦୦୯: (୮୯): ରମେଶ ରାଉତ (ସ୍ୱାଧୀନ),