"ମାଟିର ମଣିଷ" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
ଟିକେ ଆଧାର ଯୋଡ଼ାଗଲା ଏବଂ ଟିକେ ସଜାଡ଼ାଗଲା
୬ କ ଧାଡ଼ି:
| alt =
| caption =
| director = [[ମୃଣାଳ ସେନ]]
| producer = [[ବାବୁଲାଲ ଦୋଶୀ]]
| writer =
| screenplay = [[ଗୋପାଳ ଛୋଟରାୟ]]
| story = ପଦ୍ମଭୂଷଣ [[କାଳିନ୍ଦୀ ଚରଣ ପାଣିଗ୍ରାହୀ]]
| based on = [[ମାଟିର ମଣିଷ (ଉପନ୍ୟାସ)]]
| based on = <!-- {{based on|title of the original work|writer of the original work}} -->
| narrator =
| starring = [[ସୁଜାତା ଆନନ୍ଦ]], [[ଧୀର ବିଶ୍ଵାଳ]], [[ଭାନୁମତୀ ଦେବୀ]], [[ପ୍ରଶାନ୍ତ ନନ୍ଦ]], [[ଶରତ ପୂଜାରୀ]]
| music = [[ଭୁବନେଶ୍ଵର ମିଶ୍ର]]
| cinematography = [[ଶୈଳଜା ଚାଟାର୍ଜୀ]]
| editing =
| studio =
୨୭ କ ଧାଡ଼ି:
}}
 
'''ମାଟିର ମଣିଷ''', ୧୯୬୬ ମସିହାରେ ମୁକ୍ତିଲାଭ କରିଥିବା ଏକ ଓଡ଼ିଆ କଥାଚିତ୍ର ।<ref>{{cite web|title=Matira Manisha (Two Brothers)|url=http://mrinalsen.org/matira_manisha.htm|publisher=mrinalsen.org|accessdate=8 July 2016}}</ref> ଏହି କଥାଚିତ୍ରଟିର ପ୍ରଯୋଜନା କରିଥିଲେ ବାବୁଲାଲ ଦୋଶୀ । ଏହି କଥାଚିତ୍ରଟି କାଳିନ୍ଦୀ ଚରଣ ପାଣିଗ୍ରାହୀଙ୍କ ରଚିତ ଉପନ୍ୟାସ "ମାଟିର ମଣିଷ" ଉପରେ ନିର୍ମାଣ କରାଯାଇଥିଲା । ଗୋପାଳ ଛୋଟରାୟ ଏହି କଥାଚିତ୍ରଟିର ଚିତ୍ରନାଟ୍ୟ ରଚନା କରିଥିଲେ । [[ମୃଣାଳ ସେନ]] ଏହି କଥାଚିତ୍ରଟିର ନିର୍ଦ୍ଦେଶନା ଦେଇଥିଲେ ।<ref>{{cite journal |last1=ହାଲି |first1=ଦିଲୀପ |title=୭୦ ବର୍ଷର ଓଡ଼ିଆ ଚଳଚ୍ଚିତ୍ରର ଏକ ପର୍ଯ୍ୟାଲୋଚନା |journal=ଉତ୍କଳ ପ୍ରସଙ୍ଗ |date=1 August 2006 |url=http://magazines.odisha.gov.in/utkalprasanga/August2006/oriyapdf/63-65.pdf |accessdate=28 August 2018}}</ref><ref>{{cite journal |last1=ହାଲି |first1=ଦିଲୀପ |title=ଓଡ଼ିଆ ଚଳଚ୍ଚିତ୍ରର ଭବିଷ୍ୟତ |journal=ଉତ୍କଳ ପ୍ରସଙ୍ଗ |date=1 January 2008 |url=http://magazines.odisha.gov.in/utkalprasanga/2008/jan-2008/oriyapdf/22-24.pdf |accessdate=28 August 2018}}</ref>
[[ମୃଣାଳ ସେନ]]ଙ୍କ ନିର୍ଦ୍ଦେଶନାରେ ନିର୍ମିତ, ଛାୟାବାଣୀ ପ୍ରତିଷ୍ଠାନର [[ଓଡ଼ିଆ ଭାଷା|ଓଡ଼ିଆ]] କଥାଚିତ୍ର '''ମାଟିର ମଣିଷ''', ''୧୯୬୬'' ମସିହାରେମୁକ୍ତିଲାଭ କରିଥିଲା ।<ref>{{cite web|title=Matira Manisha (Two Brothers)|url=http://mrinalsen.org/matira_manisha.htm|publisher=mrinalsen.org|accessdate=8 July 2016}}</ref>
 
[[ପ୍ରଶାନ୍ତ ନନ୍ଦ]], [[ଶରତ ପୂଜାରୀ]], [[ଧୀର ବିଶ୍ଵାଳ]], [[ଦୁଃଖୀରାମ ସ୍ଵାଇଁ]], [[ଭୀମ ସିଂ]], [[କାର୍ତ୍ତିକ ଘୋଷ]], [[ରାମ ମାଣିଆ]], [[ସୁଜାତା ଆନନ୍ଦ]], [[ଭାନୁମତୀ ଦେବୀ]], [[ସ୍ନେହଲତା]], [[ମିତା]] ଆଦି କଳାକାରମାନେ ଏହି କଥାଚିତ୍ରଟିର ବିଭିନ୍ନ ଭୂମିକାରେ ଅଭିନୟ କରିଥିଲେ ।
== ସଂକ୍ଷିପ୍ତ କାହାଣୀ ==
ଶ୍ୟାମ ପ୍ରଧାନଙ୍କର ଦୁଇ ପୁଅ ବରଜୁ ପ୍ରଧାନ (ଶରତ ପୂଜାରୀ) ଓ ଛକଡ଼ି ପ୍ରଧାନ (ପ୍ରଶାନ୍ତ ନନ୍ଦ) । ବରଜୁ ବିବାହିତ, ୩ଟି ସନ୍ତାନର ପିତା, ଦାୟିତ୍ୱବାନ, କିନ୍ତୁ ଛକଡ଼ି ଫୁଲାଫାଙ୍କିଆ । ଛକଡ଼ିକୁ ବାଟକୁ ଆଣିବା ପାଇଁ ଶ୍ୟାମ ପ୍ରଧାନ, ନେତ୍ରମଣି (ସୁଜାତା ଆନନ୍ଦ) ସହିତ ବିବାହ କରେଇ ଦିଅନ୍ତି । କିନ୍ତୁ ଦୁଇ ଜାଆଙ୍କ ମଧ୍ୟରେ ଭୁଲ୍ ବୁଝାମଣା ଦୁଇ ଭାଇଙ୍କ ମଧ୍ୟରେ ଭୁଲ୍ ବୁଝାମଣା ସୃଷ୍ଟି କରେ । ସାହୁକାର ହରି ମିଶ୍ର (ଦୁଃଖୀରାମ ସ୍ୱାଇଁ) ମଧ୍ୟ ଛକଡ଼ିକୁ ଭାଇଠାରୁ ଅଲଗା ହେବା ପାଇଁ ଉସୁକାଏ, ଯା ଫଳରେ ସେ ଅଧିକ ଲାଭବାନ ହୋଇ ପାରିବ । ବରଜୁ ଛକଡ଼ିକୁ ବୁଝେଇବାକୁ ଯାଇ ଗୋଟେ ଚାପୁଡ଼ା ମାରେ । ଛକଡ଼ି ଏ କଥାକୁ ଆଧାର କରି, ହରି ମିଶ୍ରର ସାହାଯ୍ୟ ନେଇ ପୁଲିସ୍ ଡାକେ ଓ ଭିନ୍ନେ ହେବା ପାଇଁ ଦାବି କରେ । ବରଜୁ, ଛକଡ଼ିକୁ ସବୁ ସମ୍ପତିର ମାଲିକାନା ଦେଇ ନିଜ ସ୍ତ୍ରୀ ପିଲାଙ୍କୁ ନେଇ ଗାଁଆ ଛାଡ଼ି ଚାଲି ଯିବାର ଦୃଢ଼ ନିଷ୍ପତି ନିଏ । ଶେଷରେ ଛକଡ଼ି ଓ ନେତ୍ରମଣି ନିଜର ଭୁଲ୍ ବୁଝି ପାରନ୍ତି ଓ ବରଜୁକୁ ଫେରାଇ ଆଣନ୍ତି ।<ref>{{cite web|author1=Jitendra Narayan Patnaik|title=Four Major Modern Oriya Novelists|url=http://odisha.gov.in/e-magazine/Orissareview/2008/November-2008/engpdf/65-72.pdf|publisher=Orissar Review (Nov 2008)|accessdate=8 July 2016}}</ref>
 
== ଅଭିନୟରେଅଭିନୟ ==
[[ଓଡ଼ିଆ ଭାଷା|ଓଡ଼ିଆ]] କଥାଚିତ୍ର ‘ମାଟିର ମଣିଷ’ରେ ଅଭିନୟ କରିଥିବା ପ୍ରମୁଖ କଳାକାର ହେଲେ:
* [[ପ୍ରଶାନ୍ତ ନନ୍ଦ]]
* [[ଶରତ ପୂଜାରୀ]]
Line ୪୫ ⟶ ୪୩:
* [[ସ୍ନେହଲତା]]
* [[ମିତା]]
 
== ସଂକ୍ଷିପ୍ତ କାହାଣୀ ==
ଶ୍ୟାମ ପ୍ରଧାନଙ୍କର ଦୁଇ ପୁଅ ବରଜୁ ପ୍ରଧାନ (ଶରତ ପୂଜାରୀ) ଓ ଛକଡ଼ି ପ୍ରଧାନ (ପ୍ରଶାନ୍ତ ନନ୍ଦ) । ବରଜୁ ବିବାହିତ, ୩ଟି ସନ୍ତାନର ପିତା, ଦାୟିତ୍ୱବାନ, କିନ୍ତୁ ଛକଡ଼ି ଫୁଲାଫାଙ୍କିଆ । ଛକଡ଼ିକୁ ବାଟକୁ ଆଣିବା ପାଇଁ ଶ୍ୟାମ ପ୍ରଧାନ, ନେତ୍ରମଣି (ସୁଜାତା ଆନନ୍ଦ) ସହିତ ବିବାହ କରେଇ ଦିଅନ୍ତି । କିନ୍ତୁ ଦୁଇ ଜାଆଙ୍କ ମଧ୍ୟରେ ଭୁଲ୍ ବୁଝାମଣା ଦୁଇ ଭାଇଙ୍କ ମଧ୍ୟରେ ଭୁଲ୍ ବୁଝାମଣା ସୃଷ୍ଟି କରେ । ସାହୁକାର ହରି ମିଶ୍ର (ଦୁଃଖୀରାମ ସ୍ୱାଇଁ) ମଧ୍ୟ ଛକଡ଼ିକୁ ଭାଇଠାରୁ ଅଲଗା ହେବା ପାଇଁ ଉସୁକାଏ, ଯା ଫଳରେ ସେ ଅଧିକ ଲାଭବାନ ହୋଇ ପାରିବ । ବରଜୁ ଛକଡ଼ିକୁ ବୁଝେଇବାକୁ ଯାଇ ଗୋଟେ ଚାପୁଡ଼ା ମାରେ । ଛକଡ଼ି ଏ କଥାକୁ ଆଧାର କରି, ହରି ମିଶ୍ରର ସାହାଯ୍ୟ ନେଇ ପୁଲିସ୍ ଡାକେ ଓ ଭିନ୍ନେ ହେବା ପାଇଁ ଦାବି କରେ । ବରଜୁ, ଛକଡ଼ିକୁ ସବୁ ସମ୍ପତିର ମାଲିକାନା ଦେଇ ନିଜ ସ୍ତ୍ରୀ ପିଲାଙ୍କୁ ନେଇ ଗାଁଆ ଛାଡ଼ି ଚାଲି ଯିବାର ଦୃଢ଼ ନିଷ୍ପତି ନିଏ । ଶେଷରେ ଛକଡ଼ି ଓ ନେତ୍ରମଣି ନିଜର ଭୁଲ୍ ବୁଝି ପାରନ୍ତି ଓ ବରଜୁକୁ ଫେରାଇ ଆଣନ୍ତି ।<ref>{{cite web|author1=Jitendra Narayan Patnaik|title=Four Major Modern Oriya Novelists|url=http://odisha.gov.in/e-magazine/Orissareview/2008/November-2008/engpdf/65-72.pdf|publisher=Orissar Review (Nov 2008)|accessdate=8 July 2016}}</ref>
 
== ଗୀତ ଓ ସଙ୍ଗୀତ ==
ଏହି କଥାଚିତ୍ରଟିର ସଙ୍ଗୀତ ନିର୍ଦ୍ଦେଶନା ଦେଇଥିଲେ [[ଭୁବନେଶ୍ଵର ମିଶ୍ର]] ।
 
== ଆଧାର ==