"ଆରଣ୍ୟକ (ଓଡ଼ିଆ କଥାଚିତ୍ର)" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
ଟିକେNo edit summary
ଟିକେNo edit summary
୨୭ କ ଧାଡ଼ି:
}}
 
'''ଆରଣ୍ୟକ''', ୧୯୯୪ ମସିହାରେ ମୁକ୍ତିଲାଭ କରିଥିବା ଏକ ଓଡ଼ିଆ କଥାଚିତ୍ର । ଏହି କଥାଚିତ୍ରଟିର ଗାଳ୍ପିକ ମନୋଜ ଦାସଙ୍କର ଗଳ୍ପ ସଙ୍କଳନ ଆରଣ୍ୟକ ଉପରେ ନିର୍ମାଣ କରାଯାଇଥିଲା ।<ref>http://sahitya-akademi.gov.in/sahitya-akademi/library/meettheauthor/manoj_das.pdf</ref> ଏହାର ପ୍ରଥମ ପ୍ରକାଶନ ୧୯୬୦ରେ ହୋଇଥିଲା ।<ref name="Raja1993">{{cite book|author=P. Raja|title=Many Worlds of Manoj Das|url=https://books.google.com/books?id=w8ZlAAAAMAAJ|date=1 January 1993|publisher=B.R. Publishing Corporation|isbn=978-81-7018-761-5}}</ref> ସୁପବିତ୍ର ବାବୁଲ ଏହି କଥାଚିତ୍ରଟିର ସଂଳାପ ରଚନା କରିଥିଲେ । ଅପୂର୍ବ କିଶୋର ବୀର ଏହି କଥାଚିତ୍ରଟିର ନିର୍ଦ୍ଦେଶନା ଦେଇଥିଲେ ।<ref>{{cite book|title=India Today|url=https://books.google.com/books?id=P0xDAAAAYAAJ|year=1995|publisher=Thomson Living Media India Limited}}</ref> ଏହି ଚଳଚ୍ଚିତ୍ରଟିର ଜାତୀୟ ସ୍ତରରେ ଉଚ୍ଚ ପ୍ରଶଂସିତ ହୋଇଥିଲା ।<ref>{{cite journal |last1=ହାଲି |first1=ଦିଲୀପ |title=୭୦ ବର୍ଷର ଓଡ଼ିଆ ଚଳଚ୍ଚିତ୍ରର ଏକ ପର୍ଯ୍ୟାଲୋଚନା |journal=ଉତ୍କଳ ପ୍ରସଙ୍ଗ |date=1 August 2006 |url=http://magazines.odisha.gov.in/utkalprasanga/August2006/oriyapdf/63-65.pdf |accessdate=28 August 2018}}</ref><ref>{{cite journal |last1=ହାଲି |first1=ଦିଲୀପ |title=ଓଡ଼ିଆ ଚଳଚ୍ଚିତ୍ରର ଭବିଷ୍ୟତ |journal=ଉତ୍କଳ ପ୍ରସଙ୍ଗ |date=1 January 2008 |url=http://magazines.odisha.gov.in/utkalprasanga/2008/jan-2008/oriyapdf/22-24.pdf |accessdate=28 August 2018}}</ref>
 
ମୋହନ ଗୋଖାଲେ, ଜାଜ୍ଞସେନୀ ଜେନା, ସଞ୍ଜନା କପୁର, ପ୍ରୀତିକୃଷ୍ଣ ମହାନ୍ତି, ସୁବ୍ରତ ମହାପାତ୍ର, ଅଜୟ ନାଥ, ନବନୀ ପରିହାର, ଶରତ ପୂଜାରୀ, ଲ‌ଲାଟେନ୍ଦୁ ରଥ, ସୁନୀଲ ସିଂହ ଆଦି କଳାକାରମାନେ ଏହି କଥାଚିତ୍ରଟିର ବିଭିନ୍ନ ଭୂମିକାରେ ଅଭିନୟ କରିଥିଲେ ।