"ପୂର୍ଣ୍ଣଚନ୍ଦ୍ର ପ୍ରତିହାରୀ" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
ଟିକେNo edit summary
୭ କ ଧାଡ଼ି:
| birth_place = [[ପୁରୀ]], ଓଡ଼ିଶା, ଭାରତ
| birth_name = ପୂର୍ଣ୍ଣଚନ୍ଦ୍ର ପ୍ରତିହାରୀ
| death_date = ୨୦ ଜୁଲାଇ ୨୦୧୮ (୭୮ ବର୍ଷ)
| death_place = ହରଚଣ୍ଡୀସାହି, [[ପୁରୀ]], ଓଡ଼ିଶା
| occupation = ([[ଓଡ଼ିଆ କଥାଚିତ୍ର ଜଗତ|ଓଡ଼ିଆ]]) ଅଭିନେତା
୧୯ କ ଧାଡ଼ି:
}}
 
'''ପୂର୍ଣ୍ଣଚନ୍ଦ୍ର ପ୍ରତିହାରୀ''', ଜଣେ ଓଡ଼ିଆ ଅଭିନେତା ।<ref name="ପୂର୍ଣ୍ଣଚନ୍ଦ୍ର ପ୍ରିତିହାରୀ">{{cite news |title=ପରଲୋକରେ ବର୍ଷୀୟାନ ଅଭିନେତା ପୂର୍ଣ୍ଣଚନ୍ଦ୍ର - Dharitri.Com |url=http://www.dharitri.com/main/news/56859 |accessdate=24 August 2018 |work=Dharitri.com |archiveurl=http://www.webcitation.org/71uoHaCDa |archivedate=24 August 2018 |language=en|dead-url=no}}</ref> ସେ ଓଡ଼ିଆ କଥାଚିତ୍ର ସମେତ ମଞ୍ଚ ଏବଂ ଥିଏଟରରେ ଅଭିନୟ କରୁଥିଲେ । ସେ ଅଭିନୟ ବ୍ୟତୀତ କିଛି ନାଟକ ତ‌ଥା ଗୀତିନାଟ୍ୟର ନିର୍ଦ୍ଦେଶନା ଦେଇଥିଲେ । ପୂର୍ଣ୍ଣଚନ୍ଦ୍ର ଜଣେ ସେବାୟତ ଭାବରେ ମଧ୍ୟ କାର୍ଯ୍ୟ କରୁଥିଲେ ।<ref name="Purnachandra Pratihari">{{cite news |title=ପରପାରିରେ ବର୍ଷିଆନ୍‌ ଅଭିନେତା ପୂର୍ଣ୍ଣଚନ୍ଦ୍ର ପ୍ରତିହାରୀ - Dharitri.Com |url=http://www.dharitri.com/main/news/56948 |accessdate=24 August 2018 |work=Dharitri.com |language=en}}</ref> ସତୁରୀ ଦଶକରେ ମଞ୍ଚ ଅଭିନୟ ଜରିଆରେ ପୂର୍ଣ୍ଣଚନ୍ଦ୍ର ଅଭିନୟ ଜଗତରେ ପ୍ରବେଶ କରିଥିଲେ । ସେ ଅନ୍ନପୂର୍ଣ୍ଣା ଥିଏଟରରେ ନିଜର ଅଭିନୟ ଆରମ୍ଭ କରିଥିଲେ ଏବଂ ପରେ ଓଡ଼ିଆ କଥାଚିତ୍ର ଜଗତରେ ଅଭିନୟ କରିବା ଆରମ୍ଭ କରିଥିଲେ । ୧୯୭୬ ମସିହାରେ ସେ ଓଡ଼ିଆ କଥାଚିତ୍ର [[ସିନ୍ଦୂର ବିନ୍ଦୁ]] ଜରିଆରେ ଓଡ଼ିଆ କଥାଚିତ୍ର ଜଗତରେ ପ୍ରବେଶ କରିଥିଲେ । ପରବର୍ତ୍ତୀ ସମୟରେ ସେ [[ପକା କମ୍ବଳ ପୋତ ଛତା]], [[ଏମିତି ଭାଇ ଜଗତେ ନାହିଁ]] ଆଦି କଥାଚିତ୍ରରେ ଅଭିନୟ କରିଥିଲେ । ଅନ୍ନପୂ୍ର୍ଣ୍ଣ ଥିଏଟରରେ ସେ ପ୍ରାୟ ଶହେରୁ ଅଧିକ ନାଟକରେ ଅଭିନୟ କରିଥିଲେ । ତାଙ୍କ ଅଭିନୀତ ନାଟକମାନଙ୍କ ମଧ୍ୟରୁ ମହିଷା ମର୍ଦ୍ଦିନୀ, କଂସା କବାଟ, ପୁଣି ଚାଖିଆ ଲେଉଟିଲା, ରେବତୀ ପ୍ରଭୃତି ନାଟକ ଅଧିକ ଲୋକପ୍ରିୟତା ପାଇଥିଲା । ରବୀନ୍ଦ୍ର ମଣ୍ଡପରେ ତାଙ୍କ ଦ୍ୱାରା ନିର୍ଦ୍ଦେଶିତ ନାଟକ ''ପଦ୍ମପାଖୁଡ଼ା ସୂର୍ଯ୍ୟ'' ଲୋକପ୍ରିୟ ହୋଇଥିଲା । ଏଥିସହିତ ସେ ଦୂରଦର୍ଶନରେ ପ୍ରସାରିତ କିଛି ନାଟକରେ ମଧ୍ୟ ନିର୍ଦ୍ଦେଶନା ଦେଇଥିଲେ ।<ref name="ପୂର୍ଣ୍ଣଚନ୍ଦ୍ର ପ୍ରିତିହାରୀ"/>
 
==ଅଭିନୀତ କଥାଚିତ୍ର==
୨୮ କ ଧାଡ଼ି:
 
==ମୃତ୍ୟ==
୨୦୧୮ ମସିହା ଜୁଲାଇ ୨୦ ତାରିଖରେ ପୂର୍ଣ୍ଣଚନ୍ଦ୍ରଙ୍କର ଦେହାନ୍ତ ହୋଇଥିଲା ।<ref name="Purnachandra Pratihari"/> ସେ ମୃତ୍ୟୁ ପୂର୍ବରୁ ୬ମାସ ଧରି ସେ ପକ୍ଷାଘାତ ରୋଗରେ ପୀଡ଼ିତ ଥିଲେ । ବିଭିନ୍ନ ହସ୍ତାତାଳରେ ଚିକିତ୍ସିତ ହେବାପରେ ଶେଷରେ ସେ ପୁରୀର ହରଚଣ୍ଡୀସାହିସ୍ଥିତ ତାଙ୍କର ନିଜ ବାସ ଭବନରେ ରହି ଚିକିତ୍ସିତ ହେଉଥିଲେ, ଯେଉଁଠି ତାଙ୍କର ମୃତ୍ୟ ହୋଇଥିଲା । ମୃତ୍ୟୁ ବେଳକୁ ତାଙ୍କୁ ୭୮ ବର୍ଷ ବୟସ ହୋଇଥିଲା ।<ref name="ପୂର୍ଣ୍ଣଚନ୍ଦ୍ର ପ୍ରିତିହାରୀ"/>
 
==ଆଧାର==