"ନାରୀ ନୁହେଁ ତୁ ନାରାୟଣୀ" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
ଟିକେNo edit summary
ଟିକେNo edit summary
୮ କ ଧାଡ଼ି:
| director = [[ହିମାଂଶୁ ପରିଜା]]
| producer = [[ବିଜୟ କାଣ୍ଡୋଇ]]
| writer = ବିଜୟ ମିଶ୍ର
| screenplay = [[ବିଜୟ ମିଶ୍ର]]
| story =
୨୭ କ ଧାଡ଼ି:
}}
 
'''ନାରୀ ନୁହେଁ ତୁ ନାରାୟଣୀ''', ୨୦୦୨ ମସିହାରେ ମୁକ୍ତିଲାଭ କରିଥିବା ଏକ ଓଡ଼ିଆ କଥାଚିତ୍ର । ଏହି କଥାଚିତ୍ରଟିର ପ୍ରଯୋଜନା କରିଥିଲେ ବିଜୟ କାଣ୍ଡୋଇ । ବିଜୟ ମିଶ୍ର ଏହି କଥାଚିତ୍ରଟିର ସଂଳାପ ଓ ଚିତ୍ରନାଟ୍ୟ ରଚନା କରିଥିଲେ । ହିମାଂଶୁ ପରିଜା ଏହି କଥାଚିତ୍ରଟିର ନିର୍ଦ୍ଦେଶନା ଦେଇଥିଲେ ।
 
ସିଦ୍ଧାନ୍ତ ମହାପାତ୍ର, ରଚନା ବାନାର୍ଜୀ, ବିଜୟ ମହାନ୍ତି, ମିହିର ଦାସ, ଦେବୁ ବୋଷ, ପ୍ରଦ୍ୟୁମ୍ନ ଲେଙ୍କା, ସାତ୍ୱକୀ ମିଶ୍ର, ରୁନୁ ପରିଜା, ବ୍ରଜ ସିଂହ, ଦିପ୍ତୀ ପଣ୍ଡା, ହର ପଟ୍ଟନାୟକ, ଜୟୀରାମ ସାମଲ, ନିହାରିକା ସାହୁ ଆଦି କଳାକାରମାନେ ଏହି କଥାଚିତ୍ରଟିର ବିଭିନ୍ନ ଭୂମିକାରେ ଅଭିନୟ କରିଥିଲେ ।