"ହ୍ୱାଟ୍ସଆପ" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
ତଥ୍ୟରେ ପରିବର୍ତ୍ତନ
ଟ୍ୟାଗସବୁ: ମୋବାଇଲ ସମ୍ପାଦନା ମୋବାଇଲ ୱେବ ବଦଳ
→‎ଇତିହାସ: ନୂଆ ତଥ୍ୟ ଯୋଡିଲି
ଟ୍ୟାଗସବୁ: ମୋବାଇଲ ସମ୍ପାଦନା ମୋବାଇଲ ୱେବ ବଦଳ Android app edit
୧୦୬ କ ଧାଡ଼ି:
 
ହ୍ଵାଟ୍ସଆପ ନିଜର ବେଟା ସଫ୍ଟୱେରରେ ନିୟନ୍ତ୍ରିତ ଗୋଷ୍ଠୀ (ରେଷ୍ଟ୍ରିକଟେଡ଼ ଗ୍ରୁପ) ସେବାର ଆରମ୍ଭ କରିଅଛି<ref>http://www.independent.co.uk/life-style/gadgets-and-tech/news/whatsapp-restricted-groups-admin-stop-messages-silence-everyone-else-mute-a8086546.html?</ref><ref>http://wabetainfo.com/whatsapp-beta-for-android-2-17-430-whats-new/</ref> । ଯେଉଁଥିରେ ଗୋଷ୍ଠୀ ପରିଚାଳକ, ନିଜ ଇଚ୍ଛା ମୁତାବକ ଅଧିକାର ଗୋଷ୍ଟିରେ ଥିବା ବ୍ୟକ୍ତି ମାନଙ୍କୁ ଦେଇ ପାରିବେ ।
 
୨୦୧୮ ମସିହା ଅଗଷ୍ଟ ମାସରେ ହ୍ଵାଟ୍ସଆପ, ନିଜର ବ୍ୟାକପ ଗୁଡିକୁ ସରଙ୍କନ କରିବା ପାଇଁ [[ଗୁଗଲ]] ସାଙ୍ଗେ ହାତ ଏକ ଚୁକ୍ତି କରି ଥିଲା । ଯାହାର ଫଳ ସ୍ୱରୂପ, ନଭେମ୍ବର ୧୨ ତାରିଖରୁ ସେହି ବ୍ୟାକପ ଗୁଡିକୁ ରଖିବା ପାଇଁ, ଗୁଗଲ ଡ୍ରାଇଭରୁ ଜାଗା ଦରକାର ପଡିବନି ବୋଲି ଘୋଷଣା କରାଯାଇଥିଲା <ref>https://www.theverge.com/2018/8/16/17705194/whatsapp-google-drive-backups-free</ref> ।
 
==ହ୍ଵାଟ୍ସଆପ ୱେବ୍==