"ଭାରତ ଛାଡ଼ ଆନ୍ଦୋଳନ" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
ଟିକେ added Category:୧୯୪୨ using HotCat
ଟିକେ ଅଧିକ ତଥ୍ୟ ଯୋଗ କରି ପୃଷ୍ଠାଟିକୁ ଏକପ୍ରକାର ସମ୍ପୂର୍ଣ କରାହେଲା
୧ କ ଧାଡ଼ି:
{{ଛୋଟ|Quit India movement}}
[[ଫାଇଲ:QUITIN2.JPG|ଡାହାଣ|thumb|250x250_ପିକସେଲ|ବେଙ୍ଗାଲୁରୁରେ ଭାରତ ଛାଡ଼ ଆନ୍ଦୋଳନର ଶୋଭାଯାତ୍ରା ]]
'''ଭାରତ ଛାଡ଼ ଆନ୍ଦୋଳନ''' ବା [[ଭାରତୀୟ ଅଗଷ୍ଟ ଆନ୍ଦୋଳନ]] [[ଭାରତୀୟ ଜାତୀୟ କଂଗ୍ରେସ]]<nowiki/>ଦ୍ୱାରା ବମ୍ବେ ଅଧିବେଶନରେ ଦ୍ଵିତୀୟ ବିଶ୍ୱଯୁଧ୍ୟ ସମୟରେ ୮ ଅଗଷ୍ଟ ୧୯୪୨ ମାସିଆହାରେ ଭାରତରେ ବ୍ରିଟିଶ ଶାସନର ଅନ୍ତ ଘଟାଇବା ନିମିତ୍ତ [[ମହାତ୍ମା ଗାନ୍ଧୀ]]<nowiki/>ଙ୍କ ଦ୍ୱାରା ଡାକରା ଦିଆଯାଇଥିଲା ।
 
କ୍ରିପସ ମିଶନ ଅସଫଳ ହୋଇଥିଲା । ଏହି ୮ ଅଗଷ୍ଟ ୧୯୪୨ ମସିହାରେ ଗାନ୍ଧିଜୀ ବମ୍ବେ ଅଧିବେଶନରେ ''କର ବା ମର'' ଡାକରା ଦେଇଥିଲେ ।<ref>http://www.newworldencyclopedia.org/entry/Quit_India_Movement</ref> ଗାନ୍ଧୀଜୀଙ୍କର ଏହି ଭାଷଣର କିଛି ଘଣ୍ଟା ମଧ୍ୟରେ ପ୍ରାୟ ସମସ୍ତ ଜାତୀୟ କଂଗ୍ରେସ କର୍ମୀଙ୍କୁ ବନ୍ଦୀ କରାହୋଇଥିଲା । ଆମେରିକାର ତତ୍କାଳୀନ ରାଷ୍ଟ୍ରପତି [[ଫ୍ରାଙ୍କଲିନ ରୁଜଭେଲ୍ଟ]] ସେବେକାର ବ୍ରିଟିଶ ପ୍ରଧାନମନ୍ତ୍ରୀ [[ୱିନଷ୍ଟନ୍ ଚଚ୍ଚିଲ]]<nowiki/>ଙ୍କୁ ଭାରତୀୟ ମାନଙ୍କୁ ତାଙ୍କର ଦାବି ପୂରଣ କରିବାକୁ ଚାପ ପକାଇଥିଲେ । [[ଭାରତ ଛାଡ଼ ଆନ୍ଦୋଳନ]]<nowiki/>କୁ ଅନେକ ମହଲ ଏବଂ ଦଳ ସମର୍ଥନ ଦେଇନଥିଲେ ଯେପରିକି, [[ମୁସଲିମ ଲିଗ]], [[ହିନ୍ଦୁ ମହାସଭା]], ବ୍ରିଟିଶ ଇଣ୍ଡିଆର ପ୍ରିନ୍ସଲି ରାଜ୍ୟଗୁଡ଼ିକ, [[ରାଷ୍ଟ୍ରୀୟ ସ୍ଵୟଂସେବକ ସଂଘ|ରାଷ୍ଟ୍ରୀୟ ସ୍ୱୟଂ ସେବକ ସଂଘ]] ଇତ୍ୟାଦି
 
 
 
ଏହି ଆନ୍ଦୋଳନ ସଫଳ ହୋଇପାରିନଥିଲା । ବ୍ରିଟିଶ ସରକାର ଯୁଧ୍ୟ ନସରିଲା ପର୍ଯ୍ୟନ୍ତ କିଛି ସ୍ୱାଧୀନତା ଦିଆଯାଇପାରିବନି ବୋଲି କହିଥିଲେ ।<ref>https://books.google.com/books?id=tquxD6dk914C&pg=PA494</ref>
 
== ପୂର୍ବ ଘଟଣାବଳୀ ==
୧୯୩୯ ମସିହାରେ ଭାରତୀୟ ନେତାମାନଙ୍କୁ ନପଚାରି ବ୍ରିଟିଶ ସରକାର ଭାରତୀୟ ସୈନ୍ୟଙ୍କୁ ଦ୍ଵିତୀୟ ବିଶ୍ୱଯୁଧ୍ୟରେ ସାମିଲ କରାଇଦେଇଥିଲେ । [[ମୁସଲିମ ଲିଗ]] ଯୁଧ୍ୟଟିକୁ ସମର୍ଥନ ଦେଇଥିଲେ ହେଲେ କଂଗ୍ରେସର କିଛି ଲୋକେ ସମର୍ଥନ ଦେଉଥିଲେ ଏବଂ କିଛି ନୁହେଁ । ଗାନ୍ଧିଜୀ ଯୁଧ୍ୟବଳରେ ବ୍ରିଟିଶ ଲୋକଙ୍କର ପାଉଁଶ ନିଆଁରେ ସ୍ୱାଧୀନ ଭାରତ ଗଢିବାକୁ ଚାହୁଁନଥିଲେ ।ସେ ବିଶ୍ୱଯୁଧ୍ୟ ଏବଂ ଏଥିରେ ଭାଗନେଇଥିବା ନେତାମାନଙ୍କୁ ତୀବ୍ର ନିନ୍ଦା କରିଥିଲେ । ଯୁଧ୍ୟ ଯୋଗୁଁ ଅନେକ ଭାରତୀୟ ବ୍ୟବସାୟୀ ଲାଭବାନ ହୋଇଥିଲେ, ହେଲେ ମୋଟାମୋଟୀରୁପେ ଲାହିଲେ ଭାରତର ତାହାର ଅର୍ଥନୀତିରେ କିଛି ନିୟଂତ୍ରଣ ବ୍ରିଟିଶ ସରକାର ଭାରତୀୟ ମାନଙ୍କୁ ଦେଲେ ନାହିଁ । ଓଲଟି ଦୁର୍ବଳ ପୁରାତନ ଅସ୍ତ୍ରଶସ୍ତ୍ରରେ ସଜ୍ଜିତ ଭାରତୀୟମାନଙ୍କୁ ଯୁଧ୍ୟକୁ ନେଇ ଭାରତରେ ଖଜଣା ବୃଦ୍ଧି କରିଦେଇଥିଲେ ।
 
ଯୁଦ୍ଧ ଆରମ୍ଭ ହେବାମାତ୍ରେ ନେତାଜୀ [[ସୁଭାଷ ଚନ୍ଦ୍ର ବୋଷ]] ଜାପାନରେ ଭାରତୀୟ ଯୁଦ୍ଧବନ୍ଦୀ ମାନଙ୍କୁ ନେଇ ଏବଂ [[ହିଟଲର]]<nowiki/>ଙ୍କ ସହାୟତାରେ [[ଆଜାଦ ହିନ୍ଦ ଫୋୖଜ]] ଗଠନ କରିଥିଲେ ।
 
== ଆହୁରି ଦେଖନ୍ତୁ ==