"ଭାରତ ଛାଡ଼ ଆନ୍ଦୋଳନ" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
Created by translating the page "Quit India Movement"
 
ଭାରତ ଛାଡ଼ ଆନ୍ଦୋଳନ ଉପରେ ଲେଖିବା ଆରମ୍ଭ ହେଲା
୧ କ ଧାଡ଼ି:
{{ଛୋଟ|Quit India movement}}
[[ଫାଇଲ:QUITIN2.JPG|ଡାହାଣ|thumb|250x250_ପିକସେଲ|ବେଙ୍ଗାଲୁରୁରେ ଭାରତ ଛାଡ଼ ଆନ୍ଦୋଳନର ଶୋଭାଯାତ୍ରା ]]
'''ଭାରତ ଛାଡ଼ ଆନ୍ଦୋଳନ''' ବା [[ଭାରତୀୟ ଅଗଷ୍ଟ ଆନ୍ଦୋଳନ]] [[ଭାରତୀୟ ଜାତୀୟ କଂଗ୍ରେସ]]<nowiki/>ଦ୍ୱାରା ବମ୍ବେ ଅଧିବେଶନରେ ଦ୍ଵିତୀୟ ବିଶ୍ୱଯୁଧ୍ୟ ସମୟରେ ୮ ଅଗଷ୍ଟ ୧୯୪୨ ମାସିଆହାରେ ଭାରତରେ ବ୍ରିଟିଶ ଶାସନର ଅନ୍ତ ଘଟାଇବା ନିମିତ୍ତ [[ମହାତ୍ମା ଗାନ୍ଧୀ]]<nowiki/>ଙ୍କ ଦ୍ୱାରା ଡାକରା ଦିଆଯାଇଥିଲା ।
 
କ୍ରିପସ ମିଶନ ଅସଫଳ ହୋଇଥିଲା । ଏହି ୮ ଅଗଷ୍ଟ ୧୯୪୨ ମସିହାରେ ଗାନ୍ଧିଜୀ ବମ୍ବେ ଅଧିବେଶନରେ ''କର ବା ମର'' ଡାକରା ଦେଇଥିଲେ ।<ref>http://www.newworldencyclopedia.org/entry/Quit_India_Movement</ref> ଗାନ୍ଧୀଜୀଙ୍କର ଏହି ଭାଷଣର କିଛି ଘଣ୍ଟା ମଧ୍ୟରେ ପ୍ରାୟ ସମସ୍ତ ଜାତୀୟ କଂଗ୍ରେସ କର୍ମୀଙ୍କୁ ବନ୍ଦୀ କରାହୋଇଥିଲା । ଆମେରିକାର ତତ୍କାଳୀନ ରାଷ୍ଟ୍ରପତି [[ଫ୍ରାଙ୍କଲିନ ରୁଜଭେଲ୍ଟ]] ସେବେକାର ବ୍ରିଟିଶ ପ୍ରଧାନମନ୍ତ୍ରୀ [[ୱିନଷ୍ଟନ୍ ଚଚ୍ଚିଲ]]<nowiki/>ଙ୍କୁ ଭାରତୀୟ ମାନଙ୍କୁ ତାଙ୍କର ଦାବି ପୂରଣ କରିବାକୁ ଚାପ ପକାଇଥିଲେ ।
 
ଏହି ଆନ୍ଦୋଳନ ସଫଳ ହୋଇପାରିନଥିଲା । ବ୍ରିଟିଶ ସରକାର ଯୁଧ୍ୟ ନସରିଲା ପର୍ଯ୍ୟନ୍ତ କିଛି ସ୍ୱାଧୀନତା ଦିଆଯାଇପାରିବନି ବୋଲି କହିଥିଲେ ।<ref>https://books.google.com/books?id=tquxD6dk914C&pg=PA494</ref>
 
 
== ଆହୁରି ଦେଖନ୍ତୁ ==
 
* [[ଅସହଯୋଗ ଆନ୍ଦୋଳନ]]
 
== ଆଧାର ==