"ଖାଁ ଅବଦୁଲ ଗଫର ଖାଁ" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
ଟିକେ ଭାରତ ରତ୍ନ ଛାଞ୍ଚ ଯୋଡ଼ା ହେଲା
ଟିକେ ସୀମାନ୍ତ ଗାନ୍ଧୀଙ୍କର କିଛି ଛବି ଯୋଡ଼ା ହେଲା
ଟ୍ୟାଗ: 2017 source edit
୨୨ କ ଧାଡ଼ି:
[[ଅବଦୁଲ ଗଫର ଖାଁ]] ବା [[ସୀମାନ୍ତ ଗାନ୍ଧୀ]] ବା [[ବଚ୍ଚା ଖାଁ]] ଜଣେ ସ୍ୱାଧୀନତା ସଂଗ୍ରାମୀ ଥିଲେ ଯିଏ ଅହିଂସା ବଳରେ ଅଖଣ୍ଡ ଭାରତରୁ ବ୍ରିଟିଶ ଶାସନର ଅବସାନ କରିବାରେ ସହାୟତା କରିଥିଲେ ।<ref>https://www.britannica.com/biography/Khan-Abdul-Ghaffar-Khan</ref> ସେ ଜଣେ ରାଜନୈତିକ ଏବଂ ଧାର୍ମିକ ଲୋକ ଥିଲେ ଯିଏ ଆଜୀବନ ଶାନ୍ତିବାଦୀ ଏବଂ ଇସଲାମ ଧର୍ମ ଅବଲମ୍ବନ କରିଥିଲେ । ସେ ୧୯୨୯ ମସିହାରେ [[ଖୁଦାଇ ଖିଡମତ୍କର]] (ଭଗବାନଙ୍କର ସେବକ) ନାମକ ଆନ୍ଦୋଳନ ଆରମ୍ଭ କରିଥିଲେ । ଯାହାକି ବହୁମାତ୍ରାରେ ସଫଳ ହୋଇଥିଲା ।<ref>https://www.mapsofindia.com/who-is-who/history/abdul-gafar-khan.html</ref>
 
[[ମୁସଲିମ ଲିଗ]] ଦ୍ୱାରା ମଗାଯାଇଥିବା ଭାରତ ବିଭାଜନକୁ ସେ ଦୃଢ ରୂପେ ବିରୋଧ କରିଥିଲେ । ଖୁଦାଇ ଖିଡମତ୍କରର ନେତା ମାନଙ୍କୁ ନପଚାରି ଯେବେ [[ଭାରତୀୟ ଜାତୀୟ କଂଗ୍ରେସ]] ଦେଶ ବିଭାଜନର ନିଷ୍ପତି ନେଇଥିଲା, ଏଥିରେ ଅସନ୍ତୁଷ୍ଟ ହେଇ ସେ କହିଥିଲେ "ତମେମାନେ ଆମକୁ ଗଧିଆ ମାନଙ୍କ ପାଖକୁ ଫୋପାଡ଼ିଦେଇଛ" ।<ref>https://www.thefamouspeople.com/profiles/khan-abdul-ghaffar-khan-5505.php</ref> ଜୁନ ମାସ ୧୯୯୪ ରେ ସେ ପାଶୁନ ଜାତିନିମିତ୍ତ ଏକ ସ୍ୱତନ୍ତ୍ର ପ୍ରଦେଶ [[ପାଶୁନିସ୍ଥାନ]] ଦାବି କରିଥିଲେ । ହେଲେ ବ୍ରିଟିଶ ସରକାର ଏହି ଦାବିକୁ ଖାରଜ କରିଦେଇଥିଲେ ।<ref>https://books.google.co.in/books?id=c05uAAAAMAAJ&redir_esc=y</ref>
 
== ଗ୍ୟାଲେରୀ ==
[[File:Gandhi at Peshawar meeting.jpg|Gandhi at Peshawar meeting|250px]]
[[File:Nv-army-gray BG.jpg|Nv-army-gray BG|250px]]
[[File:Badshah Khan.jpg|Badshah Khan|250px]]
[[File:Gandhi, Ghaffar Khan with a Khaksar leader.jpg|Gandhi, Ghaffar Khan with a Khaksar leader|250px]]
[[File:Gandhi and Abdul Ghaffar Khan during prayer Cropped Brighter.jpg|Gandhi and Abdul Ghaffar Khan during prayer Cropped Brighter|250px]]
[[File:Abdul Ghafar Khan, Nehru, and Sardar Patel 1946.jpg|Abdul Ghafar Khan, Nehru, and Sardar Patel 1946|250px]]
[[File:Sheikh, Nehru and Badshah Khan 1945.jpg|Sheikh, Nehru and Badshah Khan 1945|250px]]
[[File:Gandhi and Abdul Gaffa Khan.jpg|Gandhi and Abdul Gaffa Khan|250px]]
== ଆଧାର ==
{{ଆଧାର}}