"ଗୁଲଜାରୀଲାଲ ନନ୍ଦା" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
ଟିକେNo edit summary
ଟିକେ add ref
୧ କ ଧାଡ଼ି:
{{ଛୋଟ|Gulzarilal Nanda}}
'''ଗୁଲଜାରୀଲାଲ ନନ୍ଦା''' (4 July 1898 – 15 January 1998) ଜଣେ ଭାରତୀୟ ରାଜନୀତିଜ୍ଞ ଓ ଶ୍ରମ ଓ ଶ୍ରମିକ ସମ୍ପର୍କିତ ସମସ୍ୟା ବିଷୟକ ବିଶେଷଜ୍ଞ ଅର୍ଥନୀତିଜ୍ଞ ।<ref>{{cite web|url=http://www.rediff.com/news/1998/jan/15nan.htm |title=Rediff On The NeT: Former PM Gulzarilal Nanda dead |publisher=Rediff.com |date= |accessdate=2018-08-19}}</ref><ref>[https://books.google.com/books?id=NrctDwAAQBAJ&pg=SL2-PA90&dq=Gulzarilal+Nanda+15+jan+1998&hl=en&sa=X&ved=0ahUKEwjxt-jhh87WAhVREVAKHaLoAqIQ6AEIHTAA#v=onepage&q=Gulzarilal%20Nanda%2015%20jan%201998&f=false Profile of Gulzarilal Nanda]</ref> ଦୁଇଜଣ ପୂର୍ବତନ ପ୍ରଧାନମନ୍ତ୍ରୀ ଯଥା ଜବାହରଲାଲଙ୍କ ମୃତ୍ୟୁ ପରେ 1964ରେ ଓ ଲାଲ ବାହାଦୁର ଶାସ୍ତ୍ରୀଙ୍କ ମୃତ୍ୟୁ ପରେ 1966ରେ ସେ କମ ସମୟ ପାଇଁ ଦୁଇ ଥର ଭାରତର ପ୍ରଧାନମନ୍ତ୍ରୀ ହୋଇଥିଲେ । ଉଭୟ ଥର ଶାସକ ଦଳ ଭାରତୀୟ ଜାତୀୟ କଂଗ୍ରେସ ର ନିର୍ବାଚିତ ପ୍ରଧାନମନ୍ତ୍ରୀ ପଦ ଗ୍ରହଣ କରିବା ପରେ ତାଙ୍କ ଅବଧି ଶେଷ ହୋଇଛି । 1997ରେ ଭାରତର ସର୍ବୋଚ୍ଚ ବେସାମରିକ ସମ୍ମାନ ଭାରତରତ୍ନ ପ୍ରଦାନ କରାଯାଇଥିଲା ।
== ବାଲ୍ୟ ଜୀବନ ଓ ଶିକ୍ଷା ==
== ସ୍ୱାଧୀନତା ସଂଗ୍ରାମରେ ଭୂମିକା ==