"ଗୁଲଜାରୀଲାଲ ନନ୍ଦା" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
ଟିକେNo edit summary
ଟିକେNo edit summary
୧ କ ଧାଡ଼ି:
{{ଛୋଟ|Gulzarilal Nanda}}
ଗୁଲଜାରିଲାଲ'''ଗୁଲଜାରୀଲାଲ ନନ୍ଦା''' (4 July 1898 – 15 January 1998) ଜଣେ ଭାରତୀୟ ରାଜନୀତିଜ୍ଞ ଓ ଶ୍ରମ ଓ ଶ୍ରମିକ ସମ୍ପର୍କିତ ସମସ୍ୟା ବିଷୟକ ବିଶେଷଜ୍ଞ ଅର୍ଥନୀତିଜ୍ଞ । ଦୁଇଜଣ ପୂର୍ବତନ ପ୍ରଧାନମନ୍ତ୍ରୀ ଯଥା ଜବାହରଲାଲଙ୍କ ମୃତ୍ୟୁ ପରେ 1964ରେ ଓ ଲାଲ ବାହାଦୁର ଶାସ୍ତ୍ରୀଙ୍କ ମୃତ୍ୟୁ ପରେ 1966ରେ ସେ କମ ସମୟ ପାଇଁ ଦୁଇ ଥର ଭାରତର ପ୍ରଧାନମନ୍ତ୍ରୀ ହୋଇଥିଲେ । ଉଭୟ ଥର ଶାସକ ଦଳ ଭାରତୀୟ ଜାତୀୟ କଂଗ୍ରେସ ର ନିର୍ବାଚିତ ପ୍ରଧାନମନ୍ତ୍ରୀ ପଦ ଗ୍ରହଣ କରିବା ପରେ ତାଙ୍କ ଅବଧି ଶେଷ ହୋଇଛି । 1997ରେ ଭାରତର ସର୍ବୋଚ୍ଚ ବେସାମରିକ ସମ୍ମାନ ଭାରତରତ୍ନ ପ୍ରଦାନ କରାଯାଇଥିଲା ।
== ବାଲ୍ୟ ଜୀବନ ଓ ଶିକ୍ଷା ==
== ସ୍ୱାଧୀନତା ସଂଗ୍ରାମରେ ଭୂମିକା ==