"ଚିଦାମ୍ବରମ ସୁବ୍ରମଣ୍ୟମ" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
ଟିକେNo edit summary
ଟିକେ add reference
୧ କ ଧାଡ଼ି:
{{ଛୋଟ|Chidambaram Subramaniam}}
ଚିଦାମ୍ବରମ ସୁବ୍ରମଣ୍ୟମ ('''CS''' ନାମରେ ପରିଚିତ) (30 January 1910 – 7 November 2000) ଜଣେ ଭାରତୀୟ ରାଜନୀତିଜ୍ଞ ତଥା ସ୍ୱାଧୀନତା ସଂଗ୍ରାମୀ । ସେ ଭାରତର ସରକାରଙ୍କ କ୍ୟାବିନେଟରେ ଅର୍ଥ ତଥା ରକ୍ଷା ମନ୍ତ୍ରୀ ଭାବେ କାର୍ଯ୍ୟ ମଧ୍ୟ ସଂପାଦନ କରିଛନ୍ତି । ପରେ ସେ ମହାରାଷ୍ଟ୍ରର ରାଜ୍ୟପାଳରୂପେ ମଧ୍ୟ ଦାୟୀତ୍ୱ ତୁଲାଇଛନ୍ତି । କୃଷି ଏବଂ ଖାଦ୍ୟ ମନ୍ତ୍ରୀଭାବେ ସେ ଭାରତରେ ସବୁଜ ବିପ୍ଳବର ଅୟମାରମ୍ଭ କରିଥିଲେ ଏବଂ ଭାରତକୁ ଖାଦ୍ୟ ଉତ୍ପାଦନରେ ଆତ୍ମ ନିର୍ଭରଶୀଳ କରାଇପାରିଥିଲେ ।<ref name="webarchieve">{{cite web |title=Hon'ble Shri C. Subramaniam |url=https://web.archive.org/web/20130407175423/http://rajbhavan.maharashtra.gov.in/previous/subramaniambiodata.htm |website=www.web.archieve.org |accessdate=18 August 2018 |date=7 April 2013}}</ref> ସବୁଜ ବିପ୍ଳବରେ ତାଙ୍କର ଅନନ୍ୟ ଭୂମିକା ପାଇଁ ୧୯୯୮ରେ ତାଙ୍କୁ ଭାରତର ସର୍ବୋଚ୍ଚ ବେସାମରିକ ସମ୍ମାନ [[ଭାରତ ରତ୍ନ]] ରେ ସମ୍ମାନିତ କରାଯାଇଥିଲା ।
 
== ବାଲ୍ୟ ଜୀବନ ଓ ଶିକ୍ଷା ==