"ଗୋବିନ୍ଦ ବଲ୍ଲଭ ପନ୍ତ" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
୮ କ ଧାଡ଼ି:
 
== ସଂଗ୍ରାମୀ ଜୀବନ ==
ଜଣେ ଉଚ୍ଚ ଶ୍ରେଣୀର ଆଇନ ବିଶାରଦ ହେତୁ କଂଗ୍ରେସ ଦଳ ତାଙ୍କୁ କାକୋରୀ ହତ୍ୟା ମକଦ୍ଦମାରେ ଜଡିତ ରାମ ପ୍ରସାଦ ବିସମିଲ୍ଲା, ଆସଫାକୁଲ୍ଲା ଖାନ ତଥା ଅନ୍ୟ ଅଭିଯୁକ୍ତଙ୍କ ସପକ୍ଷରେ ଲଢିବା ପାଇଁ କୁହାଗଲା । ଏହା ୧୯୨୦ ମସିହାର ମଧ୍ୟଭାଗର ଘଟଣା । ୧୯୩୦ରେ ଗାନ୍ଧୀଙ୍କ ଡାକରାରେ ଏକ ଲବଣ ସତ୍ୟାଗ୍ରହ ମୋର୍ଚାର ନେତୃତ୍ୱ ନେଇଥିବାରୁ କିଛି ସପ୍ତାହ ପାଇଁ ତାଙ୍କୁ ଇଂରେଜ ସରକାର ଗିରଫ କରିନେଲେ । ୧୯୩୩ରେ ଇଂରେଜ ସରକାର ଦ୍ୱାରା ପ୍ରତିବନ୍ଧିତ ତତକାଳୀନ ପ୍ରାନ୍ତୀୟ କଂଗ୍ରେସର ଏକ ଅଧିବେଶନରେ ଯୋଗ ହେଇଥିବାରୁ ତାଙ୍କୁ ପୁଣି ହର୍ଷ ଦେବ ବହୁଗୁଣାଙ୍କ ସହ ସାତ ମାସ ପାଇଁ ଜେଲ ଯିବାକୁ ପଡିଥିଲା । ଏହି ପ୍ରତିବନ୍ଧକ ହଟିବା ପରେ ସେ ଜେଲରୁ ମୁକ୍ତ ହେଲେ । ଦ୍ୱିତୀୟ ବିଶ୍ୱଯୁଦ୍ଧ ସମୟରେ ସେ ଗାନ୍ଧୀଙ୍କ ଗୋଷ୍ଠୀ ଯେଉଁମାନେ କି ଯୁଦ୍ଧରେ ବ୍ରିଟିଶକୁ ସାହାଯ୍ୟ କରିବା ସପକ୍ଷରେ ଥିଲେ ଏବଂ ସୁଭାଷ ବୋଷ ସମର୍ଥିତ ଅନ୍ୟ ଗୋଷ୍ଠୀ ଯେଉଁମାନେ ଏହାର ସୁଯୋଗରେ ବ୍ରିଟିଶକୁ ବିରୋଧ କରିବାକୁ ଚାହୁଁଥିଲେ, ଏହି ଦୁଇ ଗୋଷ୍ଠୀ ମଧ୍ୟରେ ମଧ୍ୟସ୍ଥି କରି ଏକ ସର୍ବସମ୍ମତ ପ୍ରସ୍ତାବରେ ଉଭୟ ପକ୍ଷକୁ ରାଜି କରାଇପାରିଥିଲେ
and Pant joined the new Legislative Council. During the Second World War, Pant acted as the tiebreaker between Gandhi's faction, which advocated supporting the British Crown in their war effort, and Subhas Chandra Bose's faction, which advocated taking advantage of the situation to expel the British Raj by all means necessary. In 1934, the Congress ended its boycott of the legislatures and put up candidates, and Pant was elected to the Central Legislative Assembly. His political skills won the admiration of the leaders of the Congress, and he became deputy leader of the Congress party in the Assembly.[2]
 
୧୯୪୦ ମସିହାରେ ଏକ ସତ୍ୟାଗହ ଆୟୋଜନ କରାଇବା ଅଭିଯୋଗରେ ଗିରଫ ହେଲେ । ୧୯୪୨ରେ ଭାରତ ଛାଡ ସଂକଳ୍ପ (Resolution) ହସ୍ତାକ୍ଷର କରି ସେ ପୁଣି ଗିରଫ ହେଲେ ଏବଂ ତିନି ବର୍ଷ ଅହମଦନଗର୍ ଫୋର୍ଟରେ ଅନ୍ୟ କଂଗ୍ରେସ କର୍ମକର୍ତ୍ତାଙ୍କ ସହ କାରାବାସ ବିତାଇଲେ । ୧୯୪୫ ମାର୍ଚରେ ପନ୍ତଙ୍କ ସ୍ୱାସ୍ଥ୍ୟାବସ୍ଥା ଖରାପ ହେବାରୁ ଜବାହରଲାଲ ନେହେରୁଙ୍କ ଅନୁରୋଧ କ୍ରମେ ସେ ଜଲରୁ ମୁକୁଳିଲେ ।
In 1940, Pant was arrested and imprisoned for helping organise the Satyagraha movement. In 1942 he was arrested again, this time for signing the Quit India resolution, and spent three years in Ahmednagar Fort along with other members of the Congress working committee until March 1945, at which point Jawaharlal Nehru pleaded successfully for Pant's release, on grounds of failing health
 
== ସ୍ୱାଧୀନତା ପର ରାଜନୀତି ==